ଯୋଗର ବିଶ୍ୱ ଭାଷା
କେତେକ ଭାବନ୍ତି ଯୋଗ କେବଳ ଏକ ପ୍ରକ୍ରିୟା, ଯାହା ସେମାନଙ୍କୁ ଶିଖିବାକୁ ପଡ଼ିବ। କିନ୍ତୁ ଜନ୍ମ ହେଉଥିବା ପ୍ରତ୍ୟେକ ନବଜାତକ ନିର୍ଦ୍ଧାରିତ ଭାବେ ଜଣେ ଜଣେ ଯୋଗୀ। ଲକ୍ଷ୍ୟ କଲେ ଅନୁଭବ କରିପାରିବେ, ଶିଶୁ ସ୍ବାଭାବିକ ଭାବେ ଶୋଇବା ବେଳେ...
ମନକୁ ସ୍ଥିର ରଖେ ଯୋଗ
ମନକୁ ସ୍ଥିର କରିବାର ଅର୍ଥ ଯୋଗ। ମନ ସ୍ଥିର ହେଲେ ସମସ୍ତ ଇନ୍ଦ୍ରିୟ ବଶୀଭୂତ ହୋଇଥାଏ। ତ୍ରିଦୋଷ (ବାତ, ପିତ୍ତ, କଫ), ତ୍ରିମାଳ (ମୂତ୍ର, ପୂରିଷ, ସ୍ବେଦ) ମଧ୍ୟ ସାମ୍ୟାବସ୍ଥାରେ ରହେ। ତେଣୁ ଏହି ଶରୀରରୂପୀ ଈଶ୍ୱରପ୍ରଦତ୍ତ ଯନ୍ତ୍ରକୁ ସୁସ୍ଥ...
‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’
ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଥିମ୍ ରହିଛି ‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’। ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍ ଭାବେ ହୁଏ। ତେବେ...
୨୪ ଜୁନରୁ ଏସବୁ ରାଶିର ଭାଗ୍ୟ ଖୋଲିବ, ଆକସ୍ମିକ ଧନଲାଭ ସାଙ୍ଗକୁ…
ଜ୍ୟୋତିଷଶାସ୍ତ୍ରରେ ଗୁରୁ ବୃହସ୍ପତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବେ ବିବେଚନା କରାଯାଏ। ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ଧାର୍ମିକ କାର୍ଯ୍ୟ, ଶିକ୍ଷା, ଦାନ-ପୂଣ୍ୟ, ବୁଦ୍ଧି ଆଦିର କାରକ ବୋଲି କୁହାଯାଏ। ଏବେ ଗୁରୁଙ୍କ ସ୍ଥିତି ପରିବର୍ତ୍ତନର ପ୍ରଭାବ ୧୨ ରାଶିରେ ଦେଖିବାକୁ ମିଳିପାରେ।...
ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ
”ଘରସଂସାର କରିବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ରହିବା ଦରକାର। ଉଭୟେ ପରସ୍ପରକୁ ସହଯୋଗ କରିବା ସହ ପ୍ରତିଟି କଥାକୁ ଦୁହେଁ ମିଶି ସୁଚାରୁ ରୂପେ ତୁଲାଇପାରିଲେ ବୈବାହିକ ଜୀବନ ଆନନ୍ଦମୟ ହୋଇଉଠିଥାଏ। ତେବେ ଏହାକୁ ସବୁବେଳେ ମଧୁର...
ସ୍ବପ୍ନରେ ଟଙ୍କା ବର୍ଷା ହେବା ଦେଖିଲେ ଶୁଭ ନା ଅଶୁଭ, ଜାଣନ୍ତୁ ଏହାର ଅର୍ଥ କ’ଣ?
ଆଜି ଆମ ସମସ୍ତଙ୍କ ଜୀବନରେ ଟଙ୍କା ଏକ ବଡ଼ ଅଂଶ, ସେଥିପାଇଁ ସ୍ବପ୍ନରେ ଟଙ୍କା ଦେଖିବା ଏକ ବଡ଼ କଥା ନୁହେଁ। ଅନେକ ସମୟରେ ଆମର ସ୍ବପ୍ନ ଆମକୁ ଏପରି ସଙ୍କେତ ଦେଇଥାଏ ଯାହା ଆମ ଜୀବନରେ ଏକ ବଡ଼...
ଏସବୁ ରୋଗଠୁ ଦୂରେଇ ରଖେ ଅଙ୍ଗୁର
ଆଜିକାଲିର ବ୍ୟସ୍ତ ଜୀବନ ମଧ୍ୟରେ ଆମେ ଆବଶ୍ୟକ ମୁତାବକ ଶୋଇବା ନିହାତି ଦରକାର। ଯଦି ଭଲ ଭାବରେ ନିଦ ନ ହେଲା ତେବେ ତାହା କେତେକ ସ୍ବାସ୍ଥ୍ୟ ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେଣୁ ସୁନିଦ୍ରା ବା ଭଲ ନିଦ...
ରକ୍ତ ସଞ୍ଚାଳନକୁ ସକ୍ରିୟ କରେ କଲରା
କଲରାର ସ୍ବାଦ ପିତା ହେଲେ ମଧ୍ୟ ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଜଣେ ଡାଇବେଟିସ୍ ରୋଗୀ ପାଇଁ ଏହା ଆହୁରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ସବୁଠାରୁ ଖାସ୍ କଥା ହେଲା, ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା...
ପ୍ରକୃତିର ଝାଡୁଦାର
ଏକ ରବିବାରର ମେଘୁଆ ସକାଳ। ମୁଁ ବାଲକୋନୀରେ ବସି ଖବରକାଗଜ ପଢ଼ିବା ସହିତ ଗରମ ଚା ଢୋକର ମଜା ନେଉଥିଲି ଓ ମୋ ପୁଅ ଓମ୍ ସେଠାରେ ମୋ ପାଖରେ ବସିଥିଲା। ଏହି ସମୟରେ ଏକ କଳା ବଡ଼ ପୋକ,...
ଆଜିଠାରୁ ଏସବୁ ରାଶିର ଭଲ ଦିନ ଆରମ୍ଭ: ଚାକିରିରେ ପଦୋନ୍ନତି, ରହିବ ନାହିଁ ଟଙ୍କାପଇସାର ଅଭାବ…
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସୂର୍ଯ୍ୟଙ୍କୁ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିରେ ପ୍ରବେଶ କରିବାକୁ ପ୍ରାୟ ୧ ମାସ ସମୟ ଲାଗେ। ୧୫ ଜୁନ ୨୦୨୫ ରେ ସୂର୍ଯ୍ୟ ଦେବ ତାଙ୍କ ବନ୍ଧୁ...
ପିଲା ଭୁଲ୍ କରୁଥିଲେ, କେମିତି ସମ୍ଭାଳିବେ: ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ
ଅଭିଭାବକଙ୍କ ବ୍ୟବହାର ପିଲାଙ୍କ ବ୍ୟକ୍ତିତ୍ୱକୁ ଆକାର ଦେଇଥାଏ। ତେଣୁ ପିଲାଙ୍କର କୌଣସି ଭୁଲ୍ରେ ହଠାତ୍ ରାଗିଯାଇ ଗାଳିଦେବା କିମ୍ବା ମାଡ଼ ମାରିବା ପରିବର୍ତ୍ତେ ପ୍ରଥମେ ତାଙ୍କୁ ସ୍ନେହରେ ଭଲ ଭାବେ ବୁଝାଇଲେ ସେମାନେ ସହଜରେ ନିଜ ଭୁଲ୍ ବୁଝିପାରନ୍ତି। ଏହା...
ରାତିରେ ଖାଆନ୍ତୁନି ଏହି ଖାଦ୍ୟ: ନଚେତ୍ ହୋଇପାରେ ବଡ଼ ସମସ୍ୟା
ଫଳ: ଫଳରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା’ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା ହେବାର ବି ଆଶଙ୍କା ଥାଏ। ତେଲ ମସଲାଯୁକ୍ତ ଖାଦ୍ୟ: ରାତ୍ରଭୋଜନରେ ଏଭଳି ଖାଦ୍ୟ...
Archives
