ଯାଜପୁର

ଡିହନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ: ୩୨ ବର୍ଷ ପରେ ବି ବଦଳିଲାନି ଭାଗ୍ୟ

କାଏମା, ୫ା୧୧(ଶିବ ପ୍ରସାଦ ମହାନ୍ତି): ସରକାର ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ ପିଟୁଥିବାବେଳେ ଆଜି ବି ଅନେକ ସରକାରୀ ବିଦ୍ୟାଳୟରେ ବାସ୍ତବ ଚିତ୍ର ଭିନ୍ନ କାହାଣୀ ବଖାଣୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ…

୬୦ ଫୁଟ ଦବିଗଲା ନଦୀବନ୍ଧ

ଯାଜପୁର,୨୮।୧୦: ଯାଜପୁର ଜିଲାରେ ବୈତରଣୀ ନଦୀବନ୍ଧ ୬୦ ଫୁଟ ଦବିଯାଇଥିବା ଖବର ସାମ୍ନାକୁ ଆସିଛି। ଦଶରଥପୁର ବ୍ଲକ୍‌ର ନାରଣପୁର ନିକଟରେ ନଦୀବନ୍ଧ ଦବିଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ନଦୀବନ୍ଧ ଦବିଯିବାର ପ୍ରକୃତ…

ଗ୍ରାମ୍ୟ ନିର୍ମାଣ ବିଭାଗ କେନ୍ଦ୍ରାପଡ଼ା-ଯାଜପୁର ସର୍କଲ: ପିସି କାରବାରରୁ ବଢ଼ୁଛି ଦୁର୍ନୀତି, ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୬ା୧୦(ହର୍ଷବର୍ଦ୍ଧନ ବେହେରା): ପ୍ରଶାସନରେ ସ୍ବଚ୍ଛତା ଏବଂ ପରସେଣ୍ଟ (ପିସି) କାରବାରର ମୂଳୋପତ୍ାଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ପିସି ଦୁର୍ନୀତି ବଢ଼ିବାରେ ଲାଗିଛି। ଫଳରେ ଠିକାଦାରମାନେ ନାହିଁ…

ମନ୍ଦିରରେ ଦ୍ୱିତୀୟ ବିବାହ ଉଦ୍ୟମ, ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ

କଳିଙ୍ଗନଗର, ୨୩।୧୦ (ଶୁଭାଶିଷ ରାଉତ): ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ୱାମୀଙ୍କୁ ଅଟକାଇଲେ ପ୍ରଥମ ସ୍ତ୍ରୀ। ଏଭଳି ଏକ ଅପ୍ରୀତିକର ଘଟଣା ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ତ୍ରିନାଥ ମନ୍ଦିରରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ଭୁବନେଶ୍ୱରର…

ଭୋଟର ପରିଚୟପତ୍ର-ଆଧାର କାର୍ଡରେ ବୟସ ଦ୍ୱନ୍ଦ୍ୱ, ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ

ରସୁଲପୁର, ୨୨ା୧୦(ରଞ୍ଜିତ ରାଉତ): ଭୋଟର ପରିଚୟପତ୍ର ଓ ଆଧାର କାର୍ଡରେ ଉଲ୍ଲେଖ ଥିବା ବୟସକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବାରୁ ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳର ଶତାଧିକ ହିତାଧିକାରୀ ସାମାଜିକ ନିରାପତ୍ତା ଓ ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ନେଇ ଅଭିଯୋଗ…

ଦୁର୍ଗାପୂଜା ଭସାଣି ଦେଖିବାକୁ ଯିବାବେଳେ ବୁଡ଼ିଗଲା ଡଙ୍ଗା, ୪ ଜଣଙ୍କ ମଧ୍ୟରୁ ଜଣେ ମୃତ, ଆଉ ୩…

କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା ସଦର ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ଡଙ୍ଗା ବୁଡ଼ି ଜଣେ ବାଳକ ସମେତ ୪ ନିଖୋଜ ହୋଇଛନ୍ତି। ନିଖୋଜ ହୋଇଥିବା ବ୍ୟକ୍ତିମାନେ ହେଲେ ଡଅଁରକୂଳ ଗ୍ରାମର ମଣିଆ ଦଳେଇ, ମା’ ହେମଲତା ଦଳେଇ…

ଅମାପ ସମ୍ପତ୍ତି ଠୁଳ କରିଛନ୍ତି ଯନ୍ତ୍ରୀ, ଏକାବେଳକେ ୭ ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ

କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି (ଡିସ୍‌ପ୍ରୋପୋର୍ସନେଟ ଆସେଟ୍ସ) ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲା ବଡ଼ଚଣା ଆର୍‌ ଆଣ୍ଡ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ…

ସାଇବର ଠକ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ: ଚାଇନାରେ ଥିବା ମାଷ୍ଟରମାଇଣ୍ଡଙ୍କ ଲିଙ୍କ ନେଇ ଖୋଳତାଡ଼

ଜେନାପୁର,୨୦।୧୦(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଆଣ୍ଟିଆ ଗ୍ରାମର ସାଇବର ଠକ ଦମ୍ପତି ବସନ୍ତ କୁମାର ଜେନା ଏବଂ ତାଙ୍କ ପତ୍ନୀ ଝରଣାଙ୍କୁ ଉଠାଇନେଇଛି ବାଲେଶ୍ୱର ପୋଲିସ। ଦୀର୍ଘ ବର୍ଷ ଧରି ସାଇବର ଠକେଇ…

ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର, ଆଜି ମିଳିଲା କ୍ଷତାକ୍ତ ମୃତଦେହ, ଡାହାଣ ହାତକୁ ସମ୍ପୂର୍ଣ୍ଣ ଗିଳି…

କଳିଙ୍ଗନଗର,୧୭ା୧୦(ଶୁଭାଶିଷ ରାଉତ): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ। ଶୁକ୍ରବାର ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ତେବେ ଆଜି କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଡାହାଣ ହାତଟି ସମ୍ପୂର୍ଣ୍ଣ ରୂପେ ଖାଇଦେଇଛି ନରହନ୍ତା କୁମ୍ଭୀର। ଘଟଣାସ୍ଥଳରୁ ଦେଢ଼ କିଲୋମିଟର…

ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦିଅ: ମୁଖ୍ୟମନ୍ତ୍ରୀ

ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା): ବିଭିନ୍ନ କ୍ଷେତ୍ରରେ ବୈଷୟିକ ଶିକ୍ଷା ଲାଭ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ପ୍ରାୟ ସମସ୍ତ ଜିଲାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଉଛି। ତେଣୁ ଓଡ଼ିଶାର ଶିକ୍ଷିତ ଯୁବତୀଯୁବକମାନେ ଦକ୍ଷତା ବିକାଶ ଶିକ୍ଷା ଲାଭ କରି ଶିଳ୍ପ କାରଖାନାଗୁଡ଼ିକରେ କିପରି ବହୁସଂଖ୍ୟାରେ…

ଯାଜପୁର ଏନ୍‌ସି କଲେଜ ପ୍ରାର୍ଥୀଙ୍କୁ ଅପହରଣ, ଟାଉନ୍‌ ଥାନାରେ ଏତଲା ଦେଲେ ବାପା

ଯାଜପୁର,୧୪।୧୦: କଲେଜ ନିର୍ବାଚନକୁ ନେଇ ସାରା ରାଜ୍ୟର ମାହୋଲ ସରଗରମ ରହିଛି। ଏମିତିରେ କିଛି ସ୍ଥାନରୁ ହିଂସା ଘଟୁଥିବା ଖବର ଆସୁଥିବା ବେଳେ ଏବେ ଯାଜପୁରର ଏନ୍‌ସି କଲେଜରୁ ବଡ଼ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କଲେଜର ଜଣେ ପ୍ରାର୍ଥୀଙ୍କୁ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ଗଞ୍ଜାମ ଓ ଯାଜପୁରର ୭ଟି ସ୍ଥାନରେ ରେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?