Posted inଖେଳ

ଇଂଲଣ୍ଡ ଦଳର ଘା’ରେ ଚୂନ ଲଗାଇଲେ ନିଜ ଦେଶର କ୍ରିକେଟର୍‌, କହିଲେ ଏମିତି

ଲଣ୍ଡନ,୨୨।୮: ଭାରତ ବିପକ୍ଷରେ ଇଂଲଣ୍ଡ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ହାରିବା ପରେ ଘରୋଇ ଦଳକୁ ପ୍ରଦର୍ଶନ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଦଳର ଭୁଲକୁ ପଦାକୁ ଆଣିବା ପାଇଁ କୌଣସି ସୁଯୋଗ ଛାଡି ନାହାଁନ୍ତି। ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ପରେ ଡେଭିଡ ଗାୱାରଙ୍କ ପରେ ଏବେ ପୂର୍ବତନ ଅଧିନାୟକ ମାଇକେଲ ଆଥର୍ଟନ ମଧ୍ୟ ଇଂଲଣ୍ଡ ଦଳକୁ ସମାଲୋଚନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଇଂଲଣ୍ଡ ଯେଉଁ ପ୍ରକାର ଖେଳ ପ୍ରଦର୍ଶନ କରିଛି ତାହା ଦେଖାଯାଉଛି ଯେ ଏହି ଦଳ ୦-୨ ପଛରେ ରହିବା ଉଚିତ୍ତ। ଆଥର୍ଟନ ଏକ ସ୍ତମ୍ଭରେ ଲେଖିଛନ୍ତି ଯେ ଯଦି ନଟିଂହାମରେ ବର୍ଷା ହୋଇନଥାନ୍ତା ତେବେ ଟିମ ଇଣ୍ଡିଆ ସିରିଜରେ ୨-୦ ଆଗରେ ରହିଥାନ୍ତା।
ଆଥର୍ଟନ କହିଛନ୍ତି, ଲର୍ଡସ ଟେଷ୍ଟର ପଞ୍ଚମ ଦିନରେ ଇଂଲଣ୍ଡ ଦଳ ଯେଉଁ ପ୍ରକାର ଖେଳ ପ୍ରଦର୍ଶନ କରିଥିଲା ତାହା ମୂର୍ଖତାଠାରୁ କମ ନୁହେଁ। ସେହି ମ୍ୟାଚରେ ଭାରତ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି। ଟିମ ଇଣ୍ଡିଆ କିପରି ଭାବରେ ସେମାନଙ୍କ ଖେଳର ଗତି ଏବଂ ଲର୍ଡସରେ ଜିତିବାର ଉତ୍ସାହ ଦେଖାଇଲା। ଟିମ ଇଣ୍ଡିଆ କେଉଁ ପ୍ରକାରର କୌଶଳକୁ କଠିନ ମୁହୂର୍ତ୍ତରେ ଦେଖାଇଲା ତାହା ସ୍ପଷ୍ଟ ହୋଇଛି ଯେ ନଟିଂହାମ ଟେଷ୍ଟର ଫଳାଫଳ କ’ଣ ହୋଇଥାନ୍ତା। ଯଦି ନଟିଂହାମରେ ବର୍ଷା ହୋଇ ନ ଥାନ୍ତା ତେବେ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri