‘ପକେଟ୍‌ରେ ଗୋଟିଏ ପିଆଜ ରଖ, କିଛି ହେବନି’, ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବା ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଲେ ଉପଚାର

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରୁ ଚେନ୍ନାଇ ପର୍ଯ୍ୟନ୍ତ, ସମଗ୍ର ଦେଶ ବର୍ତ୍ତମାନ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି । ତାପମାତ୍ରା ୫୦ ଡିଗ୍ରୀ ଛୁଇଁବାକୁ ଯାଉଛି। ଏପ୍ରିଲ ଶେଷ ହେବା ପୂର୍ବରୁ ମଧ୍ୟ ଏହି ଭୟଙ୍କର ପରିସ୍ଥିତି…

ମୋକିମଙ୍କ ଘରେ ଦିଲୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୭।୪: ରାଜ୍ୟ ସଭା ଏମ୍‌ପି ଦିଲ୍ଲୀପ ରାୟ ସୋମବାର କଟକ ଗସ୍ତରେ ଆସି ବରିଷ୍ଠ ନେତା ମହମ୍ମଦ ମୋକିମ୍‌ଙ୍କୁ ଭେଟିଛନ୍ତି। ଏପରିକି ମୋକିମଙ୍କ ବାସଭବନରେ ଦିଲୀପ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ମଧ୍ୟ ଭେଟି ବିଭିନ୍ନ…

ଜୟପୁର ସହରରରେ ସେକ୍ସ ର଼୍ୟାକେଟ୍‌: ମାଷ୍ଟର ମାଇଣ୍ଡ ସମେତ ବସ୍‌ଷ୍ଟାଣ୍ତରୁ ୩ ମହିଳାଙ୍କୁ ଉଠାଇନେଲା…

ଜୟପୁର,୨୭।୪(ପବନ ପାଣିଗ୍ରାହୀ)-ଜୟପୁର ସରକାରୀ ବସଷ୍ଟାଣ୍ତ ନିକଟରୁ ସେକ୍ସ ର଼୍ୟାକେଟ୍‌ ଅଭିଯୋଗରେ ଟାଉନ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨ ନାବାଳିକାଙ୍କୁ ବାଳସୁଧାର ଗୃହକୁ ପଠାଇଛି। ଅଭିଯୁକ୍ତା ହେଲେ ବେଢ଼ାସାହି ଅଞ୍ଚଳର ଶିଳ୍ପା…

ଗାଁରେ ପଶିଲା ଜଙ୍ଗଲୀ ଦନ୍ତା, ବୃଦ୍ଧଙ୍କୁ ଆହତ କରିବା ପରେ ଖେଳିଗଲା ଆତଙ୍କ

ଖଇରା,୨୭ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ କୁତୁପୁର ଗାଁରେ ଜଙ୍ଗଲୀ ଦନ୍ତା ଅଟକି ରହିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ହାତୀଟି ଗ୍ରାମର ବୃଦ୍ଧ ରତ୍ନାକର…

ଶଙ୍ଖଭବନରେ ବିଧାୟକ ଦଳ ବୈଠକ ପରେ ବଡ଼ ନିଷ୍ପତ୍ତି ନେବ ବିଜେଡି, ନିଲମ୍ବିତ ହୋଇଥିବା ବିଧାୟକଙ୍କୁ…

ଭୁବନେଶ୍ୱର,୨୭ା୪: ଶଙ୍ଖଭବନରେ ବିଧାୟକ ଦଳ ବୈଠକ ପରେ ବଡ଼ ନିଷ୍ପତ୍ତି ନେବ ବିଜେଡି। ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ଏହି ନିଲମ୍ବିତ ବିଧାୟକଙ୍କ…

ସକାଳୁ ସକାଳୁ ଧୋନୀଙ୍କ ପ୍ରଶଂସକଙ୍କୁ ଲାଗିଲା ଶକ୍ତ ଝଟକା, ଆସିଲା ଏମିତି ଖବର

ନୂଆଦିଲ୍ଲୀ,୨୭।୪: ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ କହିଛନ୍ତି ଯେ 2026 ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହେବ। ଏହି…

ଟ୍ରମ୍ପ୍‌ଙ୍କୁ ଲକ୍ଷ୍ୟ

ମଧ୍ୟପ୍ରାଚ୍ୟ ସଙ୍କଟ ଦୂର କରିବା ଲାଗି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବାସ ଆରାଘାଚି ଆମେରିକୀୟ ପ୍ରତିନିଧି ଦଳ ସହ କଥାବାର୍ତ୍ତା କରିବା ପୂର୍ବରୁ ୨୫ ଏପ୍ରିଲରେ ଇସ୍‌ଲାମାବାଦ ଛାଡ଼ିଦେଇଥିଲେ। ଆମେରିକା ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ନାହିଁ ଓ ଇରାନ୍‌ର ସାମୁଦ୍ରିକ…

ହ୍ବାଇଟ ହାଉସ ଡିନର ସୁଟିଂକୁ ନେଇ ଚମକାଇବା ଭଳି କଥା କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୭।୪: ହ୍ବାଇଟ ହାଉସ କରେସପଣ୍ଡେଣ୍ଟଙ୍କ ରାତ୍ରୀଭୋଜନରେ ଗୁଳିକାଣ୍ଡ ଘଟଣା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିବିଏସ ନ୍ୟୁଜକୁ ଏକ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ ଯେ ଯେତେବେଳେ ଗୁଳିକାଣ୍ଡ ଆରମ୍ଭ ହେଲା, ସେ ଫାଷ୍ଟ ଲେଡି ଅର୍ଥାତ୍‌ ମେଲାନିଆ ଟ୍ରମ୍ପଙ୍କ…

ଇରାନ-ଆମେରିକା ଯୁଦ୍ଧ ଖୁବ ଶୀଘ୍ର ଶେଷ ହେବାର ସଙ୍କେତ ଦେଲେ ଟ୍ରମ୍ପ, କହିଲେ ସେମାନଙ୍କ ପରିସ୍ଥିତି ଖୁବ ଖରାପ…

ଓ୍ବାଶିଂଟନ,୨୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ତଥାପି, ଏହି ପରିସ୍ଥିତି ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ଦୁଇ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ଶୀଘ୍ର ଶେଷ ହୋଇପାରେ। ସେ କହିଛନ୍ତି ଯେ…

ଆଇସିୟୁ ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୪: ସ୍ବାସ୍ଥ୍ୟସେବାକୁ ନେଇ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌(ଆଇସିୟୁ)ର ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ତରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ରିଟିକାଲ୍‌ କେୟାର ବ୍ୟବସ୍ଥାର ସୁବ୍ୟବସ୍ଥିତ ଭିତ୍ତିଭୂମିର ଉନ୍ନତି କରାଯିବା ଜରୁରୀ ବୋଲି…

ଚାଇନାରେ ଚାଞ୍ଚଲ୍ୟ, ନୃତ୍ୟ କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ କୁଣ୍ଢାଇ ପକାଇଲା ହ୍ୟୁମାନଏଡ୍‌ ରୋବୋ

ବେଜିଂ, ୨୭।୪(ପି.ଟି.): ଚାଇନାର ଶାନସି ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ହ୍ୟୁମାନଏଡ୍‌ ରୋବୋ (ଯନ୍ତ୍ରମଣିଷ) ନାଚୁଥିବା ସମୟରେ ହଠାତ୍‌ ଜଣେ ଛାତ୍ରୀଙ୍କ ଆଡ଼କୁ ମାଡ଼ିଆସି ତାଙ୍କୁ କୁଣ୍ଢାଇ ପକାଇଥିଲା। ଏହି…

ସକାଳୁ ସକାଳୁ ଶକ୍ତିଶାଳୀ ଭୂମିକମ୍ପ ଝଟକା, ଭୟରେ ଲୋକେ ଘରୁ…

ଟୋକିଓ,୨୭।୪: ସକାଳୁ ସକାଳୁ ଜାପାନରେ ବଡ଼ ଧରଣର ଭୂକମ୍ପ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ରିପୋର୍ଟ କରିଛି ଯେ ସୋମବାର ଜାପାନର ହୋକାଇଡୋରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା। କହିରଖୁଛୁ କି, କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ…

ଆମେରିକା-ଇରାନ ଶାନ୍ତି ଆଶା ମଉଳିଲା: ପ୍ରତିନିଧି ପଠାଇବା ନିଷ୍ପତ୍ତି ସ୍ଥଗିତ ରଖିଲେ ଟ୍ରମ୍ପ୍

ଇସ୍‌ଲାମାବାଦ/ଓ୍ବାଶିଂଟନ,୨୬ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ଭାବେ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶ୍‌ନେର ଇରାନ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯିବେନାହିଁ ବୋଲି ସେ କହିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଆଶା ମଉଳିଯାଇଛି।…

ଟ୍ରମ୍ପଙ୍କୁ ଆଟାକ୍‌ ନେଇ ମୁହଁ ଖୋଲିଲେ ମୋଦି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୨୬।୪: ହ଼୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନରେ ଗୁଳିକାଣ୍ଡ ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରତିକ୍ରିୟା ଜାରି କରିଛନ୍ତି। ଶନିବାର, ରାତ୍ରୀଭୋଜନ କାର୍ଯ୍ୟକ୍ରମ ସମୟରେ ଗୁଳି ଚାଳନା ହେବା ସମୟରେ ଆମେରିକାର ରାଷ୍ଟ୍ରପତି ଏବଂ ପ୍ରଥମ ମହିଳା ମେଲାନିଆ…

ଡିନର ପାର୍ଟିରେ ଗୁଳିମାଡ଼କୁ ନେଇ ଟ୍ରମ୍ପଙ୍କ ବଡ଼ ଖୁଲାସା, କହିଲେ ଇରାନ…

ଓ଼୍ବାଶିଂଟନ,୨୬।୪: ହ଼୍ବାଇଟ ହାଉସ କରିସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ହଠାତ ଗୁଳିମାଡ଼ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ଶାନ୍ତ ରହିବାକୁ ନିବେଦନ କରି ସେ ଅଧିକାରୀମାନଙ୍କୁ କାର୍ଯ୍ୟକ୍ରମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରେ…

ଡିନର ପାର୍ଟିରେ ହଠାତ୍‌ ଟ୍ରମ୍ପଙ୍କୁ ଗୁଳିମାଡ଼! ଦେଖନ୍ତୁ ଭିଡିଓ

ଓ଼୍ବାଶିଂଟନ,୨୬।୪: ‘ହ଼୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ’ ରାତ୍ରୀଭୋଜନ ସମୟରେ ୱାଶିଂଟନ ହିଲଟନ ହୋଟେଲରେ ଗୁଳିମାଡ଼। ତେବେ ଏହି ଘଟଣା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ହୋଟେଲରେ ଉପସ୍ଥିତ ଥିଲେ। ଉଭୟଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି।…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ (୨୬ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୫ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୪ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୨ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୧ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୯ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୫ ଏପ୍ରିଲ, ୨୦୨୬ )

View

ରାଜ୍ୟ

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri