JioFiber କନେକ୍ସନ କାଟି AirFiberକୁ ସୁଇଚ୍‌ କରିବାକୁ ଚାହୁଁଛନ୍ତି କି? ହୋଇଯିବ ୧୦୦୦ ଟଙ୍କାର କ୍ଷତି, ଜାଣନ୍ତୁ କିଭଳି?  

ନୂଆଦିଲ୍ଲୀ,୧୨।୨: ବହୁତ ଘରେ JioFiber କନେକ୍ସନ ଲଗାଇଥିଲେ,  ଯାହାକୁ ଆପଣ ଏବେ ବନ୍ଦ କରି AirFiberକୁ ସୁଇଚ୍‌ କରିବାକୁ ଚାହୁଁଛନ୍ତି କି? ଏହି ପରିସ୍ଥିତିରେ ଆପଣଙ୍କର ୧୦୦୦ ଟଙ୍କାର କ୍ଷତି ହୋଇପାରେ। ଏଣୁ ପୁରୁଣା ଜିଓ ଫାଇବର କନେକ୍ସନ ବନ୍ଦ କରି ନୂତନ ଏୟାର ଫାଇବର କନେକ୍ସନ୍‌ ନେବା ପୂର୍ବରୁ, ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ।
ଏୟାର ଫାଇବର ସଂଯୋଗ ନେବା ସମୟରେ ଆପଣ ଯେଉଁ ୧୫୦୦ ଟଙ୍କା ଦେୟ କରିଥିଲେ ତାହାର ବିଲ ଆପଣ ପାଇଥିବେ। ସେହି ବିଲରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ୧୫୦୦ ଟଙ୍କା ମଧ୍ୟରୁ ୧୦୦୦ ଟଙ୍କା ଇନ୍‌ଷ୍ଟାଲେଶନ୍‌(ସଂସ୍ଥାପନ) ଚାର୍ଜ ଭାବରେ ନିଆଯିବ। ଯଦି ଆପଣ Jio Fiber କନେକ୍ସନ୍‌  ସ୍ଥାପନ କରିବା ସମୟରେ ୧୫୦୦ ଟଙ୍କାର ସୁରକ୍ଷା ଜମା ଦେଇଛନ୍ତି, ତେବେ Air Fiberକୁ ସୁଇଚ୍‌ କରିବା ପରେ ଆପଣଙ୍କୁ କେବଳ ୫୦୦ ଟଙ୍କା ଫେରସ୍ତ କରାଯିବ।
ଜିଓ ଫାଇବର କନେକ୍ସନ୍‌ ପାଇଁ ୫୦୦ ଟଙ୍କାର ସୁରକ୍ଷା ରାଶି କେବେ ଫେରସ୍ତ ଆସିବ? ଯଦି ଏହି ପ୍ରଶ୍ନ ମନରେ ଆସୁଛି ତେବେ ଆସନ୍ତୁ ଜାଣିବା। ଜିଓ ଷ୍ଟୋରରୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ କେହି ଜିଓ ଫାଇବର କନେକ୍ସନ୍‌  ବନ୍ଦ କରିବାକୁ ଅନୁରୋଧ କରିବେ, ସେତେବେଳେ ଆପଣଙ୍କୁ ଆପଣଙ୍କର ଟଙ୍କା ଫେରସ୍ତ ମିଳିଯିବ।
ଜିଓ ଫାଇବର ବିଚ୍ଛିନ୍ନ କରିବା ପାଇଁ ଅନୁରୋଧ ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯାଏ ଏବଂ ଆପଣଙ୍କ ଘରୁ ଡିଭାଇସ ସଂଗ୍ରହ କରାଯାଏ। ପୁରୁଣା ଜିଓ ଫାଇବର ଡିଭାଇସ ସଂଗ୍ରହ କରିବା ପରେ, କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କ ମାଇ ଜିଓ ଆକାଉଣ୍ଟରେ ୫୦୦ ଟଙ୍କାର ଭାଉଚର୍‌ କ୍ରେଡିଟ କରାଯାଏ।
କିଏ ଏୟାରଫାଇବର କନେକ୍ସନ୍‌ ପାଇବେ ନାହିଁ?
Jio ଷ୍ଟୋରରେ ଦିଆଯାଇଥିବା ସୂଚନାନୁଯାୟୀ ଯାହାଙ୍କ ନାମରେ Jio Fiber ସଂଯୋଗ ପୂର୍ବରୁ ଘରେ ଚାଲୁଛି, ସେ ତାଙ୍କ ନାମରେ Jio AirFiber ସଂଯୋଗ ନେଇପାରିବେ ନାହିଁ। ଏହାର ଅର୍ଥ ହେଉଛି ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ତାଙ୍କର ଆଇଡି ଏବଂ ମୋବାଇଲ ନମ୍ବର ବ୍ୟବହାର କରି Jio AirFiber ସଂଯୋଗ ପାଇଁ ଅନୁରୋଧ ଦାଖଲ କରିବାକୁ ପଡିବ।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri