୩ ମାସ ପରେ ବି କାର୍ଯ୍ୟକାରୀ ହେଲାନି ଜିଲାପାଳଙ୍କ ନିର୍ଦ୍ଦେଶ: ଜାଲ ପ୍ରମାଣପତ୍ରରେ ଉତ୍ତରାଧିକାରୀ ସାର୍ଟିଫିକେଟ ହାସଲ ଅଭିଯୋଗ
କଟକ ସଦର, ୨୮।୧୧ (ସୁଶାନ୍ତ କୁମାର ଜେନା): ଜାଲ ମୃତ୍ୟୁ ପ୍ରମାଣପତ୍ର ଓ ନକଲି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଆଧାରରେ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ ଅଭିଯୋଗ। ଏହି ଘଟଣାର ତଦନ୍ତ ପାଇଁ କଟକ ଜିଲାପାଳଙ୍କ…
ଶୂନରେ ଆଉଟ ହୋଇ ଲଜ୍ଜାଜନକ ରେକର୍ଡ କଲେ ଜୟସ୍ବାଲ, WTCରେ ବିରାଟ କୋହଲିଙ୍କୁ ପକାଇଲେ ପଛରେ…
ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶନିବାର (୨୮ ନଭେମ୍ବର) ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଛି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୩୫୬…
ଘର ସମ୍ମୁଖରେ ଥିବା ଅଟୋକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ
ପାଟଣା, ୨୮।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଟାଇଁସିରା ଗ୍ରାମରେ ଅଭାବନୀୟ ଘଟଣା। ଘର ସମ୍ମୁଖରେ ରଖାଯାଇଥିବା ଏକ ଅଟୋକୁ ଦୁର୍ବୃତ୍ତ ନିଆଁ ଲଗାଇ ଜାଳିଦେଇଥିବା ଅଭିଯୋଗ ହୋଇଛି।…
ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ: ଏହି ଦିନଠାରୁ ହେବ…
ଦାରିଙ୍ଗବାଡ଼ି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ-୨୦୨୭। ଏହି ମହୋତ୍ସବକୁ ଆକର୍ଷଣୀୟ ଓ ଧୁମ୍ଧାମରେ ପାଳନ କରିବା ଲକ୍ଷ୍ୟରେ ବ୍ଲକ ସଭାଗୃହରେ ପ୍ରଥମ ପ୍ରସ୍ତୁତି ବୈଠକ…
ଗିଲଙ୍କ ଗୋଟିଏ ଭୁଲ ପାଇଁ ଟିମ୍ ଇଣ୍ଡିଆକୁ ବଡ଼ କ୍ଷତି, ନ୍ୟୁଜିଲାଣ୍ଡ ବିପକ୍ଷରେ ହାତଛଡ଼ା ହେଲା ସୁଯୋଗ
ଖ୍ରୀଷ୍ଟଚର୍ଚ୍ଚ,୨୮।୧୧: ଖ୍ରୀଷ୍ଟଚର୍ଚ୍ଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଜୋରଦାର ମୁକାବିଲା ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୪୬ ରନ ସଂଗ୍ରହ କରିଥିବା ବେଳେ ଭାରତୀୟ ବୋଲରମାନେ…
ଆଜି ଦୀପଥୁନରେ ଦୀପ ଜାଳିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୮ା୧୧: ଥିରୁପରନକୁନ୍ଦ୍ରମସ୍ଥିତ ବିବାଦୀୟ ଦୀପଥୁନ ସ୍ତମ୍ଭରେ କାର୍ତ୍ତିଗାଇ ଦୀପମ ପ୍ରଜ୍ଜ୍ୱଳନ ପାଇଁ ନଭେମ୍ବର ୨୦ରେ ଦିଆଯାଇଥିବା ନିର୍ଦ୍ଦେଶର ଜାଣିଶୁଣି ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଶୁକ୍ରବାର ତାମିଲନାଡୁ ମୁଖ୍ୟ ଶାସନ ସଚିବ, ଡିଜିପି,…
୧୦ ଡିଗ୍ରୀ ତଳେ ପାରଦ, ବଢ଼ିବ ଶୀତ
ଭୁବନେଶ୍ୱର, ୨୮ା୧୧ (ବନ୍ଦନା ସେଠୀ): ରାଜ୍ୟରେ ହଠାତ୍ ତାପମାତ୍ରା କମିବା ସହ ଶୀତ ଅନୁଭୂତ ହୋଇଛି। ଏକାଧିକ ସ୍ଥାନରେ ଦିନକ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ଆସନ୍ତା…
ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ TVK ବିଧାୟକ
ଚେନ୍ନାଇ,୨୭।୧୧: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK)ର କାଲ୍ଲାକୁରିଚି ବିଧାୟକ ସି. ଅରୁଲ ଭିଗ୍ନେଶଙ୍କୁ ଶୁକ୍ରବାର ସଂଧ୍ୟାରେ (ନଭେମ୍ୱର ୨୭, ୨୦୨୬) ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି। ସମ୍ପୃକ୍ତ ମହିଳା…
ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ଦରମା ସହ ଅବସର-ମୃତ୍ୟୁକାଳୀନ ସହାୟତା ରାଶି ବଢ଼ାଇଲେ ସରକାର; ଜାଣନ୍ତୁ ଏବେ…
ଭୁବନେଶ୍ୱର,୨୭।୧୧: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ସହିତ ଅବସରକାଳୀନ ଏବଂ ମୃତ୍ୟୁକାଳୀନ ସହାୟତା ରାଶିରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ…
ଶୁଭ ମୁହୂର୍ତ୍ତ ନା ନମ୍ବର ଗେମ୍? ସନ୍ଧ୍ୟା ୫.୪୫ରେ କାହିଁକି କରାଗଲା ରୋହିତଙ୍କ ଅଧିନାୟକତ୍ୱ ଘୋଷଣା…ବଡ଼ ଚର୍ଚ୍ଚା
ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକଙ୍କୁ ଚକିତ କରି ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ଦେଇଛି। ଶେଷ ଥର ପାଇଁ ୨୦୨୦…
ବରଗଡ଼ ଧନୁଯାତ୍ରା ମହୋତ୍ସବ: ଏଥର ଗୋଲାପ ଚନ୍ଦ୍ର ଦାଶ କଂସ ମହାରାଜ
ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ ଜାନୁଆରୀ ମାସ ୨୨ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ…
ମୁମ୍ୱାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ପୁଣି ଅଧିନାୟକ ପଦକୁ ଫେରିଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୭।୧୧: ଆଇପିଏଲ (IPL) ୨୦୨୭ ସିଜିନ ପୂର୍ୱରୁ ମୁମ୍ୱାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ମୁମ୍ୱାଇ ଇଣ୍ଡିଆନ୍ସ ପୁଣି ଥରେ ନିଜର ସବୁଠାରୁ ସଫଳ ଅଧିନାୟକଙ୍କ ଉପରେ ଭରସା ପ୍ରକଟ କରିଛି। ପାଞ୍ଚ ଥର IPL ଟ୍ରଫି ଜିତିଥିବା ଏହି ଦଳର…
ଏଥର ସଂସଦରେ ପାସ୍ ହେଇଯିବ ସୀମା ନିର୍ଦ୍ଧାରଣ ବିଲ୍? ଭାଜପା ଖେଳିଦେଲା ବଡ଼ ଗେମ୍, ବିରୋଧୀ କାବା
ନୂଆଦିଲ୍ଲୀ,୨୭।୧୧: ସଂସଦର ମୌସୁମୀ ଅଧିବେଶନର ଆଗାମୀ କାର୍ଯ୍ୟାନୁଷ୍ଠାନ ବଢ଼ାଇବା ପାଇଁ ସରକାର ଅନୁରୋଧ କରିଛନ୍ତି। ସଂସଦୀୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଅନୁଯାୟୀ, ଏହି ପଦକ୍ଷେପ ଜରୁରୀ କାମକାଜ ପାଇଁ ନିଆଯାଇଛି। ଯେଉଁଠାରେ ଲୋକସଭାର ବୈଠକ ୩୦ ନଭେମ୍ୱର ଏବଂ ରାଜ୍ୟସଭାର ବୈଠକ…
ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍କୁ ମିଳିଲା ମଞ୍ଜୁରୀ, ଏହାସହ…
ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ। ପ୍ରାୟ ୪୦ ମିନିଟ ଧରି ଚାଲିଥିବା ଏହି ବୈଠକରେ ସଂସଦର ଆଗାମୀ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଛି। ସୂତ୍ର ଅନୁସାରେ, ବୈଠକରେ ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲକୁ…
ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ସମସ୍ତ ଦୋଳି
କଟକ,୨୭ା୧୧: କଟକ ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ବନ୍ଦ ରହିବ ସମସ୍ତ ଦୋଳି । ଗୁରୁବାର ରାମଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି । ଡକ୍ୟୁମେଣ୍ଟ ପୁଣି ଯାଞ୍ଚ ହେବ, ଦୋଳିର…
ବାଲିଯାତ୍ରାରେ ଅଘଟଣ: ରାମଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
କଟକ,୨୭ା୧୧(ଶିଳ୍ପା ପ୍ରିୟଦର୍ଶିନୀ):କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି। ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଜଣାପଡ଼ି ନାହିଁ। ଘଟଣାସ୍ଥଳରୁ ଅଗ୍ନିଶମ ଓ ପୋଲିସ କର୍ମଚାରୀ ଗୁରୁତର ଅବସ୍ଥାରେ ଉକ୍ତ…
Archives
Trending
ଫଟୋରେ ଖବର
ରାଜ୍ୟ
- ୧୦ ଡିଗ୍ରୀ ତଳେ ପାରଦ, ବଢ଼ିବ ଶୀତ
- ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ଦରମା ସହ ଅବସର-ମୃତ୍ୟୁକାଳୀନ ସହାୟତା ରାଶି ବଢ଼ାଇଲେ ସରକାର; ଜାଣନ୍ତୁ ଏବେ…
- ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ
- ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…
- ବାଲ୍ୟ ବିବାହ ରୋକିବାକୁ ପ୍ରଶାସନର ତତ୍ପରତା, ଜନଜାତିଙ୍କୁ କଲା ସଚେତନ
ଜାତୀୟ
- ଆଜି ଦୀପଥୁନରେ ଦୀପ ଜାଳିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
- ୨,୦୦୦ ବର୍ଷ ପୂର୍ବରୁ ସୁନ୍ଦରବନରେ ଥିଲା ଜନବସତି
- ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ TVK ବିଧାୟକ
- ଏଥର ସଂସଦରେ ପାସ୍ ହେଇଯିବ ସୀମା ନିର୍ଦ୍ଧାରଣ ବିଲ୍? ଭାଜପା ଖେଳିଦେଲା ବଡ଼ ଗେମ୍, ବିରୋଧୀ କାବା
- ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍କୁ ମିଳିଲା ମଞ୍ଜୁରୀ, ଏହାସହ…
ମେଟ୍ରୋ
- ୧୦ ଡିଗ୍ରୀ ତଳେ ପାରଦ, ବଢ଼ିବ ଶୀତ
- ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ: ‘କମଳା ରାଇଜିଂ ଷ୍ଟାର୍ସ ଆୱାର୍ଡ-୨୦୨୬’ ପାଇବେ ଆଡଭୋକେଟ ଅଙ୍କିତା ଗଙ୍ଗା ଦେବ
- ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ଦରମା ସହ ଅବସର-ମୃତ୍ୟୁକାଳୀନ ସହାୟତା ରାଶି ବଢ଼ାଇଲେ ସରକାର; ଜାଣନ୍ତୁ ଏବେ…
- ଖସିବ ପାରଦ, ବଢ଼ିବ ଶୀତ: ଉତ୍ତର-ପଶ୍ଚିମରୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ବାୟୁ
- ଆସିଲା ନୂଆ ଗାଇଡ୍ଲାଇନ୍: କଠିନ ଡ୍ୟୁଟିରୁ ଗର୍ଭବତୀ ପୋଲିସ ଅଫିସରଙ୍କୁ ମିଳିବ ମୁକ୍ତି
ଅନ୍ତର୍ଜାତୀୟ
- ଡାର୍ଟ ମହାକାଶଯାନ ଧକ୍କା ଦେଇଥିବା ଗ୍ରହାଣୁରେ ହୋଇଛି ବିଶାଳ ଗର୍ତ୍ତ
- ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ମିଳିବ ୨ଟି ଲେଖାଏ ସ୍ପେସ୍-ଏକ୍ସ ଶେୟାର
- ପିଲାମାନେ ଟ୍ୟାବଲେଟ ବଦଳରେ ଏବେ ଖାତା ପେନସିଲରେ ପଢିବେ ପାଠ, ବଦଳିଲା କରୋନା ପରର ନିୟମ!
- ଆମେରିକାର ଟାରିଫ୍ ଉପରେ ଚାଇନାର କଡ଼ା ପ୍ରତିକ୍ରିୟା, ଭୁଲ ପଦକ୍ଷେପ ପ୍ରତ୍ୟାହାର କର, ନଚେତ୍…
- ବିନା ହିଜାବରେ ଗାଇବାରୁ ଗାୟିକା ପରାସ୍ତୁ ଅହମଦିଙ୍କୁ ୭୪ ଥର ଚାବୁକମାଡ଼
ଖେଳ
- ଶୂନରେ ଆଉଟ ହୋଇ ଲଜ୍ଜାଜନକ ରେକର୍ଡ କଲେ ଜୟସ୍ବାଲ, WTCରେ ବିରାଟ କୋହଲିଙ୍କୁ ପକାଇଲେ ପଛରେ…
- ଗିଲଙ୍କ ଗୋଟିଏ ଭୁଲ ପାଇଁ ଟିମ୍ ଇଣ୍ଡିଆକୁ ବଡ଼ କ୍ଷତି, ନ୍ୟୁଜିଲାଣ୍ଡ ବିପକ୍ଷରେ ହାତଛଡ଼ା ହେଲା ସୁଯୋଗ
- ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ପାକିସ୍ତାନ, ଟାଇଟଲ ପାଇଁ ଶ୍ରୀଲଙ୍କା ସହ ମହାଲଢ଼େଇ
- ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଲେ ଆକାଶଦୀପ: ଭାରତୀୟ ଦ୍ରୁତ ବୋଲରଙ୍କ ତାଲିକାରେ ହେଲେ ସାମିଲ
- ଅଧିନାୟକ ପଦ ନ ମିଳିବାରୁ MIର ବଡ଼ ଅଫର୍ ପ୍ରତ୍ୟାଖ୍ୟାନ କଲେ ବୁମ୍ରାହ? ହେଲା ବଡ଼ ଖୁଲାସା
ଫୁରସତ
- ମୋବାଇଲ କାହିଁକି ଫାଟେ? ଜାଣନ୍ତୁ ଏହାର କାରଣ ଓ ସତର୍କତା
- ପ୍ରେମିକାଙ୍କୁ ବାଇକ୍ ଟାଙ୍କି ଉପରେ ବସାଇ ପ୍ରେମିକ କଲେ ଅଜବ ଷ୍ଟଣ୍ଟ୍, ଭିଡିଓ ଭାଇରାଲ ପରେ…
- ସୁନାର ରାସ୍ତାରେ ଚାଲିବେ ଲୋକେ, ଖୁବ୍ଶୀଘ୍ର ୨୪ କ୍ୟାରେଟ୍ ସୁନାରେ ହେବ ତିଆରି, ଜାଣନ୍ତୁ ପୂରା ପ୍ଲାନିଂ…
- ବିରଳ ସଂଯୋଗ: ୧୧୮ ବର୍ଷ ହେବ ଗୋଟିଏ ତାରିଖରେ ଜନ୍ମନେଇଛନ୍ତି ପରିବାରର ୫ ପିଢ଼ି
- ବିଲ୍ରେ ୫୦ ପଇସା ଅଧିକ ନେବା ପଡ଼ିଲା ମହଙ୍ଗା, ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା
ବାଣିଜ୍ୟ
- ATMରୁ ଟଙ୍କା ଉଠାଇବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ, ନୂଆ ନିୟମ ଲାଗୁ କଲା RBI
- ଡିସେମ୍ବର ୧ରୁ ବଦଳିବାକୁ ଯାଉଛି ଟଙ୍କା ପଇସା ସହ ଜଡ଼ିତ ଏହି ବଡ଼ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!
- UPI ପେମେଣ୍ଟ କରୁଥିଲେ ଆସିଲା ବଡ଼ ଅପଡେଟ୍: ୧ ଜାନୁଆରୀରୁ ବନ୍ଦ ହେବ…
- ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା! ୨୦୧୩ ପରେ ସବୁଠାରୁ ବଡ଼ ହ୍ରାସ
- ବଜାର ପୁଞ୍ଜିକୁ ନେଇ ଏନ୍ଏସ୍ଇ ୩ୟ ବୃହତ୍ତମ ଷ୍ଟକ୍ ଏକ୍ସଚେଞ୍ଜ
ଜୀବନଚର୍ଯ୍ୟା
- କେହି ଆପଣଙ୍କୁ ଅପମାନିତ କରୁଛନ୍ତି କି? ଜାଣନ୍ତୁ କେମିତି କରିବେ ସାମ୍ନା, କ’ଣ କହିଛନ୍ତି ଚାଣକ୍ୟ…
- ଶନିଙ୍କ ମାର୍ଗୀ ଚଳନ ବଦଳାଇବ ବୃଷ ସମେତ ୩ ରାଶିଙ୍କ ଭାଗ୍ୟ! ଅଜସ୍ର ଧନପ୍ରାପ୍ତି ସହ ମିଳିବ ନୂଆ ଚାକିରି
- ଗଜକେଶରୀ ଯୋଗ: ଡିସେମ୍ବର ପହିଲାରୁ ତୁଳା ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ପ୍ରବଳ ଧନଲାଭ ସହ…
- ଶୁକ୍ର-ଗୁରୁଙ୍କ ଦୁର୍ଲଭ ଯୋଗ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ବଢିବ ଧନ, ଚାକିରିରେ ବଡ଼ ପ୍ରମୋଶନ!
- ଦେବଗୁରୁ ବୃହସ୍ପତିଙ୍କ ପଡିଲା ନଜର: ଆଜିଠୁ ଏହି ୪ ରାଶିଙ୍କ ଗୋଲଡେନ୍ ସମୟ ଆରମ୍ଭ, ଘରକୁ ଆସିବ ଖୁସିଖବର!
ଅପରାଧ
- ନିଜ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେଲେ ଦୁଇ ଭାଇ, ଏମିତି ସାମ୍ନାକୁ ଆସିଲା ପ୍ରକୃତ ଘଟଣା…
- ୪ ବର୍ଷ ତଳର ପ୍ରତିଶୋଧ ନେବାକୁ ଯୁବକଙ୍କୁ ହତ୍ୟା ଉଦ୍ୟମ, ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର
- ପୋଲିସ ଡିଜିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ମଞ୍ଚେଶ୍ୱର ଥାନା ଆଇଆଇସି ନିଲମ୍ବିତ
- ରାଜଧାନୀରେ ଛାତିଥରା ଘଟଣା; କାଫେରେ ଯୁବତୀଙ୍କୁ ଗଣବଳାତ୍କାର
- ମାଆଙ୍କୁ ଟଣାଓଟରା ପ୍ରତିବାଦ କରିବାରୁ ଦୁଇ ଭାଇଙ୍କୁ ଛୁରୀ ଭୁସିଲେ; ଶ୍ୱଶୁର-ଜ୍ୱାଇଁ ଗିରଫ, ଜାମିନ ଖାରଜ ପରେ…
