ଜାଇକା ପ୍ରକଳ୍ପ ବନ୍ଦ ଆଶଙ୍କା: ଜାପାନ ଋଣ ଅର୍ଥରେ ୨୦ ବର୍ଷ ହେଲା ଚାଲିଛି ଜଙ୍ଗଲର ବିକାଶ
ଭଞ୍ଜନଗର,୧୭ା୧୦(ବାବୁଲା ପ୍ରଧାନ): ଜଙ୍ଗଲର ସୁରକ୍ଷା, ଅବକ୍ଷୟପ୍ରାପ୍ତ ବନାଞ୍ଚଳର ପୁନରୁଦ୍ଧାର, ଭିତ୍ତିଭୂମିର ବିକାଶ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ ଓଡ଼ିଶାରେ ଦୀର୍ଘ ୨୦ ବର୍ଷ ଧରି ଜାପାନ ଅନ୍ତର୍ଜାତୀୟ ସହଯୋଗ ସଂସ୍ଥା (ଜାଇକା) ଦ୍ୱାରା…
ଭୁବନେଶ୍ୱର ବିମାନବନ୍ଦରରୁ ୧.୮୫ କୋଟି ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ, ୪ ଅଟକ
ଭୁବନେଶ୍ୱର୧୭।୧୦: ଭୁବନେଶ୍ୱର ବିମାନବନ୍ଦରରୁ ୫ କିଲୋଗ୍ରାମରୁ ଊର୍ଦ୍ଧ୍ୱ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି କଷ୍ଟମ୍ସ ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୮୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ…
ପୂଜା ପୂର୍ବରୁ ଶିକ୍ଷକଙ୍କୁ ମିଳିଲାନି ଦରମା, ବ୍ଲକ୍ ଶିକ୍ଷାଧିକାରୀ କହିଲେ ଆକାଉଣ୍ଟାଣ୍ଟ୍ଙ୍କ…
କଟକ ସଦର,୧୭ା୧୦(ସୁଶାନ୍ତ କୁମାର ଜେନା): ଦଶହରା ପାଇଁ ଶନିବାରଠାରୁ ସମସ୍ତ ଓଡ଼ିଶା ସରକାରଙ୍କ କାର୍ଯ୍ୟାଳୟ ଛୁଟି ହୋଇଯାଇଛି। ଛୁଟି ପୂର୍ବରୁ ରାଜ୍ୟ ଅର୍ଥ ବିଭାଗର ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀଙ୍କୁ ସେପ୍ଟେମ୍ବର ମାସର ଦରମା ସହ ପୂଜା ଅଗ୍ରୀମ ପ୍ରଦାନ କରାଯାଇଛି।…
ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିରୁ ୭.୨୮, ଫ୍ଲାଟ୍ରୁ ୧୪.୬୦ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର,୧୭।୧୦: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ। ତାଙ୍କ ଗାଡ଼ିରୁ ନଗଦ ୭ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଥିବା ବେଳେ ଭୁବନେଶ୍ୱରର ଘାଟିକିଆସ୍ଥିତ ତାଙ୍କ ଫ୍ଲାଟ୍ରୁ ଆଉ ୧୪ ଲକ୍ଷ ୬୦…
ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର, ଆଜି ମିଳିଲା କ୍ଷତାକ୍ତ ମୃତଦେହ, ଡାହାଣ ହାତକୁ ସମ୍ପୂର୍ଣ୍ଣ ଗିଳି…
କଳିଙ୍ଗନଗର,୧୭ା୧୦(ଶୁଭାଶିଷ ରାଉତ): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ। ଶୁକ୍ରବାର ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ତେବେ ଆଜି କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଡାହାଣ ହାତଟି ସମ୍ପୂର୍ଣ୍ଣ ରୂପେ ଖାଇଦେଇଛି ନରହନ୍ତା କୁମ୍ଭୀର। ଘଟଣାସ୍ଥଳରୁ ଦେଢ଼ କିଲୋମିଟର…
ABVPର ବିଜୟ ପରେ ଶାହା କହିଲେ ବଡ଼ କଥା, ଓଡ଼ିଶାର ରାଜନୈତିକ ମହଲରେ ହଇଚଇ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର କର୍ମୀମାନଙ୍କୁ ସେମାନଙ୍କର ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର (ଅକ୍ଟୋବର ୧୭) ସେ କହିଛନ୍ତି ଯେ, ସଂଗଠନର ଏହି…
୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,୧୭।୧୦: ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ସମୀକ୍ଷା ପାଇଁ ଲୋକସେବା ଭବନରେ…
୨୫ ବେଳକୁ ଲଘୁଚାପ, ପ୍ରବଳ ବର୍ଷିବ: ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର, ୧୭ା୧୦(ବନ୍ଦନା ସେଠୀ):ଦକ୍ଷିଣ ତାମିଲନାଡ଼ୁ ଉପକୂଳ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍ ଲାଇନ୍ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଫଳରେ ଆସନ୍ତା ୨୫ ତାରିଖ…
ଛାତ୍ର ସଂସଦ ନିର୍ବାଚନ: ଶ୍ରେୟ ପାଇଁ ଭିଡ଼ାଓଟରା, ଜାଣନ୍ତୁ କିଏ ଜିତିଲେ କେତେ ଆସନ
ଭୁବନେଶ୍ୱର,୧୭ା୧୦ (ରବିନାରାୟଣ ଜେନା):ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏହି ନିର୍ବାଚନ ବେଳେ ଅନେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ନିର୍ବାଚନ ବାତିଲ କରାଯିବା ସହ ‘ସାଇନ୍ ଏ ଡାଏ’ ଘୋଷଣା କରାଯାଇଛି। ମାତ୍ର…
ଭାଜପାକୁ ନେଇ ଏମିତି କହିଦେଲେ ଇପ୍ସିତା: ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୧୭ା୧୦(ସୁନିତ୍ ମିଶ୍ର):ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟବ୍ୟାପୀ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)କୁ ବିପୁଳ ସମର୍ଥନ ମିଳିଛି ବୋଲି ବିସିଜେଡି ସଭାପତି ଈପ୍ସିତା ସାହୁ କହିଛନ୍ତି। ଶଙ୍ଖ ଭବନଠାରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନରେ ଛାତ୍ରୀଛାତ୍ରମାନେ…
ଛାତ୍ର ସଂସଦ ନିର୍ବାଚନ ଭଳି ପଞ୍ଚାୟତ, ପୌର ଭୋଟରେ କ୍ଲିନ୍ସୁଇପ୍ କରିବୁ: ଭାଜପା
ଭୁବନେଶ୍ୱର, ୧୭।୧୦(ସୁନିତ୍ ମିଶ୍ର): ଗତ ବିଜେଡି ସରକାର ଅମଳରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା। ପୂର୍ବ ସରକାର ଛାତ୍ର ସମାଜ ଭିତରୁ ନେତୃତ୍ୱ ବିକାଶର ବାଟକୁ ବନ୍ଦକରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁଣ୍ଣ କରିଥିଲେ। ଏନେଇ…
ହିଞ୍ଜିଳିକାଟୁ ମହାବିଦ୍ୟାଳୟ: ଏସପି୍ଙ୍କ ଉପସ୍ଥିତିରେ ଶପଥ ନେଲେ ବିଜୟୀ ପ୍ରାର୍ଥୀ
ହିଞ୍ଜିଳିକାଟୁ,୧୬।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଓ ସଂଘର୍ଷ ପରେ ଶୁକ୍ରବାର ରାତିରେ କଡ଼ା ସୁରକ୍ଷା ମଧ୍ୟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗଞ୍ଜାମ ଏସ୍ପି ହରିଶ ବିସିଙ୍କ ଉପସ୍ଥିତିରେ ବିଜୟୀ ପ୍ରାର୍ଥୀମାନେ…

