Posted inଖେଳ

ପାକିସ୍ତାନକୁ ମୋଟା ଅଙ୍କର ଟଙ୍କା ଦେଲା ଆଇସିସି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୮: ଚାମ୍ପିୟନ୍ସ ଟ୍ରଫି ୨୦୨୫ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ପାକିସ୍ତାନକୁ ୫୮୬ କୋଟି ଟଙ୍କା ଦେଇଛି। ଏଥର ପାକିସ୍ତାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି ଏବଂ ଏହାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲିଛି। ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନୁହେଁ। ତେଣୁ ଶ୍ରୀଲଙ୍କା କିମ୍ବା ୟୁଏଇରେ ଭାରତର ମ୍ୟାଚ ଅନୁଷ୍ଠିତ ହୋଇପାରେ। ଆଇସିସି ବଜେଟ ବଣ୍ଟନ କରିଛି। କିନ୍ତୁ ଏ ସମ୍ପର୍କରେ ସରକାରୀ ସୂଚନା ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।

ଖବର ଅନୁଯାୟୀ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ପ୍ରାୟ ୭୦ ମିଲିୟନ ଡଲାରର ବଜେଟ ଅନୁମୋଦନ କରିଛି। ଆଇସିସିର ନିକଟ ସୂତ୍ରରୁ ପ୍ରକାଶ ଯେ ବିସିସିଆଇ ସଚିବ ଜୟ ଶାହାଙ୍କ ନେତୃତ୍ୱରେ ଆଇସିସିର ଅର୍ଥ ଏବଂ ବାଣିଜ୍ୟ କମିଟି ବଜେଟକୁ ଅନୁମୋଦନ କରିଛି। ଆନୁମାନିକ ବଜେଟ ସହିତ ଅତିରିକ୍ତ ଖର୍ଚ୍ଚ ପାଇଁ ୪.୫ ମିଲିୟନ ଡଲାର ପ୍ରଦାନ କରାଯାଇଛି। ଯଦି ୭ କୋଟି ଡଲାର ଭାରତୀୟ ମୂଲ୍ୟରେ ରୂପାନ୍ତରିତ ହୁଏ ତେବେ ଏହା ପ୍ରାୟ ୫୮୬ କୋଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ସନ୍ଦେହ କରିବାରୁ ପାଣି ଟାଙ୍କିରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା, ପ୍ରେମିକ ଗିରଫ

ହାଇଦ୍ରାବାଦ,୮।୧: ପ୍ରେମରେ ବିଶ୍ୱାସର ଅଭାବ ଏବଂ ସନ୍ଦେହ ଏକ ସମ୍ପର୍କରେ ଏକ ଭୟଙ୍କର ଅନ୍ତ ଘଟାଇଥିଲା। ପ୍ରେମିକର ସନ୍ଦେହରେ ବ୍ୟଥିତ ହୋଇ ୧୯ ବର୍ଷୀୟା ଜଣେ...

ଶୁଭାରମ୍ଭ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ଯୋଜନା, ଛତ୍ରପୁର….

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି ବାଣପୁରରୁ ୩୦ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର...

ପାକିସ୍ତାନକୁ IMFର ଆବଶ୍ୟକତା ପଡ଼ିବ ନାହିଁ? ବଡ଼ ଦାବି କଲେ ଖ୍ବାଜା ଆସିଫ, କିନ୍ତୁ ଏହା ପଛରେ ସତ୍ୟ କ’ଣ ଜାଣନ୍ତୁ

ଇସଲାମାବାଦ,୮।୧: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦାବି କରିଛନ୍ତି ଯେ ପାକିସ୍ତାନକୁ ଆଗାମୀ ଛଅ ମାସ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଠାରୁ...

ହଠାତ ହସ୍ପିଟାଲରେ ଭର୍ତ୍ତି ହେଲେ ଏହି କ୍ରିକେଟର, କରିବାକୁ ପଡିଲା ସର୍ଜରୀ, ଜାଣନ୍ତୁ ବର୍ତ୍ତମାନର ଅପଡେଟ

ନୂଆଦିଲ୍ଲୀ,୮।୧: ଭାରତୀୟ ଷ୍ଟାର କ୍ରିକେଟର ତିଲକ ବର୍ମାଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ...

ଶୋଇବା ସମୟରେ ପାଟିରୁ ଲାଳ ବାହାରୁଛି କି? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

କିଛି ଲୋକ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାନ୍ତି, ସେହିପରି ଆଉ କିଛି ଲୋକ ମୁହଁ ଖୋଲା ରଖି ଶୋଇଥାନ୍ତି। କେତେକ ସମୟରେ, ଶୋଇବା ସମୟରେ ମୁହଁ...

କଳାହାଣ୍ଡି ଘୁମୁରା ଉତ୍ସବ: ବାଦ୍ୟଯନ୍ତ୍ରରେ କେସିଙ୍ଗା କମ୍ପିଲା ସହର, ବ୍ଲକ ଅଧ୍ୟକ୍ଷ-ବିଡିଓଙ୍କୁ…

କେସିଙ୍ଗା,୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପକ୍ଷରୁ ୨୮ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ...

‘ଭାଇ, ଏସବୁ କଣ?’ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଦେଖି ଆଶ୍ଚର୍ଯ୍ୟ ହେଲେ ଅଶ୍ବିନ, କହିଲେ ଏତିକି….

ନୂଆଦିଲ୍ଲୀ,୮।୧: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ସୋସିଆଲ ମିଡିଆରେ ଅଭିଜ୍ଞ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ମନ୍ତବ୍ୟ ସମଗ୍ର କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ...

ସଡ଼କ ଦୁର୍ଘଟଣାରେ ମୃତ ଭିକାରୀଙ୍କ କଣ୍ଟେନରରୁ ମିଳିଲା ୪.୫ ଲକ୍ଷ ଟଙ୍କା, ରହିଛି ବହୁ ବିଦେଶୀ ମୁଦ୍ରା? କାହାକୁ ମିଳିବ ଏହା…

ଥିରୁଭାନନ୍ତପୁରମ,୮।୧: କେରଳର ଆଲାପୁଝାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଭିକାରୀଙ୍କ ମୃତ୍ୟୁ ଘଟିଛି। ଭିକାରୀଙ୍କ ଜିନିଷପତ୍ର ଯାଞ୍ଚ କରିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri