ଓଜନ କମ୍‌ କରିବାକୁ ଚାହୁଁଥିଲେ ଖାଆନ୍ତୁ କାକୁଡି

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ କାକୁଡ଼ି ବହୁତ ଲାଭକାରୀ ଏଥିରେ ସନ୍ଦେହ ନାହିଁ। ଏହାର ଲାଭକାରୀ ଗୁଣ ଅନେକ କିଛି ରହିଛି । ସୁନ୍ଦର ସ୍ବାସ୍ଥ୍ୟ ଓ ଉଜ୍ଜ୍ୱଳ ତ୍ୱଚା ପାଇଁ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜାଣନ୍ତୁ ଏହାର ଲାଭ ବିଷୟରେ..
ଏହାର ସବୁଠାରୁ ଭଲଗୁଣ ହେଲା, ଏହା ଭିତରେ ୮୦ ପ୍ରତିଶତ ପାଣି ଅଛି। କାକୁଡ଼ି ପାଣିର ଅଭାବକୁ ପୂରଣ କରେ ଏହାକୁ ଖୋଇଲା ପରେ ଏହା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପାଣି ଦେଇଥାଏ। ଏହା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଓ ସ୍କିନ୍‌ର ମଇଳାକୁ ସଫା କରିଥାଏ। ଖରାରେ ସ୍କିନ୍‌ ଉପରେ ପଡ଼ିଥିବା ପ୍ରଭାବକୁ ଯଥା ସ୍କିନ୍‌ ଜଳିଯିବା ଓ ଟୋନିଙ୍ଗକୁ ମଧ୍ୟ କମ୍‌ କରିଥାଏ। କାକୁଡ଼ି ଖାଇବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଥାଏ। ଏହା ଭିତରର ଅଙ୍ଗମାନଙ୍କୁ ମଧ୍ୟ ସଫା କରିବାରେ ସାହାଯ୍ୟ କରେ। କାକୁଡ଼ି ଦ୍ୱାରା ଆମ ଶରୀରକୁ ଭିଟାମିନ୍‌ ଏ, ବି ଓ ସି ମିଳିଥାଏ। ଏହାର ଚୋପାରେ ଭିଟାମିନ୍‌ ସି ରହିଥାଏ। ଏଥିରୁ ପୋଟାସିୟମ, ମ୍ୟାଗ୍ନେସିୟମ ଓ ସିଲିକନ୍‌ ଅତ୍ୟଧିକ ମାତ୍ରାରେ ଥାଏ। ଏହା ଖାଇବା ଦ୍ୱାରା ଚମକପ୍ରଦ ଓ ଚିକ୍କଣ ସ୍କିନ୍‌ ମିଳିଥାଏ। ଏହା ଓଜନ ମଧ୍ୟ କମ୍‌ କରାଇଥାଏ। ଯେଉଁ ଲୋକମାନେ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ସେମାନେ ଏହାକୁ ସୁପ୍‌ ଓ ସାଲାଡ଼ କରି ଖାଆନ୍ତୁ। ଏଥିରେ ଜଳର ତାପମାତ୍ରା ଅଧିକ ଓ କ୍ୟାଲୋରୀ ମଧ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri