Odisha Elections 2024

‘ପୁଷ୍ପା-୨’ରେ ନଜର ଆସିବେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ‘ପୁଷ୍ପା-ଦ ରାଇଜ’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ‘ପୁଷ୍ପା’ର ପୁରା ଟିମ୍‌ ଫିଲ୍ମ ରିଲିଜ ପାଇଁ ରୁଷିଆରେ ପହଞ୍ଚିଛି। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ ସାମିଲ ଅଛନ୍ତି। ଅନ୍ୟପଟେ ପ୍ରଶଂସକମାନେ ବେଶ୍‌ ଉତ୍ସାହର ସହିତ ପୁଷ୍ପାର ଦ୍ୱିତୀୟ ଭାଗକୁ ଅର୍ଥାତ୍‌ ‘ପୁଷ୍ପା-ଦ ରୁଲ’କୁ ଅପେକ୍ଷା କରିଛନ୍ତି। ଖବର ଅନୁଯାୟୀ, ରୁଷିଆରୁ ଫେରିବା ପରେ ଅଲ୍ଲୁ ଅର୍ଜୁନ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଇତିମଧ୍ୟରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଯେ, ପୁଷ୍ପା-୨ରେ ଆଉ ଜଣେ ନୂଆ କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ। ଫିଲ୍ମ ନିର୍ମାତା ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ବ୍ଲକବଷ୍ଟର ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ଖଳନାୟକ ସଜ୍ଜଦ ଡେଲାଫ୍ରୁଜଙ୍କୁ ସାଇନ କରିବାକୁ ମନବୋଳଇଛନ୍ତି। ଏହି ଫିଲ୍ମରେ ସଜ୍ଜଦ ଡେଲାଫ୍ରୋଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି ବୋଲି ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ନିର୍ମାତାଙ୍କ ଝିଅ ସହ କାମ କରିବେ ଅମୀରଙ୍କ ପୁଅ

ମୁମ୍ବାଇ: ‘ମହାରାଜ’ ଏବଂ ସାଇ ପଲ୍ଲବୀଙ୍କ ସହିତ ଅନ୍‌ଟାଇଟେଲ୍ଡ ଫିଲ୍ମ ସମେତ ତାଙ୍କର ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ସମାପ୍ତ କରିବା ପରେ ଅମୀର ଖାନଙ୍କ ପ୍ରତିଭାବାନ...

ବୋର୍ଡ ଅଛି, ପାଠ ପଢ଼… ଟ୍ରୋଲରଙ୍କୁ ଦଶମରେ ୮୩% ନମ୍ବର ରଖି ଜବାବ ଦେଲେ ‘ମୁନ୍ନି’

ବମ୍ବେ: ସଲମାନ ଖାନ୍‌ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନି ଭୂମିକାରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ଅଭିନେତ୍ରୀ ହର୍ଷାଳି ମଲହୋତ୍ରା। ଏବେ ସେ ବଡ଼ ହୋଇଥିବା...

ଓଡ଼ିଶା ଆସୁଛନ୍ତି ହେମାମାଳିନୀ

ଭୁବନେଶ୍ୱର,୧୫ା୫: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। କେନ୍ଦ୍ରରୁ ଓଡ଼ିଶାକୁ ଭାଜପାର ହେଭିଓ୍ବେଟ୍‌ ନେତା ଘନଘନ ପ୍ରଚାରରେ ଆସୁଛନ୍ତି।  ବଲିଉଡ୍‌ ଅଭିନେତ୍ରୀ ତଥା...

ଉତ୍କଣ୍ଠା ବଢ଼ାଇଲା ‘ଚନ୍ଦୁ ଚାମ୍ପିୟନ’; କାର୍ତ୍ତିକଙ୍କୁ ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ରିଲିଜ ହୋଇଛି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର। ଏଥିରେ ଅଭିନେତାଙ୍କ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି।...

‘ଉଚ୍ଚତା କମ୍‌ ବୋଲି କ’ଣ ବିବାହ କରିବା ମନା’; ଟ୍ରୋଲରଙ୍କୁ ରାଗରେ ଏଭଳି କହିଲେ ଅବ୍ଦୁ…

ବମ୍ବେ: ନିର୍ବନ୍ଧ ଫଟୋ ଶେୟାର କରିବା ପରଠାରୁ ଟ୍ରୋଲ ହେଉଛନ୍ତି ବିଗ୍‌ ବସ୍‌ ଫେମ୍‌ ଅବ୍ଦୁ ରୋଜିକ୍‌। ଅନେକେ ତାଙ୍କ ଖୁସିରେ ଖୁସି ହୋଇ ଶୁଭେଚ୍ଛା...

୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ...

କଙ୍ଗନାଙ୍କୁ ପରାଜୟ ଭୟ: ନାମାନଙ୍କ ପତ୍ର ଦାଖଲ ପରେ ଏମିତି କହିଲେ…

ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କର ପୂର୍ବତନ ହିମାଚଳ...

ଭିଡୁ କହି ଆଉ ଜ୍ୟାକି ଶ୍ରଫଙ୍କୁ କେହି କରିପାରିବେନି ନକଲ? ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଅଭିନେତା

ନୂଆଦିଲ୍ଲୀ,୧୪।୫: ବଲିଉଡର ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା । ତାଙ୍କରଷ୍ଟାଇଲ ଏବଂ କଥାବାର୍ତ୍ତା କରିବାର ଶୈଳୀ ଯାହା ତାଙ୍କୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri