ସଲମାନଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ଭିଣୋଇ
ବମ୍ବେ: ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ‘କଭି ଇଦ କଭି ଦିଓ୍ବାଲି’ରୁ ବାହାର ହୋଇଛନ୍ତି ତାଙ୍କ ଭିଣୋଇ ଆୟୁଷ ଶର୍ମା। ରଚନାତ୍ମକ ମତଭେଦ କାରଣରୁ ସେ ପ୍ରୋଜେକ୍ଟରୁ ଅଲଗା ହୋଇଛନ୍ତି। ତାଙ୍କ ବ୍ୟତିତ ଜହିର ଇକବାଲ ମଧ୍ୟ ଫିଲ୍ମ ଛାଡ଼ି...
ଜୁନ ୮ରେ ଗୋଆରେ ନିର୍ବନ୍ଧ
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଟେଲି ଅଭିନେତା ମନିଷ ନାଗଦେବ। ଖୁବ୍ଶୀଘ୍ର ସେ ପ୍ରେମିକା ମଲିକା ଜୁନେଜାଙ୍କ ସହ ଆଉ ପାଦେ ଆଗକୁ ବଢ଼ିବେ। ଜୁନ ୮ରେ ଏହି ଯୋଡ଼ି ଗୋଆରେ ନିର୍ବନ୍ଧ କରିବାକୁ ଯାଉଛନ୍ତି। ଏଥିପାଇଁ ସରିଛି...
ଆଜିର ଦିନକୁ ମନେ ପକାଇଲେ ସୁସ୍ମିତା
ମୁମ୍ବାଇ: ୧୯୯୪ ମେ’ ୨୧ରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧି ସୁସ୍ମିତା ସେନ୍ ସାରା ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଥିଲେ। ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସୁସ୍ମିତା ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ପ୍ରଥମ ଭାରତୀୟ ହୋଇଥିଲେ। ୭୭ଟି...
ସଲମାନ ତୁମ ଭାଇ ହୋଇଥିବେ, ମୋର କିନ୍ତୁ ‘ଜାନ୍’: ନିଖତ୍
ନୂଆଦିଲ୍ଲୀ,୨୧।୫: ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ବକ୍ସର ନିଖତ୍ ଜରିନ ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ବଡ଼ ପ୍ରଶଂସକ। ନିଜର ବିଜୟ ପରେ ସେ ତାଙ୍କର ଦୁଇଟି ସ୍ବପ୍ନ ଥିବା କଥା ପ୍ରକାଶ...
‘ଆମକୁ ବଳାତ୍କାର ବନ୍ଦ କର’; କାନ୍ସ ରେଡ୍ କାର୍ପେଟରେ ଟପ୍ଲେସ୍ ହୋଇ ପ୍ରତିବାଦ କଲେ ମହିଳା
କାନ୍ସ,୨୧।୫: କାନ୍ସ ଫିଲ୍ମ ଫେଷ୍ଟିଭାଲ ରେଡ୍ କାର୍ପେଟରେ ଜଣେ ଅଚିହ୍ନା ଯୁବତୀ ଟପ୍ଲେସ୍ ଅବସ୍ଥାରେ ବଳାତ୍କାର ବନ୍ଦ କର ନାରା ଦେଇ ଚର୍ଚ୍ଚାରେ। ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ରୁଷିୟ ସୈନ୍ୟଙ୍କ ଦ୍ୱାରା ଯୌନ ନିର୍ଯାତନା ସହ ବଳାତ୍କାର ଶିକାର ହେଉଥିବାକୁ...
ପ୍ରିୟଙ୍କାଙ୍କୁ ଏମିତି ଉପହାର ଦେଲେ ସ୍ବାମୀ, ପ୍ରଶଂସା କରି କହିଲେ…
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ସେ ସର୍ବଦା ସୋସିଆଲ ମିଡିଆରେ କିଛିନା କିଛି ପୋଷ୍ଟ ଶେୟାର କରନ୍ତି। ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ ‘ସାଇଟଡେଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ନିକଟରେ ପ୍ରିୟଙ୍କା...
କଥା ପକ୍କା ହୋଇଗଲା, ଖାଲି ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି
ମୁମ୍ବାଇ: ଖୁବ୍ଶୀଘ୍ର ବିବାହ କରିପାରନ୍ତି ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଅଲି ଗୋନୀ ଏବଂ ଜସ୍ମିନ ଭସିନ। ଏକାଠି ଅନେକ ରିଆଲିଟି ଶୋ’ରେ ନଜର ଆସିଥିବା ଏହି ଯୋଡ଼ି ଏବେ ସମ୍ପର୍କକୁ ଆଉ ପାଦେ ନେବାକୁ ଚାହାନ୍ତି। ସେଥିପାଇଁ ଉଭୟ...
ପାନ ମସଲା ବିଜ୍ଞାପନ, ଅମିତାଭ-ରଣବୀର-ଅଜୟ-ଶାହାରୁଖଙ୍କ ବିରୋଧରେ ମାମଲା…
ମୁମ୍ବାଇ, ୨୧।୫ : ବଲିଉଡର ପ୍ରସିଦ୍ଧ ଅଭିନେତା ବିଗ ବି ଅମିତାଭ ବଚ୍ଚନ, ଅଜୟ ଦେବଗନ, କିଙ୍ଗ ଖାନ ଶାହାରୁଖ ଏବଂ ରଣଭୀର ସିଂଙ୍କ ବିରୋଧରେ ଏକ ମାମଲା ପଞ୍ଜିକୃତ ହୋଇଛି। ପାନ ମସଲାର ବିଜ୍ଞାପନ ନେଇ ଏହି ଚାରି...
ଆଇପିଏଲ୍ ଫାଇନାଲରେ ରିଲିଜ ହେବ ‘ଲାଲ୍ ସିଂ ଚଡ୍ଢ଼ା’ର ଟ୍ରେଲର୍
ବମ୍ବେ: ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର ଖାନ ସବୁବେଳେ କିଛି ନା କିଛି ନୂଆ କରିଥାନ୍ତି। ଭିନ୍ନ ଚରିତ୍ରରେ ଅଭିନୟଠାରୁ ଆରମ୍ଭ କରି ଫିଲ୍ମର କାହାଣୀ, ପ୍ରଚାର ଏବଂ ମାର୍କେଟିଂ ପ୍ରତି ସେ ଗୁରୁତ୍ୱ ଦେଇଥାନ୍ତି। ଏବେ ସେଭଳି କିଛି...
‘ମହାପ୍ରଭୁଙ୍କ ଡୋରି ଲାଗିଲେ ନିଶ୍ଚୟ ଗାଇବି ଗୀତ’
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଓଲିଉଡ୍ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ସଙ୍ଗୀତକାର ଜାପାନୀ ଥାନାରେ ଅଭିଯୋଗ ପରେ ହ୍ୟୁମାନ ମୁହଁ ଖୋଲିଛନ୍ତି। ହ୍ୟୁମାନଙ୍କ ନାଁରେ ଥିବା ଏକ ଫେସ୍ବୁକ୍ ପେଜ୍ରେ ହ୍ୟୁମାନ ଏକ ଭିଡିଓ ଶେୟାର କରିଛନ୍ତି। ହ୍ୟୁମାନ କହିଛନ୍ତି, ‘ଯେଉଁମାନେ...
ଜାଣନ୍ତୁ ହଲିଉଡରେ ଡେବ୍ୟୁ କରିବା ନେଇ କ’ଣ କହିଲେ ଅଭିନେତ୍ରୀ
ନୂଆଦିଲ୍ଲୀ୨୧।୫: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କୁ କିଏ ବା ନ ଜାଣେ। ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। କୁହାଯାଉଛି କି, କଙ୍ଗନା ରଣାୱତ ହଲିଉଡରେ ନିଜର ଦମ ଦେଖେଇବାକୁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ଫିଲ୍ମ ‘ଧାକଡ’ର...
ଗୌତମଙ୍କ ହାତ ଧରିଲେ ଗାୟିକା
ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ଶୁକ୍ରବାର ସେ ବିବାହ କରିଛନ୍ତି। ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମାପ୍ତ ହୋଇଛି। ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯାହା ଏବେ...