ଓଡ଼ିଶା: ଆଜିର ଫଟୋ ( ୨୫ ମେ ୨୦୨୬ )

ରାଜଧାନୀରେ ପ୍ରବଳ ଖରାକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

 

  ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକ ଉତ୍ସବରେ ବିଧାନସଭାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ଡେପୁଟି ମୁଖ୍ୟମନ୍ତ୍ରୀ କେ ଭି ସିଂଦେଓଙ୍କ ସହ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି

 

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ବିଜେଡି ପକ୍ଷରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ

 

ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ବିଦ୍ୟାକନକ ସୄଜାନୁଷ୍ଠାନ ଦ୍ୱାରା ନ୍ୟାଶନାଲ ଥିଏଟର ଫେଷ୍ଟିଭାଲ ଅବସରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ‘ଓଡିପସ୍’ ନାଟକ ପ୍ରଦର୍ଶିତ

 

ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ମିଶନ ରୋଡ ସ୍ଥିତ ବୀରେନ ମିତ୍ର ପାର୍କ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବ୍ୟକ୍ତି ବୃନ୍ଦ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୩ ଜୁନ୍, ୨୦୨୬)

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ OTDC ପକ୍ଷରୁ ରଜ ଉତ୍ସବ ଆୟୋଜନ       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପଞ୍ଚମ ବେଦ ଉତ୍ସବରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମ…

ଓଡ଼ିଶା: ଆଜିର ଫଟୋ (୧୨ ଜୁନ୍, ୨୦୨୬)

ବିଜୁ ପଟ୍ଟନାୟକ ଫିଲ୍ମ ଓ ଟିଭି ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମ୍‌ରେ ସମ୍ମାନିତ ପକ୍ଷରୁ ଆୟୋଜିତ ରଜ ଉତ୍ସବ ପାଳନ ଅବସରରେ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ।…

ଓଡ଼ିଶା: ଆଜିର ଫଟୋ (୧୧ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟ ପ୍ରତିଭା ପକ୍ଷରୁ ଆୟୋଜିତ ରଜ ପ୍ରତିଭା ଉତ୍ସବ       ଭୁବନେଶ୍ୱର ସୂଚନାଭବନରେ ନୃତ୍ୟପ୍ରଣାମ ପକ୍ଷରୁ ଗୁରୁ ଶିଷ୍ୟ ନୃତ୍ୟ…

ଓଡ଼ିଶା: ଆଜିର ଫଟୋ (୯ ଜୁନ୍, ୨୦୨୬)

ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀଙ୍କ ୯୫ତମ ଜନ୍ମବାର୍ଷିକୀରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ…

ଓଡ଼ିଶା: ଆଜିର ଫଟୋ (୭ ଜୁନ୍, ୨୦୨୬ )

କଟକ ଚଣ୍ଡୀ ମନ୍ଦିର ପରିସରରେ ନିର୍ମାଣାଧୀନ ଦଧିନଉତି କାଳବୈଶାଖୀ ଝଡ଼ରେ ଭାଙ୍ଗି ପଡ଼ିଛି       କାଳବୈଶାଖୀର ପ୍ରକୋପରେ କଟକ ସହରର ବିଭିନ୍ନ ସ୍ଥାନରେ ଗଛ…

ଓଡ଼ିଶା: ଆଜିର ଫଟୋ (୫ ଜୁନ୍, ୨୦୨୬ )

  ଭୁବନେଶ୍ୱରସ୍ଥିତ ରିଜିଅନାଲ ମ୍ୟୁଜିଅମ ଅଫ ନାଚୁରାଲ ହିଷ୍ଟ୍ରୀ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ ଏବଂ ପ୍ରଜାପତି ପ୍ରଦର୍ଶନୀ ଅନୁଷ୍ଠିତ   ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଓଡ଼ିଶା: ଆଜିର ଫଟୋ ( ୩ ଜୁନ୍, ୨୦୨୬ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟଶାଳା ଦ୍ୱାରା ଆୟୋଜିତ ସାଂସ୍କୃତିକ ନୃତ୍ୟ ମହୋତ୍ସବ ‘ମାର୍ଗୀ’   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୨ ଜୁନ୍ ୨୦୨୬ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୩୪ତମ ‘ନୃତ୍ୟାଞ୍ଜଳି ମହୋତ୍ସବ ଓ ସମ୍ମାନ ସମାରୋହ’ ଅବସରରେ ପରିବେଷିତ ମନୋରମ ଓଡ଼ିଶୀ ନୃତ୍ୟ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri