Posted inଫୁରସତ

ବିଶ୍ୱର ପ୍ରଥମ ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି କିଏ ଥିଲେ ଜାଣନ୍ତି କି

ଆଜି ଡିସେମ୍ବର ୧। ସମଗ୍ର ବିଶ୍ୱ ଏହି ଦିନକୁ ‘ବିଶ୍ୱ ଏଡସ ଦିବସ’ ପାଳନ କରେ। ୧୯୮୮ରୁ ଏଡସ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ଫଳରେ ଅନେକ ସଚେତନତା ଅଭିଯାନର ସାହାଯ୍ୟରେ ସମଗ୍ର ବିଶ୍ୱ ଏହି ବିପଜ୍ଜନକ ରୋଗ ବିଷୟରେ ଜାଣିପାରୁଛି। କିନ୍ତୁ ଏହି ରୋଗ ବିଷୟରେ ଆଉ ଏକ ପ୍ରଶ୍ନ ଅଛି ଯାହା ବିଷୟରେ ଅନେକ ଲୋକ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ସେହି ପ୍ରଶ୍ନଟି ହେଉଛି ପ୍ରଥମ ଏଡ୍‌ସ ଆକ୍ରାନ୍ତ ବ୍ୟକ୍ତି କିଏ ଥିଲେ ଏବଂ ଏହି ବିପଦପୂର୍ଣ୍ଣ ରୋଗ କିପରି ବ୍ୟାପିଗଲା। ୧୯୨୯ ମସିହାରେ କଙ୍ଗୋରେ ଏକ ସିମ୍ପାଜି ଦ୍ୱାରା ଏଚ.ଆଇ.ଭି. ଭୂତାଣୁ ବ୍ୟାପିତତ୍ବା କୁହାଯାଏ। କାମେରୁନ ଜଙ୍ଗଲରେ ଜଣେ ଶିକାରୀଙ୍କୁ ସିମ୍ପାଜି କାମୁଡ଼ି ଦେଇଥିଲା। ଏହା ପରେଶିକାରୀଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏହି ସମୟ ମଧ୍ୟରେ, ଆହତ ଶିମ୍ପାଜିର ରକ୍ତ ଶିକାରୀଙ୍କ ଶରୀରରେ ପ୍ରବେଶ କଲା ଏବଂ ପରେ ଏହା ଏଚ.ଆଇ.ଭି. ଭୂତାଣୁ ବୋଲି ପରେ ଜଣାପଡିଲା। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ରିପୋର୍ଟରେ ଆଉ କିଛି କୁହାଯାଇଛି। ତଦନୁସାରେ, ସମଲିଙ୍ଗୀ ଯୁବକଙ୍କ ଯୋଗୁ ଏହି ଭୂତାଣୁ ବ୍ୟାପିଗଲା। ୧୯୮୧ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୩୮ ବର୍ଷ ପୂର୍ବେ ଆମେରିକାର ଲସ ଏଞ୍ଜେଲସରେ ପାଞ୍ଚ ଜଣଙ୍କଠାରେ ଏହି ଜୀବାଣୁ ମିଳିଥିଲା। ସମସ୍ତ ପାଞ୍ଚଜଣ ସମଲିଙ୍ଗୀ ଥିଲେ। ଏଚ.ଆଇ.ଭିର ପ୍ରଥମ ମାମଲା ଗ୍ୟାଟନ ଡୁଗାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ମିଳିଥିଲା। ଗ୍ୟାଟନ ବୃତ୍ତିରେ କାନାଡାର ଜଣେ ବିମାନ କର୍ମଚାରୀ ଥିଲେ। ସେ ଆମେରିକାର ଅନେକ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ସମ୍ପର୍କ ସ୍ଥାପନ କରିଥିବା କୁହାଯାଏ। ଏହି କାରଣରୁ ତାଙ୍କ ନାମ ‘ପେସେଣ୍ଟ ଜିରୋ’ ରଖାଯାଇଥିଲା। ଆମେରିକାରେ ଏହି ରୋଗ ପ୍ରଥମେ ଚିହ୍ନଟ ହେବାର ପ୍ରଥମ ଆଠ ବର୍ଷ ୯୨ ପ୍ରତିଶତ ଏଚ.ଆଇ.ଭି ରୋଗୀ ପୁରୁଷ ଥିଲେ। ଧୀରେ ଧୀରେ ମହିଳା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri