Posted inଜାତୀୟ

କକ୍ରୋଚ୍‌ ଜନତା ପାର୍ଟିକୁ ବଡ଼ ଝଟ୍‌କା, ‘X’ହ୍ୟାଣ୍ଡେଲକୁ ନେଇ କୋର୍ଟ ଦେଲେ ଏମିତି ରାୟ…

ନୂଆଦିଲ୍ଲୀ,୨୯ା୫: କକ୍ରୋଚ୍‌ ଜନତା ପାର୍ଟି (CJP)କୁ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ଅଭିଜିତ୍‌ ଦୀପକେଙ୍କ ନେତୃତ୍ୱାଧୀନ କକ୍ରୋଚ ଜନତା ପାର୍ଟି (CJP)ର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ତୁରନ୍ତ ପୁନଃ ଚାଲୁ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ଜଷ୍ଟିସ୍‌ ପୁରୁଷେନ୍ଦ୍ର କୁମାର କୌର ଦୀପକେଙ୍କ ଆବେଦନର ଶୁଣାଣି କରିଥିଲେ।

ଜଣେ ଓକିଲଙ୍କ ବରିଷ୍ଠ ପଦବୀ ସହିତ ଜଡ଼ିତ ଏକ ଆବେଦନର ଶୁଣାଣି ସମୟରେ ମେ’ ୧୫ରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ‘କକ୍ରୋଚ’ ଏବଂ ‘ପରଜୀବୀ’ମନ୍ତବ୍ୟ ଉପରେ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ଆରମ୍ଭ କରିଥିଲେ।

କକ୍ରୋଚ ଜନତା ପାର୍ଟି (CJP)ର ‘X’ହ୍ୟାଣ୍ଡେଲକୁ ମେ’ ୨୧ରେ ଭାରତରେ ଅବରୋଧ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏକ ନୂଆ ହ୍ୟାଣ୍ଡେଲ ସୃଷ୍ଟି ହୋଇଥିଲା, ‘କକ୍ରୋଚ ଇଜ୍‌ ବ୍ୟାକ’, ଯାହାର ବର୍ତ୍ତମାନ ୨.୨୭ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦେଇପଶି ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବଡ଼ ବଡ଼ ଗଛ, ଉଡ଼ିଗଲା ଛପର

ପାଟଣା, ୨୯।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟାଳୟ ଓ ଆଖପାଖ  ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପ୍ରାୟ ୧ ଘଣ୍ଟା…

ଖାର୍ଗେଙ୍କ ପୁଅ ହେବେ ଉପ ମୁଖ୍ୟମନ୍ତ୍ରୀ, ସିଦ୍ଦାରାମାୟାଙ୍କ ପୁଅଙ୍କୁ ଗୁରୁ ଦାୟିତ୍ୱ, ସ୍ପଷ୍ଟ ହେଲା DK କ୍ୟାବିନେଟର ଚିତ୍ର

ବେଙ୍ଗାଲୁରୁ,୨୯।୫: କର୍ନାଟକ ରାଜନୀତିରେ କ୍ଷମତା ପରିବର୍ତ୍ତନ ପ୍ରକ୍ରିୟା ଏବେ ଦ୍ରୁତ ଗତିରେ ଆଗକୁ ବଢୁଛି। ବରିଷ୍ଠ କଂଗ୍ରେସ ନେତା ସିଦ୍ଦରାମାୟାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ, ସମସ୍ତଙ୍କ…

ଆମେରିକା-ଇରାନ ଚୁକ୍ତି ମଧ୍ୟରେ ଭାରତ ପାଇଁ ଆସିଲା ଖୁସିଖବର

ନୂଆଦିଲ୍ଲୀ,୨୯।୫: ପଶ୍ଚିମ ଏସିଆର ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଆଉ ଏକ ଭାରତୀୟ ଟ୍ୟାଙ୍କର ହର୍ମୁଜ…

ଚେତାବନୀ ଦେଲା WMO, ଆସନ୍ତା ୫ ବର୍ଷରେ ବିଶ୍ୱରେ ରେକର୍ଡ କରିବ…

ଜେନେଭା,୨୯ା୫: ଆସନ୍ତା ୫ ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡ ଅତିକ୍ରମ କରିବ। ଏମିତି ଏକ ଆକଳନ କରିଛି ବିଶ୍ୱ ପାଣିପାଗ ସଂଗଠନ (WMO)। ୨୦୨୬ରୁ ୨୦୩୦ ମଧ୍ୟରେ…

ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ନିଜକୁ ସମ୍ଭାଳି ପାରିଲେନି ଏୟାର ହୋଷ୍ଟେସ୍‌, ଏମିତି କ’ଣ ଲେଖିଲେ ଯେ ଯାହା ରାତାରାତି ହେଲା ଭାଇରାଲ? ଜାଣନ୍ତୁ…

ଚେନ୍ନାଇ,୨୯।୫: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନୂଆଦିଲ୍ଲୀର ଏକ ସରକାରୀ ଗସ୍ତ ପରେ ଚେନ୍ନାଇ ଫେରିଛନ୍ତି। ଏହି ଯାତ୍ରା ସମୟରେ ସେ ଏକ ଘରୋଇ…

କମିଗଲା ସୁନା ରେଟ୍‌: ୨୪-୨୨ କ୍ୟାରେଟ୍‌ ଏବେ ଅଛି…

ନୂଆଦିଲ୍ଲୀ,୨୯।୫: ଆଜି ସାରା ଦେଶରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘଟିଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୪୦୦-୫୦୦ ହ୍ରାସ ପାଇଛି।…

କର୍ନାଟକରେ ‘କେରଳ ମଡେଲ’ ପାଇଁ ପ୍ରସ୍ତୁତି: ନୂଆ କ୍ୟାବିନେଟରୁ ବରିଷ୍ଠ ମନ୍ତ୍ରୀମାନଙ୍କୁ ବାଦ ଦିଆଯିବା ସମ୍ଭାବନା, ଯୁବକମାନଙ୍କୁ ମିଳିବ ସୁଯୋଗ

ବେଙ୍ଗାଲୁରୁ,୨୯।୫: କର୍ନାଟକର ପରବର୍ତ୍ତୀ କ୍ୟାବିନେଟ କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଦ୍ୱାରା କରାଯାଇଥିବା ପରୀକ୍ଷଣକୁ ପ୍ରତିଫଳିତ କରିପାରେ। ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ଦଳର…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ଗୋଟିଏ ନମ୍ବରରେ ମିଳିବ ସବୁ ଜରୁରୀକାଳୀନ ସେବା

ନୂଆଦିଲ୍ଲୀ,୨୯ା୫:  ସୁପ୍ରିମକୋର୍ଟ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri