ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ଚମକିଥାଏ ସ୍ବାମୀଙ୍କ ଭାଗ୍ୟ..

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ରହିଛି। ସବୁ ରାଶି ସ୍ବତନ୍ତ୍ର। ସମସ୍ତ ରାଶିର ସ୍ବାମୀ ଗ୍ରହ ଭିନ୍ନ। କୁହାଯାଏ ଏହି ଗ୍ରହମାନଙ୍କର ପ୍ରଭାବ ବ୍ୟକ୍ତିର ସ୍ବଭାବ ଉପରେ ପଡ଼ିଥାଏ। ଆଜିର ଆଲୋଚନାରେ ସେହିଭଳି କିଛି ରାଶିରେ ଜନ୍ମିତ ଯୁବତୀମାନଙ୍କ ବିଷୟରେ କଥା ହେବା, ଯେଉଁମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଜାଣନ୍ତି ସେହି ୩ ରାଶି କ’ଣ…

ମେଷ ରାଶି: ଏହି ରାଶିର ଯୁବତୀମାନେ ବହୁତ ଭାଗ୍ୟବାନ। ମେଷ ରାଶିର ସ୍ବାମୀ ଗ୍ରହ ମଙ୍ଗଳ। ମଙ୍ଗଳ ପ୍ରଭାବରୁ ଏହି ରାଶିର ଯୁବତୀମାନେ ଭାରି ସାହସୀ ଏବଂ ସଚ୍ଚୋଟ ହୋଇଥାନ୍ତି। ଏମାନେ କିଛି କାମ କରିବାକୁ ନିଶ୍ଚିତ କଲେ ତାକୁ ପୂରଣ କରିଥାନ୍ତି। ଭୁଲ କଥା ଏମାନଙ୍କୁ ପସନ୍ଦ ନୁହେଁ। ଏଥିପାଇଁ ଏମାନେ ବେଶ ରାଗି ବି ହୋଇଥାନ୍ତି। ଏମାନେ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କୁହାଯାଏ ଯେଉଁ ବ୍ୟକ୍ତିଙ୍କୁ ଏମାନେ ବିବାହ କରନ୍ତି, ସେମାନଙ୍କ ଭାଗ୍ୟ ଚମକିଥାଏ।

କର୍କଟ ରାଶି: ଏହି ରାଶିର ଯୁବତୀ ବହୁତ ଗୁଣବାନ ହୋଇଥାନ୍ତି। ଏମାନେ କାହାର ଦୁଃଖ ଦେଖିପାରନ୍ତି ନାହିଁ।ସ୍ବାମୀଙ୍କୁ ବହୁତ ଭଲ ପାଇଥାନ୍ତି। ବିବାହ ପରେ ଏମାନଙ୍କର ଭାଗ୍ୟ ଯୋଗୁ ସ୍ବାମୀମାନେ ବହୁତ ଉନ୍ନତି କରିଥାନ୍ତି। ଏମାନଙ୍କର ପିତା ଓ ସ୍ବାମୀ ଉଭୟଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି। ସଚ୍ଚୋଟତାର ସହ ଏମାନେ ସବୁ ସମ୍ପର୍କକୁ ନିର୍ବାହ କରିଥାନ୍ତି।

ସିଂହ ରାଶି: ଏହି ରାଶିର ସ୍ବାମୀ ଗ୍ରହ ସୂର୍ଯ୍ୟ। ସିଂହ ରାଶିରେ ଜନ୍ମିତ ଝିଅମାନେ ବହୁତ ରାଗି ସ୍ବଭାବର ହୋଇଥାନ୍ତି। ହେଲେ ଏମାନଙ୍କ ଚିନ୍ତାଧାରା ବହୁତ ମଜଭୂତ ଥାଏ। ଏମାନେ ନିଜ ପରିବାର ଉପରେ ଆସୁଥିବା ସବୁ କଷ୍ଟ ସହ ଏକୁଟିଆ ଲଢ଼ିଥାନ୍ତି। ଏମାନେ ଯାହାକୁ ବି ବିବାହ କରିଥାନ୍ତି ତାଙ୍କର ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଏହି ରାଶିର ଯୁବତୀ ବହୁତ ପରିଶ୍ରମୀ ହୋଇଥାନ୍ତି। ନିଜ ଚେଷ୍ଟା ବଳରେ ଏମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri