Odisha Elections 2024

ଗାୟିକା ଜଶ୍ମିନ୍‌ଙ୍କୁ ହତ୍ୟା ଧମକ ପରେ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୯ା୧୦: ଲୋକପ୍ରିୟ ପଞ୍ଜାବୀ ଗାୟିକା ଜଶ୍ମିନ୍‌ ସାଣ୍ଡଲାସ୍‌ଙ୍କୁ ହତ୍ୟା ଧମକ ମିଳିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଏହି ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା ଜଣାପଡିଛି।

ଜଶ୍ମିନ୍‌ଙ୍କ କର୍ମଚାରୀମାନେ ଏହି ସମ୍ପର୍କରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ପୋଲିସକୁ ଜଣାଇବା ପରେ ହୋଟେଲରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ଫୋନ୍‌କଲ୍‌ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଆମେରିକାରେ ରହୁଥିବା ଜଶ୍ମିନ୍‌ ଶନିବାର ଦିଲ୍ଲୀର ଜବାହରଲାଲ୍‌ ନେହେରୁ ଷ୍ଟାଡିୟମରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପହଞ୍ଚି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କହିଲେ ମନର କଥା: ୟୁପି ନୁହେଁ ଏହି ରାଜ୍ୟରେ ଭାଜପାକୁ ମିଳିବ ସବୁଠାରୁ ଅଧିକ ଆସନ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନ ୨୦୨୪ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁନ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ସହିତ ଭୋଟ ପ୍ରକ୍ରିୟା ଶେଷ...

୪ ଜୁନ ପରେ ଇଣ୍ଡିଆ ମେଣ୍ଟ ଉପରେ ହେବ ଆକ୍ରମଣ, ଏମିତି କାହିଁକି କହିଲେ ମନୋଜ

ପାଟନା,୨୮।୫: ସପ୍ତମ ପର୍ଯ୍ୟାୟ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଜୁନ ୧ ରେ ୮ଟି ରାଜ୍ୟର ୫୭ ଟି ଲୋକ ସଭା...

ବ୍ୟାଟେଲ ଅଫ ବାରାଣସୀ: କେନ୍ଦ୍ରୀୟ ମନ୍ତ୍ରୀଙ୍କ ଫୌଜ, ମୁଖ୍ୟମନ୍ତ୍ରୀଙ୍କଠାରୁ ଷ୍ଟାର ପ୍ରଚାରକଙ୍କ ପର୍ଯ୍ୟନ୍ତ ଅସମ୍ଭବ ଭିଡ

ବାରାଣସୀ,୨୮।୫: ଏବେ ମହାଦେବଙ୍କ ସହର କାଶୀ (ବାରାଣାସୀ) ରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି। ଆପଣ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତାମାନଙ୍କୁ ଏଠାରେ...

‘୮୦୦୦ଟଙ୍କାର ଟି-ସାର୍ଟ ପିନ୍ଧି ଗରିବଙ୍କ ମଜା ଉଡାଉଛ’, ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କଲା ଭାଜପା

କୋଲକାତା,୨୮।୫: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀଙ୍କୁ ଘୂର୍ଣ୍ଣିବାତ୍ୟା ରେମଲ ରିଲିଫ ଶିବିର ଗସ୍ତ ସମୟରେ ୮ହଜାର ଟଙ୍କା...

ରାମ ରହିମଙ୍କୁ ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି

ପଞ୍ଚକୁଲା,୨୮।୫: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।...

୪୦୦ ଆସନ କାହିଁକି ଚାହୁଁଛି ଭାଜପା? ଥରୁର କଲେ ବଡ ଦାବି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ୨୦୨୪ର ଛଅଟି ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ସମସ୍ତ ଦଳ ଅନ୍ତିମ ଅର୍ଥାତ୍‌ ସପ୍ତମ ପର୍ଯ୍ୟାୟ ନିର୍ବାଚନର ପ୍ରସ୍ତୁତିରେ ବ୍ୟସ୍ତ...

ଭାଜପାକୁ ମିଳିବ ୨୦୦ ଆସନ, ସେଥିପାଇଁ…: ସଲମାନ କୁର୍ଶିଦଙ୍କ ଆକଳନ

ନୂଆଦିଲ୍ଲୀ,୨୮।୫: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ କୁର୍ଶିଦ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ନେଇ ଏକ ବଡ଼ ଭବିଷ୍ୟବାଣୀ...

ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri