AC ଲଗାଉଥିଲେ ହୋଇଯାନ୍ତୁ ସାବଧାନ, ନଚେତ୍‌ ହୋଇପାରେ…

ଖରାଦିନେ ଏସି ବ୍ୟବହାର କରୁଥିଲେ ବିଭିନ୍ନ ଦିଗପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଜାଣନ୍ତୁ ସେ ସମ୍ପର୍କରେ…

-ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ କମ୍ପ୍ରେସର ଉପରେ ଚାପ ପଡ଼ିଥାଏ। ତେଣୁ ଠିକ୍‌ ସମୟରେ ଟେକ୍‌ନିସିଆନ୍‌ଙ୍କୁ ଡାକି ଏହାର ସର୍ଭିସିଂ କରାନ୍ତୁ। ନଚେତ୍‌ ଅତ୍ୟଧିକ ଗରମ ହୋଇ ବ୍ଲାଷ୍ଟ ହେବାର ଆଶଙ୍କା ଥାଏ।
-ଏସିର ଆଉଟଡୋର୍‌ ୟୁନିଟ୍‌କୁ ଛାତ ଉପରେ ରଖିଲେ ଦିନ ସାରା ଖରା ପଡ଼ିଥାଏ। ଫଳରେ ଅନେକ ସମୟରେ ମେଶିନ୍‌ର ତାପମାତ୍ରା ସହିତ ଖରା ଯୋଗୁଁ ମେଶିନ୍‌ ଖରାପ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ତେଣୁ ଏହାକୁ ଏଭଳି ସ୍ଥାନରେ ରଖନ୍ତୁ ଯେପରି ଉପରେ କୌଣସି ପ୍ରକାରର ଛାତ ଅଥବା ଛାଇ ହେଉଥିବ।
-ଖରାଦିନେ ଭୋଲଟେଜ୍‌ କମ୍‌ ବେଶି ହୋଇଥାଏ। ଏହି କାରଣରୁ ଏସି ମୋଟର ଓ ସର୍କିଟ୍‌ ପୋଡ଼ିଯିବାର ଆଶଙ୍କା ରହିଥାଏ। ଏହି ସମସ୍ୟା ନ ହେବା ପାଇଁ ଭଲ କ୍ୱାଲିଟିର ଭୋଲଟେଜ୍‌ ଷ୍ଟାବିଲାଇଜର ଲଗାନ୍ତୁ।
-ଏସି ଲାଗିବା ପରେ ଯଦି ଥଣ୍ଡା ହେଉ ନ ଥାଏ ତେବେ ଗ୍ୟାସ୍‌ ଲିକେଜ୍‌ ହୋଇଥାଇପାରେ। ତେଣୁ ତୁରନ୍ତ ଏହାକୁ ଠିକ୍‌ କରାନ୍ତୁ।
-ଏସି ଲଗାଇବା ପରେ ଯଦି ହଠାତ୍‌ କିଛି ଖରାପ ଶବ୍ଦ ହୁଏ ଅଥବା ପୋଡ଼ିବାର ଗନ୍ଧ ହୁଏ ତାହେଲେ ତୁରନ୍ତ ଏସି ବନ୍ଦ କରି ପ୍ଲଗ୍‌ ବାହାର କରି ଦିଅନ୍ତୁ।
-ଖରାପ ହୋଇଥିବା ତାର କିମ୍ବା ଢିଲା ପ୍ଲଗ୍‌ ଥିଲେ ଶୀଘ୍ର ବଦଳାଇ ଦିଅନ୍ତୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେବା ପରେ ବଡ଼ ବୟାନ ଦେଲେ ସ୍ବାତୀ

ନୂଆଦିଲ୍ଲୀ,୨୮।୪: ଆମ ଆଦମୀ ପାର୍ଟି ଛାଡିବା ପରେ ସ୍ବାତୀ ମାଲିୱାଲ ମଙ୍ଗଳବାର (୨୮ ଏପ୍ରିଲ) ଭାଜପାରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଟିଏମସି ଏମପି ସୟାନୀ ଘୋଷଙ୍କ ଦରମା କେତେ? ବଙ୍ଗ ନିର୍ବାଚନରେ ହେଉଛନ୍ତି ଭାଇରାଲ

କୋଲକାତା,୨୮।୪: ପଶ୍ଚିମବଙ୍ଗ ନିର୍ବାଚନର ହାଇ-ଭୋଲଟେଜ ରାଜନୈତିକ ମାହୋଲ ମଧ୍ୟରେ, ସୟାନୀ ଘୋଷ; ମମତା ବାନାର୍ଜୀଙ୍କ ପରେ ଏମିତି ନେତ୍ରୀ ଭାବରେ ଉଭା ହୋଇଛନ୍ତି ଯିଏ ଭାଇରାଲ ହେଉଛନ୍ତି।…

ଓକିଲ ସଙ୍ଘର ପାଣ୍ଠିକୁ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏତିକି ଲକ୍ଷ ଟଙ୍କା…

ଭଞ୍ଜନଗର,୨୮।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଆଇନଜୀବୀ ଦିବସ ଏବଂ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶା ହାଇକୋର୍ଟର ବିଚାରପତି ମୁରାହରି…

ନିର୍ବାଚନ ବେଳେ କିଏ କାଢ଼ିଥିଲେ ବିଜୁଙ୍କ ଫୋଟ: କହୁକହୁ କହିଦେଲ…

ଭୁବନେଶ୍ୱର,୨୮।୪: ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର। ସେ କହିଛନ୍ତି, ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ ଆମେ ରହିପାରିବୁନି। ନିର୍ବାଚନ ବେଳେ ବିଜୁ…

ପୁଣି ଥରେ ଫୁନସୁକ ୱାଙ୍ଗଡୁ ଭୂମିକାରେ ଅଭିନୟ କରିବେ କି ଆମିର? ‘୩ ଇଡିଅଟ୍ସ’ର ସିକ୍ୱେଲ ଉପରେ ଚାଲିଛି କାମ

ମୁମ୍ବାଇ: ଆମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କର ‘ଏକ ଦିନ’ ନାମକ ଏକ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେଉଛି। ଏହି ଫିଲ୍ମଟି ଆମିର ଖାନ ପ୍ରଡକ୍ସନ…

ଟଙ୍କା ପାଇବା ପାଇଁ ଶଶ୍ମାନରୁ ଭଉଣୀଙ୍କ କଙ୍କାଳ ଖୋଳି ନେଇଥିଲେ ବ୍ୟାଙ୍କ, ଘଟଣା ପରେ ତତ୍ପରତା ଦେଖାଇଲା ପ୍ରଶାସନ, ଜିତୁଙ୍କ ଘରେ ପହଞ୍ଚି…

ପାଟଣା,୨୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ଗ୍ରାମରେ ଭଉଣୀ କାଲାରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ଜମା ଖାତାରେ ଥିବା ୧୯ହଜାର ୫ଶହ…

ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଠିଆ ହୋଇଥିଲେ ବିଧାୟକଙ୍କ ସହ ଲୋକେ, ହେଲା ଅଦିନିଆ ଧୂଳି ଝଡ, ତା’ପରେ…

କେନ୍ଦୁଝର,୨୮।୪ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଚ୍ଚବାଲି…

ଆମେରିକାର ନାକ ତଳେ ତେଲ ପରିବହନ କରିଆସୁଛି ଇରାନ, ଜାଣନ୍ତୁ କାହାକୁ କୁହାଯାଉଛି ‘ଭାସମାନ ପେଟ୍ରୋଲ ପମ୍ପ’

ତେହରାନ,୨୮।୪: ମଙ୍ଗଳବାର, ଆମେରିକାର ସେନା ଭାରତ ମହାସାଗରରେ ଏକ ନିଷିଦ୍ଧ ତୈଳ ଟ୍ୟାଙ୍କର୍‌ ଜବତ କରିଥିଲା। ପେଣ୍ଟାଗନ ବିବୃତ୍ତି ଅନୁଯାୟୀ, M/T Tifani ନାମକ ଏହି ଜାହାଜଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri