ନବରଙ୍ଗପୁର

ରାସ୍ତା କଡ଼ ଧାନ ମିଲ୍‌ ଯୋଗୁ ବଢ଼ୁଛି ପ୍ରଦୂଷଣ

ତେନ୍ତୁଳିଖୁଣ୍ଟ,୮ା୬( ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳର ରାସ୍ତା କଡରେ ବଡ଼ ବଡ଼ ଧାନ ମିଲ ଓ ବ୍ଲକ ମାର୍କେଟ ସ୍ଥାନରେ ପଲିଥିନର ବହୁଳ ବ୍ୟବହାର ଯୋଗୁ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ...

ଡ୍ୟାମ୍‌ ଅଞ୍ଚଳରେ ଚାଲିଛି ବେଧଡ଼କ କାଠ, ପଥର ଚାଲାଣ

ତେନ୍ତୁଳିଖୁଣ୍ଟି, ୪।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପର ପୋଡ଼ାଗଡ଼ ଡ୍ୟାମ୍‌ ଅଞ୍ଚଳରେ ବେଧଡ଼କ କାଠ, ପଥର ଚାଲଣ ହେବା ସହ ପାହାଡ଼ କାଟି ସମତଳକରି ମୃତ୍ତିକା କ୍ଷୟ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ମାଫିଆ। କିନ୍ତୁ ଉଭୟ...

ସିଉନି ପଥର କ୍ବାରିରେ ମାପଚୁପ ଆରମ୍ଭ

ନବରଙ୍ଗପୁର,୩।୬(ବି.ପ୍ର.): ଭାରତମାଳା ସଡ଼କ ପାଇଁ ସିଉନି କ୍ବାରିରୁ ଠିକାସଂସ୍ଥା ପଥର ଖନନ କରୁଛି । ସରକାରୀ ଖଣି ନିୟମ ଉଲ୍ଲଂଘନକରି ସଂସ୍ଥା ଅନୁମତିଠାରୁ ଅଧିକ ମାତ୍ରାରେ ପଥର ଫଟାଇ ଉଠାଇ ଚାଲିଛିି। ୩ ମିଟର ମଧ୍ୟରେ ଖନନ କରିବା ପରିବର୍ତ୍ତେ...

କାର୍‌ ଓ ବାଇକ୍‌ ଧକ୍କାରେ ଦମ୍ପତିଙ୍କ ମତ୍ୟୁ

ପାପଡାହାଣ୍ଡି,୨।୬(ଡି.ଏନ.ଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଶୁକ୍ରବାର ଏକ କାର୍‌ ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ମୃତ ଦେହ ପାପଡାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିି...

ବର୍ଗୀକରଣ ଓ ପଦୋନ୍ନତି ପାଇଁ ସ୍ପଷ୍ଟୀକରଣ ମିଳୁନି

ନବରଙ୍ଗପୁର,୧।୬(ବି.ପ୍ର.): ପଦୋନ୍ନତି ଓ ସ୍ବଳ୍ପ ଦରମା ଶିକ୍ଷକଙ୍କ ଅସନ୍ତୋଷର କାରଣ ଥିଲା। ଭିନ୍ନ ଭିନ୍ନ ଶିକ୍ଷକ ସଙ୍ଗଠନର ବିଭିନ୍ନ ପ୍ରକାର ସ୍ବାର୍ଥ ସମ୍ବଳିତ ଦାବି ଏଥିରେ ପ୍ରତିବନ୍ଧକ ରୂପେ ଠିଆ ହେଉଥିଲା। ସି.ଟି., ବିଏଡ୍‌ ହିସାବ ନ ଛିଡ଼ି ଏକ...

ନଦୀପଠାରୁ ମିଳିଲା ଯୁବତୀଙ୍କ ମୃତଦେହ

ରାଇଘର,୩୧।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ ଦେବଗାଁ ପଞ୍ଚାୟତର କୁରବେଲା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ନଦୀକୁ ଗାଧେଇବାକୁ ଯାଇଥିବା କେତେଜଣ ବ୍ୟକ୍ତି ମୃତଦେହ ଦେଖି ରାଇଘର ପୋଲିସକୁ ଖବର ଦେଇଥିଲେ। ଘଟଣା...

୧୫ ପରିବାର ଗାଁରୁ ବାସନ୍ଦ

କୋଷାଗୁମୁଡ଼ା/ନବରଙ୍ଗପୁର, ୩୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ଖୁଡୁଖୁଡ଼ି ଖେଳ ପାଇଁ ଗାଁରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। କୌଣସି ଶୁଭ ଅଶୁଭ କାମରେ ଯିବାକୁ ପରିବାର ସଦସ୍ୟଙ୍କୁ ବାରଣ। କୁନି କୁନି ପିଲାମାନଙ୍କୁ ମଧ୍ୟ ଅଙ୍ଗନଓ୍ବାଡି ଯିବାରେ କଟକଣା। ବାସନ୍ଦ ଆଦେଶକୁ ଖିଲାପକଲେ ମୁଣ୍ଡ...

ପ୍ରକଳ୍ପ ଅଛି, କାର୍ଯ୍ୟରେ ଲାଗୁନି

ନବରଙ୍ଗପୁର,୨୯।୫(ବି.ପ୍ର.): ସରକାରଙ୍କ ମୁଖ୍ୟ ମୌଳିକ ସୁବିଧା ସୁଯୋଗ ବ୍ୟବସ୍ଥା ଭିତରେ ପାନୀୟ ଜଳ ଯୋଗାଣ ରହିଛି। ତେବେ ନବରଙ୍ଗପୁର ଜିଲା ସଦର ମହକୁମ୍ମାରୁ ମାତ୍ର ୮ କିମି ଦୂରରେ ଥିବା ସାନ ମସିଗାଁ ପଞ୍ଚାୟତ ସଦରରେ ପାଇପ ଯୋଗେ ପାନୀୟ...

ଓକିଲାତି ଛାଡି ତୁଳସୀ ଏବେ ସିକ୍ୟୁରିଟି ଗାର୍ଡ

ନବରଙ୍ଗପୁର,୨୭।୫(ବି.ପ୍ର.): ଗୋଟିଏ ପଟେ ଅଭାବ ଅନଟନ। ତା’ ଉପରେ ଆସିଗଲା କରୋନା। ବାଧ୍ୟହୋଇ ଶେଷରେ ଓକିଲାତି ଛାଡ଼ି ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡଭାବେ କାମ କରୁଛନ୍ତି ନବରଙ୍ଗପୁର ଜିଲା ତୋଟାସାହିର ତୁଳସୀ ଦେବୀ(୩୯)। ୨୦୧୭ରେ ତୁଳସୀ ଓକିଲାତି ପାଇଁ...

ନିରାଶ ହେଲେ ତେନ୍ତୁଳିଖୁଣ୍ଟିବାସୀ

ତେନ୍ତୁଳିଖୁଣ୍ଟ,୨୭ା୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ୟତୀତ ଅନ୍ୟ ୭ ବ୍ଲକରେ ଯୁକ୍ତ ୩ ମହାବିଦ୍ୟାଳୟ (ସରକାରୀ, ଅନୁଦାନପ୍ରାପ୍ତ ନ ହେଲେ ଘରୋଇ) ରହିଛି। ପାପଡ଼ାହାଣ୍ଡି ଓ କୋଷାଗୁମୁଡ଼ା ବ୍ଲକରେ ଯୁକ୍ତ ୩ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁଜ...

୪୦ଫୁଟ୍‌ ତଳକୁ ଖସିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ୫ ଶ୍ରମିକ

ଉମରକୋଟ, ୨୫।୫(ସ୍ବ.ପ୍ର.) ଉମରକୋଟ ବ୍ଲକ ଭାସ୍କେଲ ଡ୍ୟାମ୍‌ ନିକଟରେ ଏକ ନଳକୂପ ଟ୍ରକ୍‌ ଓଲଟିବା ଫଳରେ ଟ୍ରକ୍‌ ଡ୍ରାଇଭର ଖାଣ୍ଡା ଗ୍ରାମର ଦୀନାକର ନେତାମ ଗୁରୁତର ଅଛନ୍ତି। ଟ୍ରକ୍‌ରେ କାମ କରୁଥିବା ପ୍ରାୟ ୫ ଜଣ ଶ୍ରମିକ ଟ୍ରକ୍‌ରୁ ଡେଇଁ...

ଆବାସ ଘର ଅପେକ୍ଷାରେ ୩ ଶହ ପରିବାର

ନବରଙ୍ଗପୁର,୨୫ା୫(ବି.ପ୍ର.): ନବରଙ୍ଗପୁର ସହରର ବିଭିନ୍ନ ପୋଖରୀ ହୁଡ଼ାରେ ଲୋକେ ଭୂମିହୀନ ଭାବେ ଝୁମ୍ପୁଡି କରି ରହିଛନ୍ତି। ଏହା ସମେତ ଅନେକ ଗରିବ ପରିବାର ଚାଳଚପର ଓ କଚ୍ଚାଘରେ ରହୁଛନ୍ତି। ଅନେକ ଥିଲାବାଲା ଆବାସ ଘର ହାତେଇ ନେଇଗଲେ। ପ୍ରକୃତ ଯୋଗ୍ୟ...

Advertisement
Archives

Model This Week

Why Dharitri