ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ଜୁଏଲେରି କଲେକ୍ସନ

ନୂଆଦିଲ୍ଲୀ,୪।୨: ଚଳିତ ବର୍ଷର ଭାଲେଣ୍ଟାଇନ୍‌ ଡେ’ ପରିପ୍ରେକ୍ଷୀରେ ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ଜୁଏଲେରି କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ଉତ୍ସବକୁ ସେଲିବ୍ରେଟ୍‌ କରିବା ପାଇଁ ପ୍ଲାଟିନମ୍‌ ଇଭାରା ବାଏ ପିଜିଆଇ ଇଣ୍ଡିଆ ୯୫%ଶୁଦ୍ଧ ପ୍ଲାଟିନମ୍‌ରୁ ସୁନ୍ଦର ଭାବେ ନିର୍ମିତ ପ୍ଲାଟିନମ୍‌ ଜୁଏଲେରିର ଏକ କ୍ୟୁରେଟେଡ୍‌ କଲେକ୍ସନ ଗ୍ରାହକଙ୍କ ପାଇଁ ଅଣାଯାଇଛି। ବିଶେଷକରି କାଜୁଆଲ ୱେର ହେଉ କିମ୍ବା ପାର୍ଟି ଓ୍ବେର, ୱର୍କୱେର ଓ ଇଣ୍ଡିଆନ୍‌ ୱେର, ପ୍ଲାଟିନମ୍‌ ଇଭାରାର ଚମତ୍କାର କଲେକ୍ସନ ବିଭିନ୍ନ ଅବସରରେ ଭିନ୍ନ ଭିନ୍ନ ଲୁକ୍‌ଗୁଡିକୁ ଉନ୍ନତ ଓ ପରିପୂର୍ଣ୍ଣ କରୁଥିବା ଡିଜାଇନ୍‌ ପ୍ରଦାନ କରି ଆପଣଙ୍କ ଷ୍ଟାଇଲକୁ ଗୋଟିଏ ସ୍ତର ଉପରକୁ ନେଇଥାଏ। ଏହି ବହୁମୁଖୀ ରେଞ୍ଜରେ ଆକର୍ଷଣୀୟ ନେକ୍‌ଲେସ୍‌ଠାରୁ ଆରମ୍ଭ କରି ସୁନ୍ଦର ରିଷ୍ଟୱେର, ସୂକ୍ଷ୍ମ ରୂପେ ନିର୍ମିତ ଇୟରିଂ ଓ ଚମତ୍କାର ରିଂଗୁଡିକ ପର୍ଯ୍ୟନ୍ତ ଡିଜାଇନଗୁଡିକର ଏକ ଶୃଙ୍ଖଳା ସାମିଲ ରହିଛି। ସୂକ୍ଷ୍ମ ତଥାପି ବାଧାହୀନ ଆକାର, ଆକର୍ଷଣୀୟ ଡାଇମଣ୍ଡ୍‌କଟ୍‌ ସହ ମିଳିତ ହୋଇ ପ୍ରଥମ ଧରଣର ପିସ୍‌ ନିର୍ମାଣ କରିବା ପାଇଁ ଏକତ୍ରିତ ହୋଇଛନ୍ତି, ଯାହା ଏକ ଅନନ୍ୟ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ସୃଷ୍ଟି କରିବା ସହ ଆପଣଙ୍କର ପୋଷାକକୁ ପରିପୂର୍ଣ୍ଣ କରିଥାଏ। ତେଣୁ ଏହି ଭାଲେଣ୍ଟାଇନ୍ସ ଡେ’ରେ ପ୍ଲାଟିନମ୍‌ ଇଭାରାର ଆକର୍ଷଣୀୟ ରେଞ୍ଜ୍‌ର ପ୍ଲାଟିନମ୍‌ ଜୁଏଲେରି ପିସ୍‌ଗୁଡିକରୁ ନିଜ ପାଇଁ ଏକ ପିସ୍‌ ଚୟନ କରି ଆତ୍ମ-ପ୍ରେମକୁ ସେଲିବ୍ରେଟ୍‌ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri