ଜାତୀୟ ମୋଟରସାଇକେଲ ରେସିଂରେ ପୋଡିୟମ ହାସଲ

ନୂଆଦିଲ୍ଲୀ,୮।୨ ଚେନ୍ନାଇର ‘ମାଡ୍ରାସ ମୋଟର ରେସ୍‌ ଟ୍ରାକ୍‌’ରେ ଚାଲିଥିବା ଭାରତୀୟ ଜାତୀୟ ମୋଟରସାଇକେଲ୍‌ ରେସିଂ ଚାମ୍ପିୟନ୍‌ଶିପ୍‌ରେ ଆଇଡେମିସୁ ହୋଣ୍ଡା ଏସ୍‌କେ ୬୯ ରେସିଂ ଟିମ୍‌ର ରାଜୀବ ସେତୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେହିଭଳି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ କପ୍‌ରେ ନୂଆ ଚାଳକମାନେ ମଧ୍ୟ ଘରକୁ ଚାମ୍ପିୟନ୍‌ଶିପ୍‌ ଟ୍ରଫି ଆଣିଛନ୍ତି। ଜାତୀୟ ଚାମ୍ପିୟନ୍‌ଶିପ୍‌ର ୨୦୨୧ ସିଜନ୍‌ରେ ପ୍ରୋ ଷ୍ଟକ୍‌ ୧୬୫ ସିସି ବର୍ଗରେ ଆଇଡେମିସୁ ହୋଣ୍ଡା ଏସ୍‌କେ ୬୯ ରେସିଂ ଟିମ୍‌ର ଚାଳକମାନେ ମୋଟ ୯ଟି ପୋଡିୟମ୍‌ ହାସଲ କରିଛନ୍ତି। ସଦ୍ୟତମ ରେସ୍‌ରେ ତୃତୀୟ ସ୍ଥାନରେ ରହିଥିବା ରାଜୀବ ସେତୁ ଜାତୀୟ ଚାମ୍ପିୟନ୍‌ଶିପ୍‌ର ପ୍ରୋଷ୍ଟକ୍‌ ୧୬୫ ସିସି ବର୍ଗରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ମୋଟ ୩ ମେଶିନ୍‌ର ବାସ୍ତବ ଶକ୍ତିକୁ ପ୍ରଦର୍ଶନ କରି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ୍‌ କପ୍‌ର ଏନ୍‌ଏସ୍‌ଏଫ୍‌ ୨୫୦ଆର୍‌ ଓପନ୍‌ କ୍ଲାସ୍‌ରେ ୯ ଜଣ ପରବର୍ତ୍ତୀ ପିଢ଼ିର ଚାଳକ ରେସ୍‌ ଟ୍ରାକ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ କୌଣସି ଉଦ୍ୟମକୁ ହାତଛଡ଼ା କରିନାହାନ୍ତି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି (ବ୍ରାଣ୍ଡ୍‌ ଆଣ୍ଡ୍‌ କମ୍ୟୁନିକେଶନ) ପ୍ରଭୁ ନାଗରାଜ୍‌ କହିଛନ୍ତି ଯେ, ଆମ ଚାଳକ ରାଜୀବ ସେତୁଙ୍କ ପ୍ରଶଂସାଯୋଗ୍ୟ ପ୍ରଦର୍ଶନକୁ ନେଇ ମୁଁ ବହୁତ ଖୁସି, ଯିଏ ଆମର ଲକ୍ଷ୍ୟ ହାସଲ କରିବା ଏବଂ ଜାତୀୟ ଚାମ୍ପିୟନ୍‌ଶିପ୍‌ରେ ତୃତୀୟ ସ୍ଥାନ ହାସଲ କରିବା ରାସ୍ତାରେ ରଖିଥଲେ। କେଭିନ୍‌ କ୍ୱିଂଟାଲ୍‌ ଓ ପ୍ରକାଶ କାମାତ୍‌ଙ୍କୁ ଦେଖି ମୁଁ ବହୁତ ଖୁସି, ଯେଉଁମାନେ ବାସ୍ତବ ପ୍ରତିଭା ପ୍ରଦର୍ଶନ କରି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ୍‌ କପ୍‌ର ଏନ୍‌ଏସ୍‌ଏଫ୍‌ ୨୫୦ଆର୍‌ ଓ ସିବିଆର୍‌୧୫୦ଆର୍‌ ବର୍ଗରେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri