ବାଲି ରସିଦରେ ଲାଞ୍ଚ କାରବାର ଅଭିଯୋଗ, ଅତିରିକ୍ତ ତହସିଲଦାରଙ୍କ ସହ ୩ RI ଉଠାଇ ନେଲା ଭିଜିଲାନ୍ସ

ଭଞ୍ଜନଗର,୧୨।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଗୁରୁବାର ଦିବା ପ୍ରାୟ ୨ଟା ସମୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍…

Air India Accident: ଦୁର୍ଘଟଣାକୁ ନେଇ ବଡ ଦାବି, ଜାଣିଶୁଣି ବନ୍ଦ କରାଯାଇଥିଲା ଫୁଏଲ କଣ୍ଟ୍ରୋଲ ସୁଇଚ!

ଅହମଦାବାଦ,୧୨।୨: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀମାନେ ଏହି ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ଏକ ‘ଇଚ୍ଛାକୃତ କାର୍ଯ୍ୟ’ ଦ୍ୱାରା ହୋଇଥିଲା ବୋଲି ସିଦ୍ଧାନ୍ତ ନେଇଛନ୍ତି।…

LICର ଜବରଦସ୍ତ ପ୍ଲାନ: ଏଫ୍‌ଡି-ଆର୍‌ଡିଠାରୁ ବେଶ ଉତ୍ତମ, ବୀମା ସୁରକ୍ଷା ସହ ମିଳିବ ଜବରଦସ୍ତ ରିଟର୍ନ…

ନୂଆଦିଲ୍ଲୀ,୧୨।୨: ଆଜିର ସମୟରେ ଟଙ୍କା ସଞ୍ଚୟ ଓ ନିବେଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଓ ରିକରିଂ ଡିପୋଜିଟ୍‌ (RD) ଭଳି ବିକଳ୍ପଗୁଡ଼ିକ ଲୋକପ୍ରିୟ। ହେଲେ…

ଏହି ଦେଶରେ ବ୍ୟାନ ହେଲା WhatsApp, ତିଆରି କଲା ନିଜସ୍ବ ସୁପର ଆପ୍

ନୂଆଦିଲ୍ଲୀ,୧୨।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ବିଶ୍ୱ ରାଜନୀତି ପ୍ରତିଦିନ ନୂଆ ମୋଡ଼ ନେଉଛି । ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ଏହି ସମୟରେ, କ୍ରେମଲିନ୍ ମେସେଜିଂ ଆପ୍ ଉପରେ…

ବିବାହ ହେବ ତ ଏମିତି! କନ୍ୟାଙ୍କ ଭାଇ ବର ପରିବାରକୁ ଉପହାରରେ ଦେଲେ ୨୨ କ୍ୟାରେଟ ‘ସୁନା ବିସ୍କୁଟ’! ଦେଖନ୍ତୁ ଭିଡ଼ିଓ

ରିୟାଦ,୧୨।୨: ସାଉଦି ଆରବ ଏବଂ ସୁନାର ଚମକଦାର ଚାହାଣି ପ୍ରାୟତଃ ଖବରରେ ରହିଥାଏ। ନିକଟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଦାବି କରାଯାଇଛି ଯେ ଜଣେ ଶେଖଙ୍କ ପାର୍ଟିରେ ଅତିଥିମାନଙ୍କୁ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ ରେଳକୁ ଦେଶର ଜୀବନରେଖା କୁହାଯାଏ। ଭାରତୀୟ…

ଜାନୁଆରୀରେ ଖୁଚୁରା ଦରଦାମ୍ ହାର ୨.୭୫%, ପ୍ରଥମ ଥର ହେଲା ଏପରି ପରିବର୍ତ୍ତନ

ମୁମ୍ବାଇ,୧୨।୨: ଭାରତର ଆର୍ଥିକ ପରିସଂଖ୍ୟାନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ର ନୂଆ ବେସ୍ ଇୟର ୨୦୨୪ ଆଧାରରେ ପ୍ରଥମ ଥର ପାଇଁ ତଥ୍ୟ ପ୍ରକାଶ ପାଇଛି। ୨୦୨୬ ଜାନୁଆରୀ ମାସରେ ଦେଶର ଖୁଚୁରା…

ଯାହା ଭୟ କରୁଥିଲା ପାକିସ୍ତାନ, ତାହା କରିଦେଲା ଭାରତ: ୧୧୪ ରାଫାଲ ଜେଟ୍‌କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୨:ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରାଫାଲ ଲଢ଼ୁଆ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମେଗା ଡିଲ ସମ୍ପର୍କରେ ଏକ ଭଲ ଖବର ଆସିଛି। ଗୁରୁବାର…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା ବେଳେ ଜଣେ ଛାତ୍ର ସ୍କୁଲରେ ମଦ ପିଇ ଶୋଇ ପଡ଼ିଥିବା ଖବର ସାମ୍ନାକୁ…

ପ୍ରକାଶ ପାଇଲା OTET ରେଜଲ୍ଟ

ଭୁବନେଶ୍ୱର,୧୨ା୨: ଗୁରୁବାର ପ୍ରକାଶ ପାଇଛି OTET-୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୨୫ ତାରିଖ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଥିବାବେଳେ ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା, ଜମି ପଟ୍ଟାରେ ଲାଗିବ QR କୋଡ୍

ଭୁବନେଶ୍ବର,୧୨।୨: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଜମି ପଟ୍ଟାରେ ଲାଗିବ କ୍ୟୁଆର କୋଡ୍ । ଇଲୋକ୍ଟ୍ରୋନିକ ଯୁକ୍ତ ହେବ ଏହି…

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ବୈଭବ ସୂର୍ଯ୍ୟବଂଶୀ: ଜାରି ହେଲା ଆଡମିଟ କାର୍ଡ, କମ୍‌ ଉପସ୍ଥାନ ସତ୍ତ୍ୱେ…

ନୂଆଦିଲ୍ଲୀ,୧୨।୨: ଆଜିକାଲି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୧୪ ବର୍ଷ ବୟସରେ ସାରା ବିଶ୍ୱର ବୋଲରଙ୍କୁ ଧରାଶାୟୀ କରିଛନ୍ତି। ସେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ତାଙ୍କୁ ଏବେ କେବଳ ପଡ଼ିଆରେ ନୁହେଁ ବରଂ ପରୀକ୍ଷାରେ…

ଓକିଲଙ୍କ ବଡ଼ ଖୁଲାସା, ପୀତବାସଙ୍କ ସିକ୍ରେଟ୍‌ ଚାମ୍ବରରେ ଥିଲା ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ!

ଵ୍ରହ୍ମପୁର,୧୨ା୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ଘଟଣା ପଛର ରହସ୍ୟ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଦିନ ଗଡୁଥିବା ବେଳେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । …

ବର ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ: ପ୍ରବଳ ଉତ୍ତେଜନା

ଭୁବନେଶ୍ୱର,୧୨।୨: ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍‌ ବାତିଲ ଦାବିରେ ୧୦ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୨।୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ତା’ର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୨୯ ରନ୍‌ରେ ଆମେରିକାକୁ ପରାସ୍ତ କରିଛି। ଦଳର ପରବର୍ତ୍ତୀ ମ୍ୟାଚ ନାମ୍ବିଆ ବିପକ୍ଷରେ କିନ୍ତୁ…

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଜାରି ରହିଛି l କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୧୧ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୦ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୯ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୫ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୪ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨ ଫେବୃଆରୀ , ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୩୦ ଜାନୁଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୮ ଜାନୁଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୭ ଜାନୁଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୬ ଜନୁଆରୀ, ୨୦୨୬ )

View

ରାଜ୍ୟ

ଜାତୀୟ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri