Posted inଖେଳ

ଆର୍‌ସିବି ଆଗରେ ୨୦୫ ରନ୍‌ର ଟାର୍ଗେଟ୍‌

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୯ତମ ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୦୪ ରନ୍‌ କରିଛି। ଫଳରେ ଆର୍‌ସିବି ଆଗରେ୨୦୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି କୋଲକାତା।

କୋଲକାତାର ଦୁଇ ଓପନର ରହମାନୁଲ୍ଲା ଗୁରୁବାଜ ଭେଙ୍କଟେଶ ଆୟର ବ୍ୟାଟିଂ କରିବାକୁ ଆସି ପ୍ରାରମ୍ଭିକ ଷ୍ଟାଟ୍‌ ଦେଇଥିଲେ। ଦଳର ୨୧ ନର୍‌ରେ ଭେଙ୍କଟେଶ ୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ ରହମାନୁଲ୍ଲା ଧର୍ଯ୍ୟର ସହ ବ୍ୟାଟିଂ କରି ୪୪ ବଲରେ ୬ ଚଉକ୍କା ଏବଂ ୩ ଛକ୍କାା ବଳରେ ୫୭ ରନ୍‌ କରିଥିଲେ। ସେହିପରି ରିଙ୍କୁ ସିଂହ ୪୬ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିସଂ ଖେଳିଥିଲେ। ହେଲେ ଶାର୍ଦ୍ଦୁଳ ଠାକୁର ବିସ୍ଫୋରକ ବ୍ୟାଟିଂ କରି ୨୯ ବଲ୍‌ରେ ୯ ଚଉକ୍କା ଏବଂ ୩ଟି ଛକ୍କା ସହାୟତାରେ ୬୮ ରନ୍‌ କରିଥିଲେ। ଫଳରେ କୋଲକାତା ୨୦୪ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଆର୍‌ସିବି ପକ୍ଷରୁ ଡେଭିଡ୍‌ ଓ୍ବିଲି ଏବଂ କରନ୍‌ ଶର୍ମା ୨ଟି ଲେଖାଏଁ ଉଇକେଟ ନେଇଥିବା ବେଳେ ସହମ୍ମଦ ରିରାଜ, ମାଇକେଲ୍‌ ବ୍ରେସଓ୍ବେଲ୍‌ ଏବଂ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଶୁଟ୍‌କେସ୍‌ରେ ବନ୍ଧୁକ ଧରି ବୁଲୁଛି…ଖୋଲାଖୋଲି ଧମକ ଦେଲେ ଈଶାନ୍ତ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୧।୫: କିମ୍ବଦନ୍ତୀ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଏବେ ଆଇପିଏଲ୍‌ ୨୦୨୪ରେ ନିଜର ଦମ୍‌ ଦେଖାଉଛନ୍ତି। ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ବେଳେ...

ମୁଣ୍ଡରେ ବୋତଲ ବାଜି ଜୋକୋଭିଚ୍‌ ଆହତ

ରୋମ୍‌,୧୧ା୫: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଟେନିସ୍‌ ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ମୁଣ୍ଡରେ ବୋତଲ ବାଜି ଆହତ ହୋଇଛନ୍ତି। ଇଟାଲିଆନ୍‌ ଓପନର...

ଅବସର ଘୋଷଣା କଲେ କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ

ନୂଆଦିଲ୍ଲୀ,୧୧।୫: ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ ଦଳର କିମ୍ବଦନ୍ତୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ। ଲର୍ଡସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଂଲଣ୍ଡର ଉଦଘାଟନୀ...

ମ୍ୟାଚ୍‌ ଜିତି ବି ଜରିମାନା ଗଣିଲେ ଗୁଜରାଟ ଟାଇଟନ୍ସ ଅଧିନାୟକ, ଖେଳାଳି; ଜାଣନ୍ତୁ…

ଅହମ୍ମଦାବାଦ,୧୧।୫: ଆଇପିଏଲ୍‌ ୨୦୨୪ରେ ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଫଳରେ ଦଳ ପ୍ଲେଅଫ୍‌ରେ ନିଜର ଆଶା ଏବେ...

ଋଷଭ ପନ୍ତ ଗୋଟିଏ ମ୍ୟାଚ୍ ନିଲମ୍ବିତ, ବଡ଼ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା

ନୂଆଦିଲ୍ଲୀ,୧୧।୫: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ନିଲମ୍ବନ ଏବଂ ୩୦...

ମାଇକେଲ କ୍ଲାର୍କଙ୍କ ବଡ଼ ବୟାନ…ଏହି ଖେଳାଳିଙ୍କ ଦୟାରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ମିିଳିଛି ସୁଯୋଗ

ନୂଆଦିଲ୍ଲୀ,୧୧।୫: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଚୟନ ହୋଇଥିବା ଭାରତୀୟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବାକୁ ନେଇ ବଡ଼...

ମୋର କ’ଣ ଅଛି, ଏହା ମୋର ଶେଷ…ରୋହିତ ଶର୍ମାଙ୍କ ଭିଡିଓ ଭାଇରାଲ… 

ନୂଆଦିଲ୍ଲୀ,୧୧।୫: ମୁମ୍ବାଇ ଇଣ୍ଡିଆନ୍ସରେ ସବୁକିଛି ଠିକ୍‌ ଚାଲିନାହିଁ। କାରଣ ସୋସିଆଲ ମିଡିଆରେ ଅଭିଷେକ ନାୟର ଏବଂ ମୁମ୍ବାଇର ପୂର୍ବତନ ଅଧିନାୟକ ହିଟ୍‌ମାନଙ୍କ  ଯେଉଁ ଭିଡିଓ ଭାଇରାଲ...

ପୁଣି ହୃଦୟ ଜିତିଲେ ଧୋନି, ସିକ୍ୟୁରିଟିଙ୍କୁ ଚକମା ଦେଇ ପଡିଆ ଭିତରକୁ ପଶି ଧୋନିଙ୍କ ପାଦ ଛୁଇଁଲେ ପ୍ରଶଂସକ, ମନ କିଣୁଛି ଭିଡିଓ

ନୂଆଦିଲ୍ଲୀ,୧୧।୫: କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ ଫଲୋଇଂ କାହାକୁ ଅଛପା ନାହିଁ। ଯଦି ଏମଏସ ଧୋନି ଭାରତର ଯେକୌଣସି କୋଣରେ ପହଞ୍ଚନ୍ତି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri