ସହିପାରିଲେନି, ବରଣମାଳା ସମୟରେ କନ୍ୟାକୁ ଗୁଳିମାଡ଼ କଲେ ପ୍ରେମିକ, ବିବାହ ମଣ୍ଡପରେ…

ପାଟନା,୨୫ା୨: ବିହାର ବକ୍ସର ଜିଲାର ମୁଫସିଲ ଥାନା ଅଞ୍ଚଳର ଚୌସାର ମଲ୍ଲାହ ଟୋଲିରେ ବିବାହ ଉତ୍ସବ ହଠାତ୍ ଦୁଃଖରେ ପରିଣତ ହୋଇଗଲା। ମଞ୍ଚରେ ବରଣମାଳା ସମାରୋହ ଚାଲିଥିଲା ​​ବେଳେ ପ୍ରେମିକ ମଞ୍ଚ ଉପରେ ହିଁ…

ଟ୍ରେନ୍‌ରୁ ଖସି ପଡ଼ିଥିଲେ କିନ୍ନର

ଜଳେଶ୍ୱର, ୨୫।୨(ନବୀନ ସାହୁ): ଟ୍ରେନ୍‌ରୁ ଖସିପଡ଼ି ଜଣେ କିନ୍ନରଙ୍କ ଅକାଳ ବିୟୋଗ ଘଟିଛି। ମୃତକ ଜଣକ ହେଉଛନ୍ତି ଜଳେଶ୍ୱର ଥାନା ଅଧୀନ ରାଜପୁର ବସ୍ତିର ସଲମା କିନ୍ନର(୩୫)। ଗତ ସୋମବାର ଦିନ ପ୍ରାୟ ୨ଟା…

ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିକି

ବଲିଉଡର ଚର୍ଚ୍ଚିତ କପଲ୍‌ଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଳ ଅନ୍ୟତମ। ଉଭୟ ଆଜିକାଲି ପୁଅ ବିହାନ ସହ ସମୟ ବିତାଉଛନ୍ତି। ନିକଟରେ ବିକି ପିତା ହେବାର ଅଭିଜ୍ଞତା ବାଣ୍ଟିଛନ୍ତି। ବିହାନ ଏବେ…

୩୦ହଜାର ଟଙ୍କା ଦରମାରେ କାର୍‌ କିଣିବା ସହଜ! ଜାଣନ୍ତୁ ସ୍ମାର୍ଟ ଟ୍ରିକ୍‌

ନୂଆଦିଲ୍ଲୀ,୨୫।୨: ଆଜିକାଲି, ମାସକୁ 30,000 ରୋଜଗାର କରୁଥିବା ଅନେକ ଲୋକଙ୍କ ପାଖରେ ଏକ କାର ଅଛି। କାର ସହିତ ଯାତ୍ରା କରିବା ସହଜ କରିଥାଏ, ସମୟ ସଞ୍ଚୟ କରିଥାଏ ଏବଂ ପରିବାର ସହିତ ଆରାମଦାୟକ…

ଅନ୍ୟ ନାଁରେ ଆକାଉଣ୍ଟ ଖୋଲି କରିଥିଲେ ୭ କୋଟି ଠକେଇ: ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ,୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମୂଳ ବାସିନ୍ଦା ତଥା ବର୍ତ୍ତମାନ ମୁମ୍ବାଇର ରହୁଥିବା ଚାନ୍ଦିନୀ ଅଗ୍ରୱାଲ (୩୦),…

ଇସ୍ରାଏଲରେ ମୋଦି ପହଞ୍ଚିବା ପୂର୍ୱରୁ ଯୁଦ୍ଧ ବିମାନ ମୁତୟନ କଲା ଆମେରିକା, ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଇସ୍ରାଏଲ ଗସ୍ତ ସମୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପଦକ୍ଷେପ ନେଇ ପ୍ରଥମ ଥର ପାଇଁ ଇସ୍ରାଏଲରେ ଏହାର ଅତ୍ୟାଧୁନିକ F-22 ରାପ୍ଟର ଲଢ଼ୁଆ ବିମାନ…

ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

କେନ୍ଦ୍ରାପଡ଼ା,୨୫ା୨: କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ ନ ଥିବାରୁ ଅସୁବିଧା ହେଉଥିଲା। ରଥଟଣା ବେଳେ ବିଭିନ୍ନ ପ୍ରକାର…

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ ପରିଣତ କରିଦେଲେଣି। ନିଜ ଜୀବନରେ ଯାହା ହୋଇପାରି ନ ଥିବେ ପିଲାଙ୍କ ଜରିଆରେ…

ଟାରିଫ୍‌ ଅନିଶ୍ଚିତ, ବଜାର ଧରାଶାୟୀ: ପୁଣି ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ଓ୍ବାଶିଂଟନ୍‌/ମୁମ୍ବାଇ,୨୫ା୨:(ବ୍ଲୁମ୍‌ବର୍ଗ/ଏଜେନ୍ସି):ଆମେରିକା ସହ ଭାରତର ଟ୍ରେଡ୍‌ ଡିଲ୍‌କୁ ନେଇ ଅନିଶ୍ଚିତତା ସାଙ୍ଗକୁ ଦୁର୍ବଳ ବୈଶ୍ୱିକ ସଙ୍କେତ ଯୋଗୁ ମଙ୍ଗଳବାର ସେନ୍‌ସେକ୍ସ ଓ ନିଫ୍ଟି ୫୦ ଯଥାକ୍ରମେ ୧.୨୮% ଏବଂ ୧.୧୨% ତଳକୁ ଖସିଛି। ମିଡ୍‌ କ୍ୟାପ୍‌ ଓ ସ୍ମଲ୍‌ କ୍ୟାପ୍‌ ଇଣ୍ଡାଇସେସ୍‌ କାରବାର…

ଭାରତରେ ବିଶ୍ୱର ଏକ-ତୃତୀୟାଂଶ ସର୍ଭାଇକାଲ କ୍ୟାନ୍‌ସର

ନୂଆଦିଲ୍ଲୀ,୨୫ା୨: ଗର୍ଭାଶୟ ଗ୍ରୀବା କର୍କଟ (ସର୍ଭାଇକାଲ କ୍ୟାନ୍‌ସର) ହେଉଛି ମହିଳାମାନଙ୍କଠାରେ ଦେଖାଦେଉଥିବା ୪ର୍ଥ ସର୍ବାଧିକ ସାଧାରଣ କ୍ୟାନ୍‌ସର। ବିଶ୍ୱରେ ଯେତେ ମହିଳା ଏହି ରୋଗରେ ପୀଡ଼ିତ, ତାହାର ଏକ-ତୃତୀୟାଂଶ କେବଳ ଭାରତରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟରୁ ଜଣାପଡ଼ିଛି।…

T20 World Cup 2026: ସେମିଫାଇନାଲରେ ଇଂଲଣ୍ଡ, ବିଶ୍ୱକପ୍‌ ରେସ୍‌ରୁ ପାକିସ୍ତାନ ବିଦା?

ନୂଆଦିଲ୍ଲୀ,୨୪।୨: ପାଲ୍ଲେକେଲେଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ସୁପର-୮ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲ ଟିକେଟ ହାସଲ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ୍‌କୁ ଇଂଲଣ୍ଡ ୨ ଉଇକେଟରେ ଜିତି ନେଇଛି। ଏହି ବିଜୟ ସହ ଇଂଲଣ୍ଡ…

Kerala Name Change: ନାଁ ବଦଳିଲେ ଖର୍ଚ୍ଚ ହେବ ଏତେ କୋଟି! ଶୁଣିଲେ ଉଡିବ ହୋସ୍‌

ନୂଆଦିଲ୍‌ଲୀ,୨୪।୨: କେନ୍ଦ୍ର କ୍ୟାବିନେଟ କେରଳର ନାମ ଆନୁଷ୍ଠାନିକ ଭାବରେ କେରଳମ କରିବା ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବକୁ ସମ୍ପ୍ରତି ମଞ୍ଜୁରୀ ଦେଇଛି। ରାଜ୍ୟ ବିଧାନସଭା ନିର୍ୱାଚନ ପାଖେଇ ଆସୁଥିବା ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ତଥାପି, ଭାରତରେ…

୫ଟି ରାଜ୍ୟ ପାଇଁ ଖୁସି ଖବର, ଏୟାରପୋର୍ଟରୁ ରେଲେଓ଼୍ବ ଯାଏ ୮ ପ୍ରସ୍ତାବରେ ମୋଦି କ୍ୟାବିନେଟରେ ମଞ୍ଜୁରୀ

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (୨୪ ଫେବୃଆରୀ) ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ (ସେବା ତୀର୍ଥ)ରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ୧୨,୨୩୬ କୋଟି ଟଙ୍କାର ଆଠଟି ପ୍ରମୁଖ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଥିଲା। କେରଳର ନାମ…

ଏହି ନାଁରେ ପରିଚିତ ହେବ କେରଳ, ନାମ ପରିବର୍ତ୍ତନ ନିଷ୍ପତ୍ତିକୁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ,୨୪।୨: କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର କେରଳର ନାମ ପରିବର୍ତ୍ତନ କରାଯାଇ “କେରଳମ” କରିବାକୁ ଅନୁମୋଦନ ଦେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାଷା ଭିତ୍ତିରେ ରାଜ୍ୟ ସୃଷ୍ଟି ହେବା ପରଠାରୁ କେରଳର ନାମ “କେରଳମ” ରଖିବା ପାଇଁ ଦାବି ହୋଇଆସୁଛି।…

ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ ନୀତିରେ ନିୟମ ଅଣାଯାଇ କୁହାଯାଇଛି ଯେ, ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି କରାଯିବ।…

କେନ୍ଦ୍ର ଦେଇଛି ୧୦ ହଜାର ୭୨୭ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୨(ରବିନାରାୟଣ ଜେନା): ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କଠାରୁ ବିଭିନ୍ନ ଯୋଜନାରେ ପାଇବାକୁ ଥିବା ଅର୍ଥ ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ମିଳିଛି। ଚଳିତ ଆର୍ଥିକବର୍ଷ ଶେଷ ହେବାକୁ ହାତରେ ଆଉ ୩୬ଦିନ ରହିଥିବାବେଳେ ବଜେଟ ଅନୁଯାୟୀ, କେନ୍ଦ୍ର…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୨୪ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୩ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୨ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୧ ଫେବୃଆରୀ, ୨୦୨୬)

View
ଓଡ଼ିଶା: ଆଜିର ଫଟୋ (୨୦ ଫେବୃଆରୀ, ୨୦୨୬)

View
ଓଡ଼ିଶା: ଆଜିର ଫଟୋ (୧୯ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୮ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୬ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୫ ଫେବୃଆରୀ, ୨୦୨୬ )

View

ରାଜ୍ୟ

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri