ଯୁବତୀଙ୍କୁ ଗଣବଳାତ୍କାର କରି ଉଠାଇଥିଲେ ନଗ୍ନ ଫଟୋ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ,୨୭।୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅଞ୍ଚଳରେ ଏକ ବଳାତ୍କାର ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ସୋମବାର କୋର୍ଟଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତଙ୍କ ଜାମିନ ନାମାଞ୍ଜୁର…

ମା’ କାଳୁଆଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଶୁଭାରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ୩ ଶହରୁ ଊଦ୍ଧର୍‌ବ ଶ୍ରଦ୍ଧାଳୁ , ଏହି ଦିନ ମହାଯଜ୍ଞ ପୂର୍ଣ୍ଣାହୁତି

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ କୁରୁବୁଲି ଗ୍ରାମରେ ମା’ କାଳୁଆ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ବୈଶାଖ ଶୁକ୍ଳ ଏକାଦଶୀ ତିଥି ସୋମବାର ଠାରୁ ଶୁଭାରମ୍ଭ ହୋଇଛି…

ବିକାଶ ନା ବିନାଶ: କୁଟ୍ରୁମାଳି ପାହାଡ଼ରେ ଖଣି ଖନନକୁ ନେଇ ଜଳୁଛି ଅସନ୍ତୋଷର ନିଆଁ

ଥୁଆମୂଳ ରାମପୁର,୨୭।୪(ଦୁର୍ଗା କୀର୍ତ୍ତି): ସିଜିମାଳି ପରେ ଏବେ ‘କୁଟ୍ରୁମାଳି’ । କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦର ଗନ୍ତାଘର କୁଟ୍ରୁମାଳି ପାହାଡ଼କୁ ନେଇ ଏବେ ସଂଘର୍ଷର ଆଶଙ୍କା ଘନେଇବାରେ ଲାଗିଛି।…

କାହିଁକି ବିବାହ କରିନାହାନ୍ତି ମମତା ବାନାର୍ଜୀ? ଧଳା ଶାଢ଼ି ପିନ୍ଧିବାର କ’ଣ ସେହି ରହସ୍ୟ, ଜାଣିଲେ ହୋଇଯିବେ ତାଜୁବ

  ନୂଆଦିଲ୍ଲୀ,୨୭।୪: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଏବେ ଜୋରଦାର ଚାଲିଛି। ସମସ୍ତ ଦଳ ପରସ୍ପରକୁ ତୀବ୍ର ଟାର୍ଗେଟ କରୁଥିବା ଦେଖାଯାଉଛି। ଏହି ପ୍ରଚାର ଅବଧି ଖୁବ ଶୀଘ୍ର ଶେଷ ହେବ ଏବଂ ପଶ୍ଚିମବଙ୍ଗ ନିର୍ବାଚନର…

ରିପୋର୍ଟ ମଗାଯାଇଛି, କାର୍ଯ୍ୟକ୍ରମ କରିନଥିଲେ ଜାରି ହେବ କାରଣ ଦର୍ଶାଅ ନୋଟିସ: ଜିଲା ସଂସ୍କୃତି ଅଧିକାରୀ

ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ସମସ୍ତ ବ୍ଲକକୁ ଅନୁଷ୍ଠିତ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସମ୍ପର୍କିତ ରିପୋର୍ଟ ମାଗିଥିବା ପ୍ରକାଶ କରିଛନ୍ତି l ଅଧିକାରୀ…

ଦୁଇ ପରିବାର ମଧ୍ୟରେ ଆକ୍ରମଣ – ପ୍ରତି ଆକ୍ରମଣ ମାମଲା: ଗିରଫ ହେଲେ ବାପା-ପୁଅ, ଜାମିନ ନାମଞ୍ଜୁର ହେବାରୁ…

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକର ଗ୍ରାମରେ ଗତ ଶୁକ୍ରବାର ରାତିରେ ପାରିବାରିକ ହିଂସା ର ଦୁଇ ପରିବାରର ୬ ଜଣ ଆହାତ ହୋଇଥିଲେ। ଆକ୍ରମଣ – ପ୍ରତି ଆକ୍ରମଣକୁ…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଆକାଉଣ୍ଟ ମ୍ୟାନେଜର ଗିରଫ

ଦେବଗଡ,୨୭।୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ସ୍ଥିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଆକାଉଣ୍ଟ ମ୍ୟାନେଜର ପରମେଶ୍ୱର ନାଏକଙ୍କୁ ଗିରଫ କରିଛି ଦେବଗଡ ପୋଲିସ । ୧୨ ଜଣ ଆଶାୟୀଙ୍କଠାରୁ ୧୫…

ଆଜି ମୋର ଶେଷ ରାଲି, ଶପଥ ଗ୍ରହଣରେ ଦେଖାହେବ: ଭରସା ଦେଇ ଫେରିଲେ ମୋଦି

ବାରାକପୁର,୨୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଆଜି ଶେଷ ହେବାକୁ ଯାଉଛି। ଉତ୍ତର ୨୪ ପରଗଣା ଜିଲାରେ ଅବସ୍ଥିତ ବାରାକପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ‘ବିଜୟ ସଂକଳ୍ପ ରାଲି’ (ବିଜୟ ପ୍ରତିଜ୍ଞା ରାଲି)କୁ ସମ୍ବୋଧିତ କରିଛନ୍ତି।…

ଟ୍ରମ୍ପ୍‌ଙ୍କୁ ଲକ୍ଷ୍ୟ

ମଧ୍ୟପ୍ରାଚ୍ୟ ସଙ୍କଟ ଦୂର କରିବା ଲାଗି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବାସ ଆରାଘାଚି ଆମେରିକୀୟ ପ୍ରତିନିଧି ଦଳ ସହ କଥାବାର୍ତ୍ତା କରିବା ପୂର୍ବରୁ ୨୫ ଏପ୍ରିଲରେ ଇସ୍‌ଲାମାବାଦ ଛାଡ଼ିଦେଇଥିଲେ। ଆମେରିକା ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ନାହିଁ ଓ ଇରାନ୍‌ର ସାମୁଦ୍ରିକ…

ହ୍ବାଇଟ ହାଉସ ଡିନର ସୁଟିଂକୁ ନେଇ ଚମକାଇବା ଭଳି କଥା କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୭।୪: ହ୍ବାଇଟ ହାଉସ କରେସପଣ୍ଡେଣ୍ଟଙ୍କ ରାତ୍ରୀଭୋଜନରେ ଗୁଳିକାଣ୍ଡ ଘଟଣା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିବିଏସ ନ୍ୟୁଜକୁ ଏକ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ ଯେ ଯେତେବେଳେ ଗୁଳିକାଣ୍ଡ ଆରମ୍ଭ ହେଲା, ସେ ଫାଷ୍ଟ ଲେଡି ଅର୍ଥାତ୍‌ ମେଲାନିଆ ଟ୍ରମ୍ପଙ୍କ…

ଇରାନ-ଆମେରିକା ଯୁଦ୍ଧ ଖୁବ ଶୀଘ୍ର ଶେଷ ହେବାର ସଙ୍କେତ ଦେଲେ ଟ୍ରମ୍ପ, କହିଲେ ସେମାନଙ୍କ ପରିସ୍ଥିତି ଖୁବ ଖରାପ…

ଓ୍ବାଶିଂଟନ,୨୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ତଥାପି, ଏହି ପରିସ୍ଥିତି ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ଦୁଇ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ଶୀଘ୍ର ଶେଷ ହୋଇପାରେ। ସେ କହିଛନ୍ତି ଯେ…

ଆଇସିୟୁ ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୪: ସ୍ବାସ୍ଥ୍ୟସେବାକୁ ନେଇ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌(ଆଇସିୟୁ)ର ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ତରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ରିଟିକାଲ୍‌ କେୟାର ବ୍ୟବସ୍ଥାର ସୁବ୍ୟବସ୍ଥିତ ଭିତ୍ତିଭୂମିର ଉନ୍ନତି କରାଯିବା ଜରୁରୀ ବୋଲି…

ଚାଇନାରେ ଚାଞ୍ଚଲ୍ୟ, ନୃତ୍ୟ କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ କୁଣ୍ଢାଇ ପକାଇଲା ହ୍ୟୁମାନଏଡ୍‌ ରୋବୋ

ବେଜିଂ, ୨୭।୪(ପି.ଟି.): ଚାଇନାର ଶାନସି ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ହ୍ୟୁମାନଏଡ୍‌ ରୋବୋ (ଯନ୍ତ୍ରମଣିଷ) ନାଚୁଥିବା ସମୟରେ ହଠାତ୍‌ ଜଣେ ଛାତ୍ରୀଙ୍କ ଆଡ଼କୁ ମାଡ଼ିଆସି ତାଙ୍କୁ କୁଣ୍ଢାଇ ପକାଇଥିଲା। ଏହି…

ସକାଳୁ ସକାଳୁ ଶକ୍ତିଶାଳୀ ଭୂମିକମ୍ପ ଝଟକା, ଭୟରେ ଲୋକେ ଘରୁ…

ଟୋକିଓ,୨୭।୪: ସକାଳୁ ସକାଳୁ ଜାପାନରେ ବଡ଼ ଧରଣର ଭୂକମ୍ପ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ରିପୋର୍ଟ କରିଛି ଯେ ସୋମବାର ଜାପାନର ହୋକାଇଡୋରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା। କହିରଖୁଛୁ କି, କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ…

ଆମେରିକା-ଇରାନ ଶାନ୍ତି ଆଶା ମଉଳିଲା: ପ୍ରତିନିଧି ପଠାଇବା ନିଷ୍ପତ୍ତି ସ୍ଥଗିତ ରଖିଲେ ଟ୍ରମ୍ପ୍

ଇସ୍‌ଲାମାବାଦ/ଓ୍ବାଶିଂଟନ,୨୬ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ଭାବେ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶ୍‌ନେର ଇରାନ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯିବେନାହିଁ ବୋଲି ସେ କହିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଆଶା ମଉଳିଯାଇଛି।…

ଟ୍ରମ୍ପଙ୍କୁ ଆଟାକ୍‌ ନେଇ ମୁହଁ ଖୋଲିଲେ ମୋଦି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୨୬।୪: ହ଼୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନରେ ଗୁଳିକାଣ୍ଡ ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରତିକ୍ରିୟା ଜାରି କରିଛନ୍ତି। ଶନିବାର, ରାତ୍ରୀଭୋଜନ କାର୍ଯ୍ୟକ୍ରମ ସମୟରେ ଗୁଳି ଚାଳନା ହେବା ସମୟରେ ଆମେରିକାର ରାଷ୍ଟ୍ରପତି ଏବଂ ପ୍ରଥମ ମହିଳା ମେଲାନିଆ…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ (୨୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୬ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୫ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୪ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୨ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୧ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୯ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୬ )

View

ରାଜ୍ୟ

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri