Odisha Elections 2024
Posted inଖେଳ

କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଏହି ଅଭିନେତାଙ୍କ ପୁଅ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦିଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ କ୍ରିକେଟ ନୁହେଁ, ଅଭିନୟକୁ କ୍ୟାରିୟର ରୂପେ ବାଛିଥିଲେ। କିନ୍ତୁ ତାଙ୍କ ପୁଅ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ଜେଜେଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଇବ୍ରାହିମ୍‌ଙ୍କ ମଧ୍ୟରେ ତାଙ୍କ ଜେଜେଙ୍କ ଝଲକ ଦେଖିବାକୁ ମିଳିଛି। ଇବ୍ରାହିମ୍‌ଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଇବ୍ରାହିମ୍‌ ପ୍ୟାଡ୍‌ ଅପ୍‌ରେ ନେଟ୍ସରେ ପ୍ରାକ୍ସିସ୍‌ କରୁଥିବାର ନଜର ଆସିଛନ୍ତି। ୟୁଜର୍ସ ତାଙ୍କୁ ଜୁନିୟର ପଟୌଦି ଆଖ୍ୟା ଦେଇଛନ୍ତି। ସୂଚନାଯୋଗ୍ୟ, ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦି ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ। ତାଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ ଏବଂ ଝିଅ ସୋହା ଅଲ୍ଲୀ ଖାନ୍‌ ବଲିଉଡ୍‌ରେ କ୍ୟାରିୟର ଗଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟଥର ଆଇପିଏଲ୍‌ ଚାମ୍ପିୟନ୍‌ ହେଲା କୋଲକାତା: ଫାଇନାଲ୍‌ରେ ଏକତରଫା ବିଜୟ

ଚେନ୍ନାଇ,୨୬।୫:ଆଇପିଏଲ ୨୦୨୪ର ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସ ଏକତରଫା ଭାବେ ହାଦ୍ରାବାଦ୍‌କୁ ପରାସ୍ତ କରି ତୃତୀୟଥର ଚାମ୍ପିୟନ୍‌ ହୋଇଛି। ଚେନ୍ନାଇରେ ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ...

ଋଷି ସୁନକ୍‌ଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୨୬ା୫:ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଜୁଲାଇ ୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିବାର ୨ ଦିନ ପରେ ଶାସକ କଞ୍ଜରଭେଟିଭ୍‌...

ଲିଗ୍‌ ଷ୍ଟେଜ୍‌ରେ ହିରୋ, ନକ୍‌ଆଉଟ୍‌ରେ ଜିରୋ: ହାଇଦ୍ରାବାଦ୍‌କୁ ଧୋକା ଦେଲେ ଏହି ଖେଳାଳି

ଚେନ୍ନାଇ,୨୬।୫: ଆଇପିଏଲ୍‌ ୨୦୨୪ର ଫାଇନାଲରେ ଟ୍ରାଭିସ ହେଡ ଏକ ଗୋଲଡେନ୍‌ ଡକ (ପ୍ରଥମ ବଲରେ ଆଉଟ)ରେ ଆଉଟ ହୋଇଥିଲେ। ଫାଇନାଲ ମ୍ୟାଚ୍‌ରେ ହାଇଦ୍ରାବାଦର ଷ୍ଟାର ଓପନର୍‌...

ଜନ୍ମଦିନରେ IPL Final ଖେଳିବେ ଦୁଇ ଆଗଧାଡିର ବ୍ୟାଟ୍ସମ୍ୟାନ, ଜଣେ ଜିତିବେ ଟ୍ରଫି, ଅନ୍ୟଜଣେ ନିଶ୍ଚିତ ହାରିବେ

ନୂଆଦିଲ୍ଲୀ,୨୬।୫: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ସବୁବେଳେ ରୋମାଞ୍ଚକର ହୋଇଥାଏ। ହେଲେ ଏଥର ଏହି ମ୍ୟାଚ ଦୁଇ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି...

ଫାଇନାଲ୍‌ରେ ହାଇଦ୍ରାବାଦ୍‌ ଧରାଶାୟୀ : କୋଲକାତାକୁ ମିଳିଲା ୧୧୪ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୬।୫: ଆଇପିଏଲ୍‌ ୨୦୨୪ର ଗ୍ରାଣ୍ଡ୍‌ ଫିନାଲେରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍‌ ରାଇଡର୍ସକୁ ୧୧୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ସ୍ବର୍ଣ୍ଣ ଜିତିବାରେ ଦୀପା ପ୍ରଥମ ଭାରତୀୟ

ତାସକେଣ୍ଟ,୨୬ା୫: ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ପ୍ରଥମ ଭାରତୀୟ ଭାବେ ଏସିଆନ ସିନିୟର ଚାମ୍ପିୟନଶିପ୍‌ର ମହିଳା ଭଲ୍ଟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୩୦...

ଆଇପିଏଲ୍‌ ଗ୍ରାଣ୍ଡ ଫିନାଲେ: ଟସ୍‌ ଜିତିଲା ହାଇଦ୍ରାବାଦ୍‌

ଚେନ୍ନାଇ,୨୬।୫: ଆଇପିଏଲର ୧୭ତମ ସିଜନର ଫାଇନାଲ୍‌ ମ୍ୟାଚ ଚେନ୍ନାଇର ଚେପାକ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦ ଟସ...

ଆଇପିଏଲ୍‌ ଚାମ୍ପିଅନ୍‌ ଟିମ୍‌ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା: ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ଚେନ୍ନାଇ,୨୬।୫: ଆଇପିଏଲ ୨୦୨୪ର ଫାଇନାଲ୍‌ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଉଭୟଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri