Posted inଖେଳ

କ୍ଷତ ଚିହ୍ନ ଦେଖାଇ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କଲେ କୃନାଲ, କ୍ୟାପଶନରେ ଲେଖିଲେ…

ନୂଆଦିଲ୍ଲୀ,୧୨ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ରବିବାର ମୁମ୍ୱାଇ ବିପକ୍ଷରେ ୭୩ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ଦଳକୁ ଜିତାଇବା ପରେ ନିଜ କ୍ଷତ ଚିହ୍ନ ଦେଖାଇଛନ୍ତି।

ରାୟପୁରର ଚ୍ୟାଲେଞ୍ଜିଂ ପିଚ୍‌ରେ ୧୬୭ ରନର କଷ୍ଟକର ଟାର୍ଗେଟକୁ ଆର୍‌ସିବି ପିଛା କରୁଥିବା ବେଳେ ସିନିୟର ପାଣ୍ଡ୍ୟା ତାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଥିଲେ। କ୍ରାମ୍ପ୍ସ କାରଣରୁ ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ସେ ୪୬ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୫ ଛକା ସହିତ ୭୩ ରନ କରିଥିଲେ।

ମ୍ୟାଚ୍‌ ପରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ପେଟରେ ହୋଇଥିବା କ୍ଷତଚିହ୍ନକୁ ପ୍ରଦର୍ଶିତ କରୁଛନ୍ତି। ଏହାର କ୍ୟାପଶନରେ ‘କିଛି କ୍ଷତ ଚିହ୍ନ ପ୍ରମାଣ ଯେ, ଏହା ପାଇଁ ଲଢ଼ିବା ଯଥାର୍ଥ ଥିଲା’ ବୋଲି ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

NEET UG ପରୀକ୍ଷା ବାତିଲ: ଆଗକୁ କ’ଣ ହେବ? ଛାତ୍ରୀଛାତ୍ରଙ୍କୁ ପୁଣି ଥରେ ଆବେଦନ କରିବାକୁ ପଡିବ କି? ପୂର୍ବ ପଞ୍ଜୀକରଣ ବୈଧ ରହିବ କି? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୫: NEET ପେପର୍‌ ଲିକ ଦୁର୍ନୀତି ସମ୍ପର୍କରେ, ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଛି। ହଁ, NEET UG ପରୀକ୍ଷା ବିଶେଷକରି NEET UG 2026…

୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବି: ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ପାଟଣା, ୧୨।୫ (ବୀର କିଶୋର ଦାଶ) : ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” ଅବସରରେ ମଙ୍ଗଳବାର ଏକ…

ଟ୍ୟୁସନ ଯାଇ ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ, ସାଙ୍ଗ ସହ…

ପାଟକୁରା,୧୨।୫(ରବୀନ୍ଦ୍ର ନାଥ ବାରିକ ): ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ତଥା କୁଦାନଗରୀ ଥାନା ଅଂଚଳର ଗୋଟିଏ ହାଇସ୍କୁଲରେ…

ଗୋପାଳପୁର–ରାୟଗଡ଼ା ରେଳ ଲାଇନ: ସର୍ଭେ ରିପୋର୍ଟକୁ ପରିବର୍ତ୍ତନ କରି ଚାଲିଛି ଯୋଜନାବଦ୍ଧ …

ଦିଗପହଣ୍ଡି, ୧୨।୫ (ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି ଗ୍ରାମର ଗୋପାଳ ସମାଜ କୋଠଘର ପରିସରରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର…

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୋଡରେ ବିଜୟ, ମଦକୁ ନେଇ କଲେ ବଡ଼ ଘୋଷଣା

ଚେନ୍ନାଇ,୧୨।୫: ପଶ୍ଚିମବଙ୍ଗ ପରି, ତାମିଲନାଡୁରେ ଏକ ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିଛି । କାର୍ଯ୍ୟ ଆରମ୍ଭରୁ ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ନେବା…

ନାହିଁ ବିଶ୍ରାମାଗାର, ଖରାରେ ଛଟପଟ ହେଉଛନ୍ତି ଯାତ୍ରୀ

କଲ୍ୟାଣସିଂହପୁର, ୧୨।୫ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁର ସହରରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଯାତ୍ରୀ ବସ୍‌, ଅଟୋ ରିକ୍ସାଠାରୁ ଆରମ୍ଭ କରି ବିଭିନ୍ନ…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ଟଙ୍କଧରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି: ଝାରସୁଗୁଡା ରାଜନୀତିରେ ପୁଣି ତେଜିଲା ଆଇନ ଯୁଦ୍ଧ

ଝାରସୁଗୁଡା,୧୨।୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ରାଜନୀତିରେ ପୁଣି ତେଜିଛି ଆଇନ ଯୁଦ୍ଧ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶା କରାଯାଇଥିବା ଆଶ୍ୱସ୍ତି। ସୋମବାର ଦେଶର ସର୍ବୋଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri