ପଞ୍ଚମ ଶ୍ରେଣୀ ବହିରେ ଗୁରୁତର ତ୍ରୁଟି: ଅଭିଯୋଗ ଉଠାଇଲେ ଶିକ୍ଷାବିତ୍‌

ଭୁବନେଶ୍ୱର,୧୨ା୫(ସୁଚିସ୍ମିତା ସାହୁ):ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ବଦଳିଛି। ହେଲେ ଏଯାଏ ପାଠ୍ୟ ପୁସ୍ତକ ସବୁ ପିଲାଙ୍କ ପାଖରେ ପହଞ୍ଚତ୍ପାରି ନ ଥିବାବେଳେ ପଞ୍ଚମ ଶ୍ରେଣୀର ‘ବିଚିତ୍ର ଆମ ବିଶ୍ୱ’ ବହିରେ ତ୍ରୁଟି ସାମ୍ନାକୁ ଆସିଛି, ଯାହାକୁ ନେଇ ଶିକ୍ଷାବିତ୍‌, ଅଭିଭାବକ ଓ ବୁଦ୍ଧିଜୀବୀମାନେ ଅଭିଯୋଗ ଉଠାଇଛନ୍ତି। ଉକ୍ତ ବହିର ପୃଥିବୀ ଆମ ବାସସ୍ଥାନ ବିଷୟର ଦ୍ୱିତୀୟ ପାରାର ଶେଷ ଲାଇନ୍‌ରେ ଲେଖାଯାଇଛି, ‘ଶୁଭ୍ରାଂଶୁ ଶୁକ୍ଳା ଜୁଲାଇ ୨୦୨୫ ମସିହାରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନକୁ ଯାଇଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ’। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଯିଏ ଅଛନ୍ତି ୨୦୨୫ ମସିହାରେ ସେ ମଧ୍ୟ ଥିଲେ। କିନ୍ତୁ ତତ୍କାଳୀନ କାହିଁକି ଲେଖାଯାଇଛି ଓ ଏହା ଅନୁଚିତ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟଥର ଲାଗି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ, ମୋଦିଙ୍କ ସହ ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା

ଗୁଆହାଟି,୧୨।୫: ଆସାମରେ, ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସକାଳ…

ତୈଳ ସଙ୍କଟକୁ ନେଇ ବିଗିଡିଲାଣି ଅନେକ ଦେଶର ସ୍ଥିତି, ଭାରତକୁ ନେଇ ଇରାନ କହିଲା ଗୁରୁତ୍ୱପୂର୍ଣ୍ଣ କଥା

ତେହରାନ,୧୨।୫: ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁ ବିଶ୍ୱ ଯୋଗାଣ ଶୃଙ୍ଖଳା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ଇରାନ ଏହି…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ୧୫ ଦିନ ଭିତରେ ହେବ…

ଚେନ୍ନାଇ,୧୨।୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ, ଥାଲାପତି ବିଜୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ ଷ୍ଟାଣ୍ଡର ୫୦୦ ମିଟର…

ସାନି ଆବେଦନ ପାଇଁ ମମତାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨ା୫(ପି.ଟି.): ପଶ୍ଚିମବଙ୍ଗର ୩୧ଟି ନିର୍ବାଚନମଣ୍ଡଳୀରେ ସଦ୍ୟସମାପ୍ତ ନିର୍ବାଚନରେ ବିଜୟ ବ୍ୟବଧାନ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ କଟିଥିବା ଭୋଟର ସଂଖ୍ୟାଠାରୁ କମ୍‌ ବୋଲି ଦାବି…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଏହିସବୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଏମ୍‌ପି

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ସୋମବାର ଭୁବନେଶରସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ସେ ବରଗଡ଼ ସଂସଦୀୟ କ୍ଷେତ୍ରର…

ମୁଣ୍ଡରେ ପଗଡ଼ି ଭିଡ଼ି ଟ୍ରାକ୍ଟର ଚଳାଇଲେ ବିଧାୟକ: ଆଉ ତା’ପରେ ଘଟିଲା…

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିରେ ଏହାର ଶୁଭାରମ୍ଭ କରିବା ଅବସରରେ ପୂଜାପାଠ କରିବା…

ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ, ୧୨ ଆହତ

ରାଜଗଡ଼,୧୨।୫: ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ପାଚୋର ସହରରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ସହରର ମଧ୍ୟଭାଗରେ ଅବସ୍ଥିତ ଚୁନ୍ନାଲାଲ-ମୁନ୍ନାଲାଲ ଭାରତ ପେଟ୍ରୋଲ ପମ୍ପରେ ସୋମବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri