ପ୍ରେମୀଯୁଗଳଙ୍କ ଅଜବ ଫଣ୍ଡା, ବିବାହ ଖର୍ଚ୍ଚ ଉଠାଇବା ପାଇଁ ଲୁଟିଲେ ସୁନା ଚେନ୍, ଆଉ ତା’ ପରେ…
ହାଇଦ୍ରାବାଦ,୨୪ା୧୦: ହାଇଦ୍ରାବାଦରେ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ପ୍ରେମୀଯୁଗଳ ଏକ ଅଜବ ଫଣ୍ଡା ଆପଣାଇଛନ୍ତି। ପ୍ରେମୀଯୁଗଳ ଜଣେ ମନ୍ଦିର କର୍ମଚାରୀଙ୍କଠାରୁ ସୁନା ଚେନ୍ ଛଡ଼ାଇ ନେଇଥିବା ଅଭିଯୋଗରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ୨୩…
ବିଷାକ୍ତ ବାନର ‘ବଙ୍ଗକା ସ୍ଲୋ ଲୋରିସ୍’ଙ୍କ ସନ୍ଧାନ ମିଳିଲା
ଜାକର୍ତ୍ତା/ୱାଶିଂଟନ,୨୨ା୧୦ (ରଏଟର୍ସ): ୧୯୩୦ ଦଶକରୁ ବିଜ୍ଞାନ ଜଗତରୁ ଗାଏବ ହୋଇଯାଇଥିବା ଏବଂ ବିଲୁପ୍ତପ୍ରାୟ ଘୋଷିତ ହୋଇଥିବା ବିରଳ ‘ବଙ୍ଗକା ସ୍ଲୋ ଲୋରିସ୍’ ପ୍ରଜାତିର ଲାଜକୁଳା ପାତିବାନର ଇଣ୍ଡୋନେସିଆରେ ପୁନଃ ଦେଖିବାକୁ ମିଳିଛନ୍ତି। ଇଣ୍ଡୋନେସିଆର ସୁମାତ୍ରା ଉପକୂଳସ୍ଥ ବଙ୍ଗକା ଦ୍ୱୀପରେ ଏକ ବନ୍ୟପ୍ରାଣୀ…
ଜଳବାୟୁ ସଙ୍କଟର ସଙ୍କେତ ପାଲଟିଛି ପଫିନ ପକ୍ଷୀ
ଆଇସଲାଣ୍ଡ, ୧୮ା୧୦: ବିଶ୍ୱ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଭୟଙ୍କର ପ୍ରଭାବ ଏବେ ସୁଦୂର ସମୁଦ୍ରର ସବୁଠାରୁ ଆକର୍ଷଣୀୟ ଓ ରଙ୍ଗିନ ପକ୍ଷୀ ‘ଆଟ୍ଲାଣ୍ଟିକ ପଫିନ’ ଉପରେ ଦେଖିବାକୁ ମିଳିଛି। ଯଦି ବିଶ୍ୱ ତାପମାତ୍ରା ଏବଂ ଅଙ୍ଗାରକାମ୍ଳ ନିର୍ଗମନ ଏହିଭଳି ଭାବେ ଅନିୟନ୍ତ୍ରିତ…
ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ
ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ କରିଥାନ୍ତି। ମାତ୍ର ମୋବାଇଲ୍ ଗେମ୍କୁ ନିଜର ଆବେଗ ଓ ଜିଦ୍ରେ ପରିଣତ କରି…
ବ୍ରେକ୍ଅପ୍ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…
ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର କେରି ଆଡାମ୍ସଙ୍କ ସହ ଯେତେବେଳେ ଏପରି ଘଟିଲା, ସେ ନିଜ ପୂର୍ବତନ ପ୍ରେମିକଙ୍କ…
ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!
ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ, କିନ୍ତୁ ଗୟାରେ…
ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…
ନୂଆଦିଲ୍ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ ବଡ଼ ଭୂମିକା ରହିଛି। ଚାଷକାର୍ଯ୍ୟଠାରୁ ଆରମ୍ଭ କରି ପିଇବା ପାଣି, ମାଛ ଚାଷ…
ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ
ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା। ଦକ୍ଷିଣ ମେକ୍ସିକୋର ଓକ୍ସାକା ରାଜ୍ୟର ଟିଲ୍ଟେପେକ ଗାଁକୁ ଦୀର୍ଘ ସମୟ ଧରି ଅନ୍ଧତ୍ୱ…
ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର
ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ ସ୍ବୀକାର କରିଛନ୍ତି- ପୃଥିବୀର ଅଦ୍ୱିତୀୟ ମନ୍ଦିର। କିନ୍ତୁ କେତେକ ଓଡ଼ିଶା ବାହାରର ଲେଖକ…
ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ
ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି ଅତୀତର କାହାଣୀ ନୁହେଁ ବରଂ ଏକ ଜୀବନ୍ତ ବାସ୍ତବତା। ଉକ୍ତ ବାଳିକାମାନଙ୍କ ମା’…
ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍ ଜାଣିଲେ…
ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ ଲୁକ୍ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ସମ୍ପନ୍ନ ହୋଇଥିବା ଗଣେଶ ପୂଜା…
୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି
ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ ମିଳିଛି। ଦକ୍ଷିଣ ଆମେରିକାର ବଲିଭିଆର ଘଞ୍ଚ ଓ ଆର୍ଦ୍ର ମେଘାଚ୍ଛନ୍ନ ଜଙ୍ଗଲ (ୟୁଙ୍ଗାସ…

