ଭୁବନେଶ୍ୱର,୨୭ା୪: କଂଗ୍ରେସ ଛାଡ଼ିଛନ୍ତି ପ୍ରଶାନ୍ତ ଶତପଥୀ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ ତାଙ୍କର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫା ଦେବା ସହ ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧରେ ରୋଷ ଝାଡ଼ିଛନ୍ତି।

