Posted inଜାତୀୟ

ସୀମା ପ୍ରକଳ୍ପ ଲାଗି ଭାରତ-ବାଂଲାଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ, ୧୫ା୬: ଭାରତ-ବାଂଲାଦେଶ ସୀମାନ୍ତରେ ଉନ୍ନତି ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ-ବାଂଲାଦେଶ ସୀମା ସୁରକ୍ଷା ମୁଖ୍ୟ ବୁଧବାର ୫ ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ଆଗେଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଦୁଇଦେଶର ଜନସାଧାରଣଙ୍କ ଜୀବନ ଧାରଣରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ କୁହାଯାଇଛି।

ପ୍ରକଳ୍ପ ମଧ୍ୟରେ ସୋନାଇ ନଦୀ ଉପରେ ବ୍ରିଜ୍‌ ନିର୍ମାଣ। ତ୍ରିପୁରାର ଧର୍ମନଗରରେ ଥିବା ଇଟା ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି। ଏପରିକି ଝାଲୋଙ୍ଗି ଓ ବିଟେଶରବାରି ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ନେଟ୍‌ଓ୍ବର୍କ ସମ୍ପ୍ରସାରଣ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ତିହାର ଜେଲକୁ ଫେରିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଦେଶକୁ ଶନିବାର ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ...

ଭାଜପାକୁ ଅଧିକ ଆସନ

ଭୁବନେଶ୍ୱର,୨ା୬(ଅନିଲ ଦାସ)ସାଧାରଣ ନିର୍ବାଚନ-୨୦୨୪ର ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ...

ଏକ୍‌ଜିଟ୍‌ ପୋଲ୍‌ରେ ଏନ୍‌ଡିଏର ଦବ୍‌ଦବା

ନୂଆଦିଲ୍ଲୀ,୨ା୬: ଏକ୍‌ଜିଟ୍‌ ପୋଲ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୩୬୦ରୁ ଅଧିକ ଲୋକ ସଭା ଆସନ...

Arunachal Pradesh Election Result: ବଡ ବିଜୟ ଅଭିମୁଖେ ଭାଜପା, ୩୧ ସିଟ୍‌ରେ ଆଗୁଆ

ଅରୁଣାଚଳ ପ୍ରଦେଶ,୨।୬: ଅରୁଣାଚଳ ପ୍ରଦେଶରେ ଜାରି ରହିଛି କାଉଣ୍ଟିଂ। ରବିବାର ଅରୁଣାଚଳ ପ୍ରଦେଶ ଓ ସିକିମର ରେଜଲ୍ଟ ବାହାରିବାକୁ ଯାଉଛି। ଏ ଦୁଇ ରାଜ୍ୟରେ ଆଜି...

ଏକ୍‌ଜିଟ ପୋଲ୍‌ କେତେ ଠିକ୍‌? ଫଳାଫଳକୁ ଦେଖିଲେ…

ନୂଆଦିଲ୍ଲୀ,୨ା୬: ୨୦୨୪ ଲୋକ ସଭା ନିର୍ବାଚନ ଶନିବାର ଶେଷ ହେବା ପରେ ସନ୍ଧ୍ୟାରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବହୁପ୍ରତୀକ୍ଷିତ ଏକ୍‌ଜିଟ ପୋଲ୍‌ ବା ବୁ୍‌ଥ୍‌ଫେରନ୍ତା ଜନମତ...

Sikkim Election Result: ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ମିଳିଲା ବହୁମତ, ଖାତା ଖୋଲି ପାରିଲାନି କଂଗ୍ରେସ

ସିକିମ୍‌,୨।୬: ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଶନିବାର ନିର୍ବାଚନ ସରିବା ପରେ ରବିବାର ସିକିମ ଓ ଅରୁଣାଚଳ ପ୍ରଦେଶର ଫଳାଫଳ ଆସିବାକୁ ଯାଉଛି।...

ଇଣ୍ଡିଆ ଟୁଡେର ବଡ଼ ସର୍ଭେ, ଓଡ଼ିଶାରେ କିଏ ମାରିବ ବାଜି?

ନୂଆଦିଲ୍ଲୀ,୧।୬: ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ...

ଓଡ଼ିଶାରେ ଇଣ୍ଡିଆ ମେଣ୍ଟର ସିଟ୍‌ ହୋଇଗଲା ଡବଲ, ବିଜେଡିକୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୬: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ସରିଛି। ଭୋଟ ଶେଷ ହେବା ମାତ୍ରେ ଏକଜିଟ ପୋଲ ତଥ୍ୟ ପ୍ରକାଶ ପାଇଛି। ପ୍ରକୃତ ଫଳାଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri