Posted inଖେଳ

ବ୍ୟାଟ୍‌ ପରିବର୍ତ୍ତେ ହାତରେ ରନ୍‌ ପୂରଣ କଲେ ବ୍ୟାଟ୍ସମ୍ୟାନ୍‌: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୭।୧: ସୋସିଆଲ ମିଡିଆରେ ଏକ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ନଜର ଆସିଛନ୍ତି। ରିଜୱାନ ଏପରି କିଛି କରିଥିଲେ, ଯାହାକୁ ସେ ନିଜେ ବିଶ୍ୱାସ କରିପାରି ନ ଥିଲେ। ପାକିସ୍ତାନ ଦଳ ବ୍ୟାଟିଂ କରୁଥିବାବେଳେ ମହମ୍ମଦ ରିଜୱାନ କ୍ରିଜରେ ଥିଲେ। ନ୍ୟୁଜିଲାଣ୍ଡ ପାଇଁ ଷଷ୍ଠ ଓଭର ବୋଲିଂ କରିବାକୁ ଦ୍ରୁତ ବୋଲର ମ୍ୟାଟ ହେନେରୀ ଆସିଥିଲେ। ଏହି ଓଭରର ପଞ୍ଚମ ବଲରେ ମହମ୍ମଦ ରିଜୱାନ ମିଡ ଉଇକେଟ ଆଡକୁ ଖେଳିଥିଲେ, କିନ୍ତୁ ଏହା ପରେ ସେ ଭାରସାମ୍ୟ ହରାଇଥିଲେ। ଭାରସାମ୍ୟ ହରାଇବା ପରେ ମହମ୍ମଦ ରିଜୱାନଙ୍କ ବ୍ୟାଟ ତଳେ ପଡିଯାଇଥିଲା। ସେ ବ୍ୟାଟ ବିନା ରନ ଶେଷ କରିବାକୁ ଦୌଡିଥିଲେ। ଏହା ପରେ ସେ ନିଜ ଗ୍ଲୋଭସ ସହିତ ଭୂମି ସ୍ପର୍ଶ କରି ପ୍ରଥମ ରନ ଶେଷ କରିବାକୁ ଚେଷ୍ଟା କଲେ, ତାପରେ ଦ୍ୱିତୀୟ ରନ ପାଇଁ ଦୌଡିଥିଲେ। ଯଦିଓ ମହମ୍ମଦ ରିଜୱାନ ତାଙ୍କ ଉଇିକେଟ ବଞ୍ଚାଇବାରେ ସଫଳ ହୋଇଥିଲେ ମଧ୍ୟ ସେ ଏକ ବଡ ଭୁଲ କରିଥିଲେ। ଯେତେବେଳେ ସେ ପ୍ରଥମ ରନ ନେବାବେଳେ ଭୂମି ସ୍ପର୍ଶ କରିଥିଲେ, ସେତେବେଳେ ତାଙ୍କ ଗ୍ଲୋଭ୍ସ ଲାଇନରେ କିମ୍ବା ଭିତରେ ନ ଥିଲା। ଏହା ପରେ ଅମ୍ପାୟାର ଏକ ସଟ ରନ ଘୋଷଣା କରିଥିଲେ। ମହମ୍ମଦ ରିଜୱାନ ରିପ୍ଲେରେ ଏସବୁ ଦେଖିବା ପରେ ହସିଥିଲେ।

https://twitter.com/NihariVsKorma/status/1747558341176418466


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ କଟକଣା ଯୋଗୁ ହଟହଟା ଚାଷୀ, ହୋଇପାରୁନି ଧାନ ବିକ୍ରି, ବିଳମ୍ବ ହେଉଛି ରବି ଚାଷ

ବରଗଡ଼,୮।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଏଠାରେ ସର୍ବାଧିକ ଧାନ ଉପତ୍ାଦନ ହେଉଥିବାରୁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଜିଲାର ଚାଷୀଙ୍କ...

୧୦ ଦଫା ଦାବି ନେଇ ବିଦ୍ୟୁତ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍‌ ଆଗରେ ଧାରଣା

ବଲାଙ୍ଗୀର,୮ା୧(ବୀରେନ୍ଦ୍ର କୁମାର ଝାଙ୍କର): ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ଶୋଷଣ ଅଭିଯୋଗରେ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ ବଲାଙ୍ଗୀର ପକ୍ଷରୁ ବୁଧବାର ଟାଟା ପାୱାର କମ୍ପାନୀ ବିରୋଧରେ ବୁଧବାର...

‘ଅପାରଗତାରେ ଭାଜପା ଦେଶରେ ୧ ନମ୍ବର’

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି...

ଏକତରଫା ପ୍ରେମ: ବିବାହ ପରେ ବି ଯୁବତୀଙ୍କୁ ଜୋର କରି ଉଠାଇ ବନ୍ଦି କରି ରଖିଥିଲେ, ଯୁବକଙ୍କୁ…

ମୋହନା, ୭ା୧(ମନ୍ମଥ ମିଶ୍ର)- ପ୍ରେମ ସମ୍ପର୍କକୁ ନେଇ ଗଜପତି ଜିଲା ମୋହନାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୋହନା ପୋଲିସ ଜଣେ ଯୁବକଙ୍କୁ ଚନ୍ଦ୍ରଗିରିରୁ ଗିରଫ କରିଛି।...

Makar Sankranti ୨୦୨୬: ମକର ସଂକ୍ରାନ୍ତିରୁ ମହାଲକ୍ଷ୍ମୀ ରାଜଯୋଗ, ଏହି ୪ ରାଶିର ବ୍ୟକ୍ତି…

ମକର ସଂକ୍ରାନ୍ତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ମଧ୍ୟରୁ ଗୋଟିଏ, ଯାହା ପ୍ରକୃତି ଏବଂ ବ୍ରହ୍ମାଣ୍ଡର ପରିବର୍ତ୍ତନର ପ୍ରତୀକ। ଏହି ପର୍ବ ବିଶ୍ୱରେ ପ୍ରାକୃତିକ...

kathua Encounter: ଜମ୍ମୁ-କାଶ୍ମୀରର କଠୁଆରେ ଏନକାଉଣ୍ଟର, ଫସି ରହିଛନ୍ତି…

ନୂଆଦିଲ୍ଲୀ,୭।୧: ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି । ବିଲ୍ଲାୱାର ଅଞ୍ଚଳର କାମଦ...

ଆୟୁଷ୍ମାନ କାର୍ଡରେ ୧୫ ଲକ୍ଷର ଚିକିତ୍ସା କରାଯାଇପାରିବ କି? ମନରେ ଦ୍ୱନ୍ଦ୍ୱକୁ କରନ୍ତୁ ଦୂର…

ନୂଆଦିଲ୍ଲୀ,୭।୧: ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ପରିସରକୁ ବଢ଼ାଇ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ସମସ୍ତ ବରିଷ୍ଠ...

ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବାପା ଓ ପଡୋଶୀକୁ ହାଣି ହତ୍ୟା

ବାରିପଦା, ୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ କୁଶପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଆକ୍ରମଣରେ ବାପା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri