ବାଚସ୍ପତିଙ୍କୁ ଭେଟିଲେ ବିଜେଡି ନେତା: ନିଲମ୍ବିତ ବିଧାୟକଙ୍କ ଉପରେ ହେବ କଡ଼ା…

ଭୁବନେଶ୍ୱର,୨୭।୪: ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ଏହି ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ବିଜେଡି ନେତା ଭେଟିଛନ୍ତି।

ବିଧାୟକ ଦେବୀ ତ୍ରିପାଠୀ, ସୌଦ୍ଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ, ସୁବାସିନୀ ଜେନା ଓ ଚକ୍ରମଣି କହଁର ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଆଗରୁ ନିଲମ୍ବିତ କରିଥିଲା ବିଜେଡି। ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ପରେ ବାଚସ୍ପତିଙ୍କୁ ଭେଟି ଦାବି କଲା ବିଜେଡି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟେନ୍‌ସନ୍‌ ଦୂର ହେବାର ସହଜ ଉପାୟ

ବର୍ତ୍ତମାନ କାମ ଚାପରେ ହେଉ ଅବା କେତେକ କାରଣରୁ ଆମେ ଚାପର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ପୁଣି କେତେକ ଚାପରୁ କିପରି ମୁକ୍ତି…

ଯାଉ ଯାଉ ଭାଜପାକୁ ଖୁସିଖବର ଦେଲେ ରାଘବ ଚଢା, NDAକୁ ବମ୍ଫର ଫାଇଦା, ସମୀକରଣ ଜାଣିଲେ…

ନୂଆଦିଲ୍ଲୀ,୨୭।୪: ରାଘବ ଚଢା ଭାଜପାକୁ ଖୁସି କରାଇଛନ୍ତି। ରାଘବ ଚଢାଙ୍କ ଏକ ନିଷ୍ପତ୍ତି ଭାଜପା ଏବଂ ଏନଡିଏର ଶକ୍ତି ବୃଦ୍ଧି କରିଛି। ରାଜ୍ୟ ସଭାରେ ଏନଡିଏର ଶକ୍ତି…

ଦଳ ବିରୋଧୀ ବିଧାୟକଙ୍କ ଉପରେ ତାତିଲେ ପ୍ରମିଳା, କହିଲେ…

ଭୁବନେଶ୍ୱର,୨୭।୪: ଦଳ ବିରୋଧୀ ବିଧାୟକଙ୍କ ଉପରେ ତାତିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର…

କଂଗ୍ରେସ ଛାଡ଼ିଲେ ପ୍ରଶାନ୍ତ ଶତପଥୀ, ପିସିସି ସଭାପତିଙ୍କ ବିରୋଧରେ…

ଭୁବନେଶ୍ୱର,୨୭ା୪: କଂଗ୍ରେସ ଛାଡ଼ିଛନ୍ତି ପ୍ରଶାନ୍ତ ଶତପଥୀ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ ତାଙ୍କର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ…

ଝିଅକୁ କ’ଣ କରିବାକୁ ଚାହାନ୍ତି ଆଲିଆ: ନିଜେ କଲେ ଖୁଲାସା

ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଝିଅ ରାହା ସହ ସମୟ ବିତାଉଛନ୍ତି। ଫିଲ୍ମ ଦୁନିଆରୁ ଦୂରେଇ ସେ ଝିଅର ଭଲମନ୍ଦ ବୁଝୁଛନ୍ତି। ଆଲିଆ-ରଣବୀରଙ୍କ ଝିଅ ହୋଇଥିବାରୁ ରାହା…

ରାଜ୍ୟ ସଭାରେ ବଢୁଛି ଭାଜପାର ଶକ୍ତି: ଏବେ ଏହି ସଂଖ୍ୟା…

ନୂଆଦିଲ୍ଲୀ,୨୭।୪: ଆମ ଆଦମୀ ପାର୍ଟି (ଆପ)ରୁ ଇସ୍ତଫା ଦେଇଥିବା ରାଘବ ଚଢାଙ୍କ ସମେତ ସମସ୍ତ ୭ ଜଣ ଏମ୍‌ପି ସୋମବାର ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି…

ରାତ୍ରୀ ଭୋଜନରେ ବିରିୟାନି ପରେ ତରଭୁଜ ଖାଇ ଶୋଇଥିଲେ ପରିବାର ଲୋକେ, ତା’ପରେ ଘଟିଗଲା ବଡ଼ ଅଘଟଣ

ମୁମ୍ବାଇ,୨୭।୪: ମୁମ୍ବାଇରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପାଇଧୁନି ଅଞ୍ଚଳରେ ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଦୁଃଖର ଛାୟା…

ତେଜିଲା ଅସନ୍ତୋଷ: ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ

ବାଲେଶ୍ୱର,୨୭।୪: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶାସନପଦା ୟୁଜି ୟୁପି ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଅଭିଭାବକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri