ଭୁବନେଶ୍ୱର ରାଜମହଲ ଛକ ନିକଟରେ ଗ୍ରୀଷ୍ମ ପ୍ରବାହ ପାଇଁ ଜଣେ ବ୍ୟକ୍ତି ପାଇପରୁ ପାଣି ନେଇ ମୁହଁ ଧୋଉଛନ୍ତି
କଟକ ଚାନ୍ଦିନୀ ଚୌକ୍ ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଗ୍ରହ ରାଜ ଶନିଙ୍କ ଜନ୍ମ ଉତ୍ସବରେ ଶ୍ରଦ୍ଧାଳୁମାନେ ଶନି ଦେବତାଙ୍କୁ ଜଳ ଲାଗି କରୁଛନ୍ତି
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ଜୀବନ୍ ରେଖା ଥିଏଟର ଦ୍ୱାରା ରଙ୍ଗ ଉତ୍ସବ ଆୟୋଜିତ

