ଓଡ଼ିଶା: ଆଜିର ଫଟୋ ( ୩୧ ମେ ୨୦୨୬ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ‘ତ୍ରିଧାରା’ ପକ୍ଷରୁ ଆୟୋଜିତ ‘ଦେବସ୍ମୃତି-୨୦୨୬’ରେ ଓଡ଼ିଶୀ ନୃତ୍ୟ ପରିବେଷଣ

 

 

ଭୁବନେଶ୍ୱର ସତସଙ୍ଗ ବିହାର ନିକଟରେ ଧୂଆଁ ନିର୍ଗତ ହେଉଥିବାରୁ ସହରରେ ପ୍ରଦୂଷଣ ବୃଦ୍ଧି ନେଇ ଚିନ୍ତା ବଢ଼ିଛି

 

 

 

ୟୁନିଟ୍–୩ ଏକ୍ସିବିସନ୍ ଗ୍ରାଉଣ୍ଡ ରୋଡ୍‌ରେ ଜଣେ ବ୍ୟବସାୟୀ ଜାମୁକୋଳି ବିକ୍ରି କରୁଛନ୍ତି

 

 

📲 Follow Dharitri – Odisha’s No.1 Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୦ ଅଗଷ୍ଟ, ୨୦୨୬)

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଭୁବନେଶ୍ୱରରେ ପ୍ରବଳ ବର୍ଷା       କଟକ ଆଲିଶା ବଜାର ଅଞ୍ଚଳରେ ଯୁବତୀମାନେ ଖୁଦୁରୁକୁଣୀ ପ୍ରଥମ ପାଳି ପୂଜା…

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri