ପାହାଡ଼ ଶିଖର ମାଟିତଳେ ଲୁଚାଇ ଚାଲିଥିଲା ଗଞ୍ଜେଇ କାରବାର, ମାଡିବସିଲା ପୋଲିସ

ପାରଳାଖେମୁଣ୍ଡି,୨୮ା୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ପାହାଡ ଶିଖର ମାଟିତଳେ ଚୋରାଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ୪ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇକୁ ପୋଲିସ ସୋମବାର ଜବତ କରିଛି…

ଉଜ୍ଜ୍ୱଳଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ମୃତଦେହକୁ ଜବତ କରିଛି। ମୃତକ ହେଲେ ଉକ୍ତ ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରିପାଦେରୀ ଗ୍ରାମର ଉଜ୍ଜ୍ୱଳ…

ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଶଙ୍କର: କାର୍ଯ୍ୟର ପ୍ରଥମ ଦିନରେ ଘଟିଲା ଅଘଟଣ

ଦାରିଙ୍ଗବାଡି, ୨୮। ୪ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଲୋହରା ସାହିର ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ…

ଟିଏମ୍‌ସି କର୍ମୀଙ୍କ ଘରୁ ୧୦୦ ବୋମା ଜବତ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

ନୂଆଦିଲ୍ଲୀ,୨୮।୪(ପି.ଟି.): ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗରେ ବେଆଇନ ଭାବେ ଦେଶୀ ବୋମା ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ବାଚନ କମିଶନ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ବିସ୍ଫୋରକ…

ପଟିଆଲା ରେଳ ଲାଇନରେ ବଡ଼ ଧରଣର ବିସ୍ଫୋରଣ, ବଡ଼ ଷଡ଼ଯନ୍ତ୍ରର ସନ୍ଦେହ

ଚଣ୍ଡିଗଡ଼,୨୮।୪: ସୋମବାର ବିଳମ୍ବିତ ରାତିରେ, ପଞ୍ଜାବର ପଟିଆଲା ଜିଲାର ରାଜପୁରା ଏବଂ ଶମ୍ଭୁ ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ ଡେଡିକେଟେଡ୍ ଫ୍ରେଟ୍ କରିଡର (DFCCI) ର ରେଳ ଲାଇନରେ ଏକ ବଡ଼ ବିସ୍ଫୋରଣ ହୋଇଛି…

ଗର୍ଭ ଯନ୍ତ୍ରଣା ହେବାରୁ ସ୍ବାମୀଙ୍କ ସହ ଯାଇଥିଲେ ହସ୍ପିଟାଲ, ଅକସ୍ମାତ ଚାଲିଗଲା ଜୀବନ, ଅଞ୍ଚଳରେ ଚାଞ୍ଚଲ୍ୟ

ଜି.ଉଦୟଗିରି,୨୭।୪(ଚିନ୍ମୟ କୁମାର ସେଠି): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ରାତିରେ ଜଣେ ଗର୍ଭବତୀ ମହିଳାଙ୍କ ଅକସ୍ମାତ୍‌ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ମହିଳା ହେଲେ ଜି.ଉଦୟଗିରି ବ୍ଲକ…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ ସ୍ଥିତି ସୃଷ୍ଟି କରୁଛି। ଏଆଇ ଆଧାରିତ ହ୍ୟୁମାନ୍‌ ଇମେଜ୍‌ ସିନ୍ଥେସିସ୍‌ କୌଶଳ ଭାବେ…

ମିତ୍ର ହେବତ ରୁଷିଆ ପରି! UNରେ ଇରାନକୁ ହାତ ବଢ଼ାଇଲା, ହର୍ମୁଜ ବନ୍ଦ କରିବାର ଅଧିକାର….

ମସ୍କୋ,୨୮ା୪: ବିଶ୍ୱ ରାଜନୀତି କ୍ଷେତ୍ରରେ ରୁଷିଆକୁ ସବୁଠାରୁ ବଡ଼ ମିତ୍ର ଭାବରେ ବିବେଚନା କରାଯାଏ । କେବଳ ଏତିକି ନୁହେଁ ଯେତେବେଳେ ମିତ୍ର କଥା ଆସେ ସେତେବେଳେ ଶେଷ ପର୍ଯ୍ୟନ୍ତ ବନ୍ଧୁ ହୋଇ ରହିଥାଏ । ରୁଷିଆ ପୁଣି ଥରେ ଜାତିସଂଘ…

୨୦୮୫ ବେଳକୁ ବିଶ୍ୱରେ ଘଟିପାରେ ଏମିତି କିଛି: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୮ା୪(ପି.ଟି.):ବିଶ୍ୱ ତାପନ ଜାରି ରହିଲେ ୨୦୮୫ ବେଳକୁ ଜୀବଜଗତର ଏକ-ତୃତୀୟାଂଶ ଅତ୍ୟଧିକ ଚରମ ପାଣିପାଗ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରେ କୁହାଯାଇଛି। ନେଚର ଇକୋଲୋଜି ଆଣ୍ଡ ଇଭଲ୍ୟୁଶନ ନାମକ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ତେବେ…

୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ବାଚସ୍ପତିଙ୍କୁ ଲିଖିତ ଜଣାଇଲା ବିଜେଡି

ଭୁବନେଶ୍ୱର, ୨୮।୪(ସୁନିତ୍‌ ମିଶ୍ର):ଗତ ରାଜ୍ୟ ସଭା ନିର୍ବାଚନରେ ଦଳ ବିପକ୍ଷରେ ଭୋଟ୍‌ ଦେଇଥିବା ୮ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ୍‌ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ, ନବ କିଶୋର ମଲିକ, ଚକ୍ରମଣି କହଁର, ସନାତନ ମହାକୁଡ ଏବଂ ଅରବିନ୍ଦ…

ଚାଦ୍‌ରେ ପାଣି ପାଇଁ ସଂଘର୍ଷ: ୪୨ ମୃତ

ନୂଆଦିଲ୍ଲୀ,୨୮।୪: ପୂର୍ବ ଚାଦ୍‌ରେ ଏକ ଜଳ ଉତ୍ସକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷରୁ ହିଂସାକାଣ୍ଡରେ ୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପରବର୍ତ୍ତୀ ସମୟରେ ଏହି ସଂଘର୍ଷ ପ୍ରତିଶୋଧମୂଳକ ଆକ୍ରମଣର ଏକ ଚକ୍ରରେ ପରିଣତ ହୋଇଥିଲା।…

ପ୍ରତିଶୋଧ ନେଲା RCB: ଭୁବି-ହାଜେଲଉଡ୍‌ଙ୍କ ଆଗରେ DCର ଆତ୍ମସମର୍ପଣ

ନୂଆଦିଲ୍ଲୀ,୨୭ା୪:ବେଙ୍ଗାଲୁରୁରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ପରାଜୟର ପ୍ରତିଶୋଧ ଦିଲ୍ଲୀରେ ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଜୋଶ୍‌ ହାଜେଲଉଡ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ପରେ ଦେବଦତ୍ତ ପଡିକାଲଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ଆରସିବି ୯ ଉଇକେଟରେ ଦିଲ୍ଲୀକୁ ପରାସ୍ତ…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଆକାଉଣ୍ଟ ମ୍ୟାନେଜର ଗିରଫ

ଦେବଗଡ,୨୭।୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ସ୍ଥିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଆକାଉଣ୍ଟ ମ୍ୟାନେଜର ପରମେଶ୍ୱର ନାଏକଙ୍କୁ ଗିରଫ କରିଛି ଦେବଗଡ ପୋଲିସ । ୧୨ ଜଣ ଆଶାୟୀଙ୍କଠାରୁ ୧୫…

ଆଜି ମୋର ଶେଷ ରାଲି, ଶପଥ ଗ୍ରହଣରେ ଦେଖାହେବ: ଭରସା ଦେଇ ଫେରିଲେ ମୋଦି

ବାରାକପୁର,୨୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଆଜି ଶେଷ ହେବାକୁ ଯାଉଛି। ଉତ୍ତର ୨୪ ପରଗଣା ଜିଲାରେ ଅବସ୍ଥିତ ବାରାକପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ‘ବିଜୟ ସଂକଳ୍ପ ରାଲି’ (ବିଜୟ ପ୍ରତିଜ୍ଞା ରାଲି)କୁ ସମ୍ବୋଧିତ କରିଛନ୍ତି।…

ଟ୍ରମ୍ପ୍‌ଙ୍କୁ ଲକ୍ଷ୍ୟ

ମଧ୍ୟପ୍ରାଚ୍ୟ ସଙ୍କଟ ଦୂର କରିବା ଲାଗି ଇରାନ୍‌ ବୈଦେଶିକ ମନ୍ତ୍ରୀ ଅବାସ ଆରାଘାଚି ଆମେରିକୀୟ ପ୍ରତିନିଧି ଦଳ ସହ କଥାବାର୍ତ୍ତା କରିବା ପୂର୍ବରୁ ୨୫ ଏପ୍ରିଲରେ ଇସ୍‌ଲାମାବାଦ ଛାଡ଼ିଦେଇଥିଲେ। ଆମେରିକା ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ନାହିଁ ଓ ଇରାନ୍‌ର ସାମୁଦ୍ରିକ…

ହ୍ବାଇଟ ହାଉସ ଡିନର ସୁଟିଂକୁ ନେଇ ଚମକାଇବା ଭଳି କଥା କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୭।୪: ହ୍ବାଇଟ ହାଉସ କରେସପଣ୍ଡେଣ୍ଟଙ୍କ ରାତ୍ରୀଭୋଜନରେ ଗୁଳିକାଣ୍ଡ ଘଟଣା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିବିଏସ ନ୍ୟୁଜକୁ ଏକ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ ଯେ ଯେତେବେଳେ ଗୁଳିକାଣ୍ଡ ଆରମ୍ଭ ହେଲା, ସେ ଫାଷ୍ଟ ଲେଡି ଅର୍ଥାତ୍‌ ମେଲାନିଆ ଟ୍ରମ୍ପଙ୍କ…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ (୨୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୬ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୫ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୪ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୨ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୧ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୯ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୬ )

View

ରାଜ୍ୟ

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri