ବରଗଡ଼

କାର୍ ଭିତରେ ଯନ୍ତ୍ରୀଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ବରଗଡ ସହର ଉପକଣ୍ଠ ହଳଦୀପାଲି ଛକରେ ଏକ ହୁଣ୍ଡାଇ କ୍ରେଟା ଗାଡି ଭିତରେ ଶୁକ୍ରବାର ସକାଳୁ ଜଣେ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ମୃତ ଯନ୍ତ୍ରୀ ହେଲେ, ଚଦ୍ର ଶେଖର ଝାଡ଼ିଆ ।...

ମହାନଦୀ ଶାଖା ନଦୀର ପ୍ରଦୂଷଣ ସ୍ତର ଗମ୍ଭୀର, ଗାଧୋଇବା ପାଇଁ ନୁହେଁ ଉପଯୁକ୍ତ

ଭୁବନେଶ୍ୱର,୧୬।୫: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି), ଓଡ଼ିଶା, ମହାନଦୀ ନଦୀର ଏକ ଶାଖା ଜୀରା ନଦୀରେ ବିପଦଜନକ ସ୍ତରରେ ପ୍ରଦୂଷଣ ହେଉଥିବା ନେଇ ଚେତାବନୀ ଜାରି କରିଛି। ଏସପିସିବି ଜାତୀୟ ହରିତ ଅଧିକରଣ (ଏନଜିଟି)କୁ ଦାଖଲ କରିଥିବା ଏକ...

ବେଆଇନ ମଦ କାରବାର: ଚଢାଉ ବେଳେ ଅବକାରୀ ଟିମ ଉପରେ ଆକ୍ରମଣ, ଭାଙ୍ଗିଲା ଗାଡ଼ି

ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ଗୁରୁବାର ସାରେ ବେଆଇନ ମଦ କାରବାର ନେଇ ଚଢାଉ ସମୟରେ ଅବକାରୀ ବିଭାଗର ଏକ ଟିମ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜଣେ ଅବକାରୀ କନଷ୍ଟେବଳ ରାଜେଶ...

ସାଙ୍ଗ ହୋଇ ଖେଳୁ ଥିଲେ: ହେଲା ବଜ୍ରପାତ

ପାଇକମାଳ,୧୫।୫(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକ ପୁରେନା ଗ୍ରାମରେ ଗୁରୁବାର ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତ ଧରୁଆ (୮)। ଗୁରୁବାର ଅପରାହ୍ନ ୩ଟାରେ ପୁରେନା ଗ୍ରାମର ରଞ୍ଜିତଙ୍କ ସମେତ ଓ ସନୋ...

ବାପାଙ୍କ ଦଶାହ କାର୍ଡ ବାଣ୍ଟିବାକୁ ଯାଇଥିଲେ: ଘରକୁ ଫେରିବା ବେଳେ ଧକ୍କା ଦେଲା କାର୍‌, ଆଉ ତା’ପରେ…

ବରପାଲି,୧୫।୫(ଚିତ୍ତରଞ୍ଜନ ସାହୁ): ବାପାଙ୍କ ଦଶାହ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିବା ବେଳେ ବରପାଲି ନିକଟ ମହଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ କାର୍‌ ବାଇକ୍‌କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାନୁ...

ପଦ୍ମପୁରର ୬ ସ୍କୁଲର ବାହାରିନାହିଁ CBSE ପରୀକ୍ଷାଫଳ, ଅଭିଭାବକ ମହଲରେ ଉଦ୍‌ବେଗ

ପଦ୍ମପୁର,୧୪।୫(ପ୍ରଦୀପ୍ତ ଦାଶ): ସମଗ୍ର ଦେଶରେ କେନ୍ଦ୍ରୀୟ ବୋର୍ଡ ୨୦୨୫ ଶିକ୍ଷା ବର୍ଷ ଦ୍ୱାଦଶ ଓ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଥିଲା। ହେଲେ ଏଥିରେ ପଦ୍ମପୁର ଉପଖଣ୍ଡର ପ୍ରମୁଖ ୬ଟି ବିଦ୍ୟାଳୟର ଫଳାଫଳ ପ୍ରକାଶ ପାଇ ନ ଥିବାରୁ ଅଭିଭାବକ...

ବନଜାତ ଦ୍ରବ୍ୟର ବିକ୍ରି ପାଇଁ ବ୍ୟବସ୍ଥା ନାହିଁ: ବେପାରୀ ନିର୍ଦ୍ଧାରଣ କରୁଛନ୍ତି ମୂଲ୍ୟ

ପଦ୍ମପୁର,୧୪ା୫(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅବହେଳିତ ଆଦିବାସୀ ଅଞ୍ଚଳ। କୃଷି ପାଇଁ ସ୍ଥାୟୀ ଜଳସେଚନ କିମ୍ବା କୌଣସି କଳକାରଖାନା ନ ଥିବା ବେଳେ ଏହି ଅଞ୍ଚଳର ଲୋକେ ଖଟିଖିଆ ଓ ଶ୍ରମିକ। କୃଷି ଓ ଜଙ୍ଗଲଜାତ ସାମଗ୍ରୀ...

ଆଜିଠୁ ଧାନକିଣା, ଚାଷୀଙ୍କୁ ଟୋକନ୍‌ ଅଡୁଆ

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବୁଧବାରରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଧାନ ସଂଗ୍ରହ ପାଇଁ ଏଥର ଜିଲାର ବରଗଡ଼, ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନରେ ୧୮୮ ମଣ୍ଡି ଖୋଲିବ। ମଣ୍ଡି ଗୁଡ଼ିକ ସପ୍ତାହକ ୬ଦିନ...

CBSE Result: କ୍ରିଷ୍ଣା ବିକାଶ ଗ୍ରୁପ୍‌ ଛାତ୍ରଛାତ୍ରୀଙ୍କ ସଫଳତା, ଖୁସିରେ ସେଲଫି ନେଲେ ଚେୟାରମ୍ୟାନ୍‌

ବରଗଡ଼,୧୩।(ପ୍ରେମାନନ୍ଦ ଖମାରୀ)- ଚଳିତ ବର୍ଷ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୩ ଜଣ-  ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨୬ ଜଣ ଛାତ୍ରୀଛାତ୍ର ୯୫% ଏବଂ ଦଶମରେ ୧୦୧ଜଣ, ଦ୍ୱାଦଶରେ ୮୪ ଜଣ...

CBSE Result:ସଂସ୍କାର ସ୍କୁଲର ରେକର୍ଡ଼ ସଫଳତା, କମର୍ସରେ ରିୟା ଅଗ୍ରୱାଲ ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ)- ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ସଂସ୍କାର ଇଣ୍ଟର ନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ର ପୂର୍ବବର୍ଷର ରେକର୍ଡ଼କୁ ଭଙ୍ଗ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉକ୍ତ ସ୍କୁଲର ଦ୍ୱାଦଶ ଶ୍ରେଣୀ...

ସୋସିଆଲ ମିଡ଼ିଆରେ ଅପତ୍ତିଜନକ ମନ୍ତବ୍ୟ: ଥାନାରେ ପହଞ୍ଚିଲା ଏତଲା

ଅତାବିରା,୧୨।୫(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ବ୍ଳକ ସଭାପତି ବୀରେନ୍ଦ୍ର କରଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଅତାବିରା ଥାନାରେ ଏକ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ...

ଜାତୀୟ ରାଜପଥରେ ମରଣାନ୍ତକ ଆକ୍ରମଣ କରି ଲୁଟ୍‌: ୨ ଗୁରୁତର

ଅତାବିରା, ୧୩।୫(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅଞ୍ଚଳରେ କିଛି ଦିନ ହେଲା ଅପରାଧ ବଢ଼ିବାରେ ଲାଗିଛି l ୨ ଦିନ ହେବ ସ୍ଥାନୀୟ ଥାନା ଅନ୍ତର୍ଗତ ସରଣ୍ଡା ମହାପାତ୍ର ପଡ଼ା ଗ୍ରାମବାସୀ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri