ସର୍ବଭାରତୀୟ କରାଟେ ଚାମ୍ପିୟନଶିପ୍‌: ବ୍ରୋଞ୍ଜ ପଦକ ଜିତ୍‌ଲେ ସ୍ବାଗତିକା

ଭଟଲି,୧୬।୧୨ (ଡି.ଏନ୍‌.ଏ.)- ଗୋଆ ମାପୁସା ପେଡମ୍‌ ସାଗ୍‌ ଇନ୍‌ଡୋର ଷ୍ଟାଡିୟମ୍‌ରେ ଡିସେମ୍ବର ପହେଲା ହପ୍‌ତାରେ ୩ ଦିନ୍‌ ଧରି ହେଇଥିବାର ଏସ୍‌ସିକେଏଫ୍‌ଆଇ ସର୍ବଭାରତୀୟ କରାଟେ ଚାମ୍ପିୟନଶିପ୍‌ରେ ବରଗଡ଼ ଜିଲାର ସ୍ବାଗତିକା ମହାନ୍ତି ବ୍ରୋଞ୍ଜ ପଦକ ଜିତି ଜିଲାର ଟେକ୍‌ ରଖିଛନ୍‌। ଇଥିର ଲାଗି ଭିନ୍‌ ଭିନ୍‌ ଆଡୁ ତାକର୍‌ ନିକେ ଶୁଭେଛା ବାରତା ପୁହୁଁଚୁଛେ। ସ୍ବାଗତିକାକଁର ପର୍‌ଦରଶନରେ ତାକର ଗୁରୁ ସମ୍ବଲପୁରର ଦୀପକ ଦାଶ ବି ବହୁତ ଖୁସି ହେଇଛନ୍‌।
ସୂଚନା ଅନ୍‌ସାରେ ବରଗଡ଼ ଜିଲା ଭଟଲିର ନମିତା ମହାନ୍ତି ଆରୁ ସୁରଜିତ ମହାନ୍ତିକଁର ଗୁଟେବଲି ଝି’ ସ୍ବାଗତିକା ମହାନ୍ତି। ଛୁଆଦିନୁ ତାକର ଖେଳକୁଦ୍‌ ଉପରେ ଝେଁାକ୍‌ ରହିଥିଲାବେଲେ ସେ ଭଲ ପାଠ୍‌ ବି ପଢ଼ୁଛନ୍‌। ସେ ଥାନୀଅ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପଢ଼ଲାବେଲେ ବି ଭିନେ ଭିନେ ଖେଲକୁଦ୍‌ଥି ଭାଂଗ ନେଇ ଅନେକ ପୁରସ୍‌କାର ପାଇଥିଲେ। ଆଏଜ୍‌କାଲି ଟୁକେଲ ଜନମ୍‌ ହେଲେ ଅନେକ ପରିବାର ଦୁଖି ହେଇଯାଉଛନ୍‌। ହେଲେ ସ୍ବାଗତିକାର ଲେଖେଁ ଝି’ଟେ ପାଇ ତାକର ମା’ବାପ୍‌ ବହୁତ୍‌ ଗରବ୍‌ ଅନୁଭବ କରୁଛନ୍‌। ସେନ୍‌ତା ଯେନ୍‌ମାନେ ଟୁକେଲମାନକୁ ଆଡ଼ ନଜରଥି ଦେଖୁଛନ୍‌ ସେମାନକର ଲାଗି ଆମର ଝି’ ଉଦାହରନ୍‌ ହେବାର କଥା ବଲି ସେମାନେ କହିଛନ୍‌। ଚଲତି ଡିସେମ୍ବର ୬, ୭ ଆର ୮ ତାରିଖ୍‌ ୩ ଦିନ୍‌ ଧରି ଗୋଆର ମାପୁସା ପେଡମ୍‌ ସାଗ୍‌ ଇନ୍‌ଡୋର ଷ୍ଟାଡିୟମ୍‌ରେ ତିନ୍‌ ନମ୍ବର ଏସ୍‌ସିକେଏଫ୍‌ଆଇ ସର୍ବଭାରତୀୟ କରାଟେ ଚାମ୍ପିୟନଶିପ ଅନୁଷ୍‌ଠିତ ହେଇଥିଲା। ପର୍‌ତିଯୋଗିତାରେ ୮ଶହ ପରତିଯୋଗୀ ଭାଗ ନେଇଥିଲେ। ଇ ପରତିଯୋଗିତାଥି ସମ୍ବଲପୁରର ସ୍ବୟମ୍ଭୁ ମାରର୍ଶାଲ ଆଟର୍‌ସ ଏକାଡେମୀ ତରଫୁ ସ୍ବାଗତିକା ଭାଗ ନେଇ ବ୍ରୋଞ୍ଜ ପଦକ ଜତିଛନ୍‌। ସ୍ବାଗତିକା ଏହେଦେ ସମ୍ବଲପୁରର ଗୁଟେ କଲେଜଥି ଯୁକ୍ତ ଦୁଇ ବିଜ୍ଞାନ ପାଠ୍‌ ପଢ଼ୁଛନ୍‌। ଇ ସଫଲତା ଲାଗି ତାକର ପୁରନା ସ୍କୁଲର ଗୁରୁମା ଗୁରୁଜୀ, ସାଂଗସାଥିମାନେ ଶୁଭେଛା ଜନେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

ନାମାଙ୍କନପତ୍ର ଦାଖଲ କଲେ ସସ୍ମିତା

କେନ୍ଦୁଝର,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥିନୀ ସସ୍ମିତାରାଣୀ ସିଂହ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ...

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? ଘୋଷଣା କଲେ ମୋଦି

ନବରଙ୍ଗପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ସୋମବାର ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ

କେନ୍ଦୁଝର/ପାଟଣା,୬ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

୮ରେ ରାୟଗଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ରାୟଗଡ଼ା,୬ା୫(ଆଶିଷ ରଞ୍ଜନ ପଣ୍ଡା):ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ୮ ତାରିଖରେ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। କୋରାପୁଟ ଲୋକ ସଭା ଭାଜପା ପ୍ରାର୍ଥୀ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri