Posted inଫୁରସତ

୯୦ କୋଟିର ପେଣ୍ଟିଂକୁ ନିଜେ ଜାଳିଦେଲେ ଚିତ୍ରଶିଳ୍ପୀ, କାରଣ ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ଚିନ୍ତାଧାରା ମଧ୍ୟ ନିଜସ୍ବ ଅନୁଯାୟୀ ଚାଲିଥାଏ। ବେଳେବେଳେ ଆମେ କେତେକ ପ୍ରସିଦ୍ଧ ଏବଂ ଜଣାଶୁଣା ସେଲିବ୍ରିଟିଙ୍କ ବିଷୟରେ କିଛି ଶୁଣିବାକୁ ପାଇଥାଉ। ଯାହା ସମ୍ପୂର୍ଣ୍ଣ ଅଦ୍ଭୁତ ଲାଗେ। ବ୍ରିଟେନର ଜଣେ ପ୍ରସିଦ୍ଧ କଳାକାରଙ୍କ କଥା ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜେ କରିଥିବା ପେଣ୍ଟିଂରେ ନିଆଁ ଲଗାଇ ଦେଇଛନ୍ତି।

ଜଣାଶୁଣା କଳାକାର ଡୋମେନ ଷ୍ଟିଭେନ ନିଜର ସର୍ବୋତ୍ତମ ପେଣ୍ଟିଂରେ ନିଆଁ ଲଗାଇ ଦେଇଛନ୍ତି। ଯେଉଁ ପେଣ୍ଟିଂର ମୂଲ୍ୟ ୯୦ କୋଟି ବୋଲି କୁହାଯାଉଛି। ଏହି ଘଟଣାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

୫୭ ବର୍ଷୀୟ ଡୋମେନ ତାଙ୍କର ପୋଲ୍‌କା ଡଟ୍‌ ଆର୍ଟଓ୍ବାର୍କସ ପାଇଁ ପ୍ରସିଦ୍ଧ। ସେ ଏହି ସର୍ବୋତ୍ତମ କଳାକୃତିକୁ ଖଣ୍ଡ ଖଣ୍ଡ କରି ନିଆଁରେ ପୋଡ଼ି ଦେଇଥିଲେ। ପୋଡ଼ି ଦେଇଥିବା ପେଣ୍ଟିଂର ମୂଲ୍ୟ ପ୍ରାୟ ୧୦ ମିଲିୟନ ଅର୍ଥାତ୍‌ ୯୦ କୋଟି ବୋଲି କୁହାଯାଉଛି।

ଏହା ପଛରେ ଏକ ବିଶେଷ କାରଣ ରହିଛି। ଏକ ରିପୋର୍ଟ ଅନୁଯାୟୀ, ସେ ନିଉପୋର୍ଟ ଷ୍ଟ୍ରିଟ ଗ୍ୟାଲେରିରେ ଗୋଟିଏ ପରେ ଗୋଟିଏ କାମ କରିଥିଲେ। ଏହା ଲାଇଭ ଷ୍ଟ୍ରିମ ହୋଇଥିଲା। ତାଙ୍କର ଅଭିଯାନ ଏନ୍‌ଏଫ୍‌ଟି କରାଯାଉଥିବା କଳାକୃତି ବିରୋଧରେ। ବାସ୍ତବରେ ଜୁଲାଇ ୨୦୨୧ରେ, ତାଙ୍କର ୧୦୦୦୦ କଳାକୃତିର ଧାରକମାନଙ୍କୁ ସେମାନଙ୍କୁ ମୂଳ ରଖିବାକୁ କିମ୍ବା ଏନ୍‌ଏଫ୍‌ଟି ଅର୍ଥାତ୍‌ ନନ୍‌-ଫଙ୍ଗିବଲ ଟୋକେନ ଆକାରରେ ରଖିବାକୁ ସୁଯୋଗ ଦିଆଯାଇଥିଲା। ସରଳ ଭାଷାରେ କହିବାକୁ ଗଲେ ଏହା ତାଙ୍କର କଷ୍ଟ ଅର୍ଜିତ କଳାର ଏକ ଡିଜିଟାଲ ରୂପ। ଯାହାକୁ ସେ ଜାଳିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri