ଏପରି ଭୁଲ୍‌ କରୁଛନ୍ତି କି? ବଢ଼ିପାରେ ସୁଗାରର ମାତ୍ରା

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ। ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ କଟକଣା କରାଯାଇଥାଏ। ଖାଦ୍ୟପେୟ ବା ଡାଏଟ୍‌ରେ ଅଳ୍ପ କିଛି ଭୁଲ ଶରୀରରେ ରକ୍ତ ଶର୍କରା ଅନିୟନ୍ତ୍ରିତ କରାଇ ବିଭିନ୍ନ ସମସ୍ୟା ସୃଷ୍ଟି କରି ଥାଏ, ଯାହା ବେଳେ ବେଳେ ବେଳେ ଗମ୍ଭୀର ରୂପ ନେଇଥାଏ।
ତେବେ ଜାଣନ୍ତୁ ଏ ସମ୍ପର୍କରେ…..

ଜଳଖିଆ:

ମଧୁମେହ ରୋଗୀ ସକାଳ ଜଳଖିଆ ଖାଇବା ଜରୁରୀ। ଏହା ଦିନ ତମାମ ଖାଦ୍ୟ ମଧ୍ୟରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଠିକ ସମୟରେ ଖାଦ୍ୟ ଖାଇବା ଯୋଗୁ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ। ଯଦି ସମୟ ଅଭାବରୁ ଜଳଖିଆ ଖାଉ ନାହାନ୍ତି ବା ଖାଇବାକୁ ଭୁଲିଯାଉଛନ୍ତି। ତେବେ ଏହି ଭୁଲ ରକ୍ତ ଶର୍କରାକୁ ବୃଦ୍ଧି କରିଥାଏ।

ନିୟମିତ ଯାଞ୍ଚ: ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ଜରୁରୀ। ଏ ନେଇ ନିୟମିତ ଯାଞ୍ଚର ଆବଶ୍ୟକତା ରହିଛି। ଏପରି କରିବା ଫଳରେ ଯଦି ସୁଗାର ସ୍ତର ବୃଦ୍ଧି ହେଉଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହାକୁ ଅଣଦେଖା କରନ୍ତୁ ନାହିଁ।

ସୁସ୍ଥ ଖାଦ୍ୟ

ଖାଦ୍ୟରେ ସୁଗାର ମାତ୍ରା ମଧୁମେହ ରେଗୀଙ୍କୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ, ସୁଗାର ମାତ୍ରା କମ କରିବା ଲାଗି ଖାଦ୍ୟରେ ପରିବର୍ତ୍ତନ ଆଣିବା ଉଚିତ। ଖାଦ୍ୟରେ ଏପରି କିଛି ଜିନିଷ ସାମିଲ କରନ୍ତୁ ଯାହା ମଧୁମେହକୁ ନିୟନ୍ତ୍ରଣ କରିବ। କାରଣ ବେଳେ ବେଳେ କିଛି ଭୁଲ ଖାଦ୍ୟ ଏହାର ମାତ୍ରାକୁ ବୃଦ୍ଧି କରାଇଥାଏ।

ଯଥେଷ୍ଟ ନିଦ

କମ ନିଦ ହେତୁ ରକ୍ତରେ ଶର୍କରା ସ୍ତର ମଧ୍ୟ ବୃଦ୍ଧି ପାଇପାରେ। ମାତ୍ର ଦୈନନ୍ଦିନ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଲାଗି ଯଥେଷ୍ଟ ସମୟ ଶୋଇପାରି ନ ଥାଉ, ଯେଉଁ ଭୁଲ ମଧୁମେହକୁ ବୃଦ୍ଧି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri