ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୦, ୨୦୨୩ )

ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଦ୍ଵିତୀୟ ଦିନ

 

ଭୁବନେଶ୍ୱର ଜନତା ମୈଦାନରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ମଞ୍ଚରେ ଅନ୍ୟ ଅତିଥିମାନଙ୍କ ସହ ଯୋଗଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ

 

ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ନିଖିଳ ଓଡ଼ିଶା ସ୍ଵେଚ୍ଛାସେବୀ ମହାସଂଘର ପ୍ରଥମ ବୈଠକ ଓ ସମ୍ବର୍ଦ୍ଧନା ସଭା

 

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ସାହିତ୍ୟ ବିଭାଗ ପକ୍ଷରୁ ଫକୀରମୋହନ ସେନାପତିଙ୍କ ରେବତୀ ଗଳ୍ପର ୧୨୫ତମ ଜୟନ୍ତୀ ପାଳନ ଅବସରରେ ବିଭାଗର ଛାତ୍ରୀଛାତ୍ର ଓ ଅଧ୍ୟାପକ ମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟଫାଟକରେ ଥିବା ଶଙ୍ଖ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ଭଞ୍ଜ ଭାରତୀ ପକ୍ଷରୁ ଆୟୋଜିତ କୃଷ୍ଣ କଥା

 

ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପୁରାତନ ଛାତ୍ରୀଛାତ୍ର କଲ୍ୟାଣ ସମିତି ଦ୍ୱାରା ଆୟୋଜିତ ଦଶମ ବାର୍ଷିକ ଉତ୍ସବରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

 

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଇନଫୋସିସ ଫାଉଣ୍ଡେସନ ଓ ଭାରତୀୟ ବିଦ୍ୟାଭବନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷିତ ନାଟକ ‘ମୁଁ ଚକରା କହୁଛି’

 

ଧନତେରାସ ଅବସରରେ କଟକରେ ଏକ ଗହଣା ଦୋକାନରେ ଭିଡ଼

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୧ ଡିସେମ୍ବର, ୨୦୨୫ )

ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ରବିବାର OUAT ପଶୁଚିକିତ୍ସା ମହାବିଦ୍ୟାଳୟ ମଇଦାନରେ କୁକୁର ପ୍ରଦର୍ଶନୀ ଆୟୋଜିତ

ଓଡ଼ିଶା: ଆଜିର ଫଟୋ ( ୨୦ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜ୍ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ, “କୁକୁର ଶୋ”     କଟକ ଅନ୍ନପୁର୍ଣ୍ଣ ରଙ୍ଗମଞ୍ଚରେ ଅନ୍ନପୁର୍ଣ୍ଣ ବି...

ଓଡ଼ିଶା: ଆଜିର ଫଟୋ ( ୧୯ ଡିସେମ୍ବର, ୨୦୨୫ )

ଶୁକ୍ରବାର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ପୂପେଟ ଉତ୍ସବର ସମାପନ ଦିନ ପରିଚାଳିତ ହୋଇଥିଲା ଶୁକ୍ରବାର...

ଓଡ଼ିଶା: ଆଜିର ଫଟୋ (୧୭ ଡିସେମ୍ବର, ୨୦୨୫ )

ଧରିତ୍ରୀର ୫୨ତମ ଜନ୍ମ ଦିବସ ସମାରୋହ ପାଳିତ

ଓଡ଼ିଶା: ଆଜିର ଫଟୋ ( ୧୬ ଡିସେମ୍ବର, ୨୦୨୫ )

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲିଭୋଗ ନୀତି         ବାଣୀବିହାରରେ ଉତ୍ତେଜନା, ପୋଲିସ ମୁତୟନ, ପିଲାମାନେ ନ୍ୟାୟ ପାଇଁ ଗେଟ ଆଗରେ...

ଓଡ଼ିଶା: ଆଜିର ଫଟୋ (୧୪ ଡିସେମ୍ବର, ୨୦୨୫ )

ନାୟୀକା, ବାଲେଶ୍ୱରର କଳାକାର ରବିନ୍ଦ୍ର ମଣ୍ଡପରେ ‘ନାଟ୍ୟଧାରା’ ଆୟୋଜିତ ରବିବାର ଦିନ ‘ଭକ୍ତ ଝୋଲିଆ’ ନାଟକରେ ଅଭିନୟ ପ୍ରଦର୍ଶନ କରିଥିଲେ।

ଓଡ଼ିଶା: ଆଜିର ଫଟୋ ( ୧୩ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶ୍ୱେତପଦ୍ମ ପକ୍ଷରୁ ନାଟକ ‘ନାଗ ବଂଶମ’ ପରିବେଷଣ       ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ୪ର୍ଥ ଜାତୀୟ ଲୋକ ଅଦାଲତ

ଓଡ଼ିଶା: ଆଜିର ଫଟୋ ( ୧୨ ଡିସେମ୍ବର, ୨୦୨୫ )

୧୬ତମ ଭାରତ ମୁନି ମହୋତ୍ସବ କାଲିଙ୍ଗାୟନ ତୌର୍ୟତ୍ରିକମ୍ ଦ୍ୱାରା GKCMରେ ଶୁକ୍ରବାର ଆୟୋଜିତ ହୋଇଛି ପୁରୀ ବେଳାଭୂମିରେ ବେଲ୍ ଅନୁଷ୍ଠାନ ପକ୍ଷରୁ ମହୋଦଧି ଦିବସ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri