ଖସିବ ପାରଦ, ବଢ଼ିବ ଶୀତ: ଉତ୍ତର-ପଶ୍ଚିମରୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ବାୟୁ

ଭୁବନେଶ୍ୱର,୨୭।୧୧:  ରାଜ୍ୟରେ ଆଗାମୀ ଦିନରେ ଆହୁରି ବଢ଼ିବ ଶୀତ। ଖସିବ ପାରଦ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ବାୟୁ। ଏହା ସହ ଗୁରୁଚାପ ବଳୟର ପ୍ରଭାବ ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବା ସମ୍ଭାବନା ରହିଛି।

ପାଣିପାଗରେ ଏଭଳି ପରିବର୍ତ୍ତନ ଯୋଗୁଁ ରାତିର ତାପମାତ୍ରା ହ୍ରାସ ପାଇବା ସହ ଶୀତ ଅନୁଭୂତ ହେବ। ବିଶେଷକରି ରାତି ଓ ଭୋର୍‌ ସମୟରେ ଥଣ୍ଡାର ପ୍ରଭାବ ଅଧିକ ରହିପାରେ। ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଜାରି ରହିଲେ ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସମ୍ଭାବନା ରହିଛି। ଏଥିଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସହ ଲୋକଙ୍କୁ ଥଣ୍ଡାରୁ ରକ୍ଷା ପାଇଁ ସତର୍କ ରହିବାକୁ ପଡ଼ିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ମାଧ୍ୟମରେ ଚାଷୀଙ୍କୁ ସଚେତନ କଲେ କଳାକାର, ସରକାରୀ ଯୋଜନାକୁ ନେଇ…

ଦାରିଙ୍ଗବାଡ଼ି,୨୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଇଟିଆଇ ପଡ଼ିଆଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାଥମିକ ପର୍ଯ୍ୟାୟରେ…

ବଜାର ପୁଞ୍ଜିକୁ ନେଇ ଏନ୍‌ଏସ୍‌ଇ ୩ୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ

ମୁମ୍ବାଇ,୨୭ା୧୧:ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେଶନ) ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟକ୍‌ ଏକ୍ସଚେଞ୍ଜ ଭାବେ ମାନ୍ୟତାଲାଭ କରିଛି । ଗତ ସେପ୍ଟେମ୍ବରରେ…

୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଲେ ହାଇଓ୍ବା ଡ୍ରାଇଭର, ଚାଲିଗଲା ଜୀବନ

ପାଟଣା,୨୭ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତାର ଡୁମୁରିବେଡ଼ା ନିକଟରେ ଶୁକ୍ରବାର ସକାଳୁ ଅଘଟଣ ଘଟିଛି। ଚିପର ଗୁଣ୍ଡ ଅନ୍‌ଲୋଡ୍‌ କରି ସାରି ଡାଲା…

ଶୁକ୍ର-ଗୁରୁଙ୍କ ଦୁର୍ଲଭ ଯୋଗ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ବଢିବ ଧନ, ଚାକିରିରେ ବଡ଼ ପ୍ରମୋଶନ!

ନୂଆଦିଲ୍ଲୀ,୨୭।୧୧: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨୮, ୨୦୨୬ ସନ୍ଧ୍ୟା ୫ଟା ୩୦ ମିନିଟରେ ଶୁକ୍ର ଓ ବୃହସ୍ପତି ୬୦ ଡିଗ୍ରୀ କୋଣରେ ଅବସ୍ଥାନ କରିବେ। ଏହି…

SBI କ୍ରେଡିଟ କାର୍ଡ ଗ୍ରାହକ ସାବଧାନ! ଡିସେମ୍ବର ୧ରୁ ବଦଳିବ ନିୟମ, ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ,୨୭।୧୧: ଯଦି ଆପଣ SBI କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଏବଂ ଯାତ୍ରା, ପରିବହନ କିମ୍ବା ପେଟ୍ରୋଲ-ଡିଜେଲ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଡିସେମ୍ବର…

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଆଜି କଂସ ଚୟନ

ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧…

ସିରାଜଙ୍କ ଆଖିରେ ଲୁହ! ପୂର୍ବତନ କ୍ରିକେଟର୍‌ ଉଠାଇଲେ ବଡ଼ ପ୍ରଶ୍ନ

ଖ୍ରୀଷ୍ଟଚର୍ଚ୍ଚ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖ୍ରୀଷ୍ଟଚର୍ଚ୍ଚରେ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ରେ…

ଆଇପିଏଲରେ ବଡ଼ ହଲଚଲ! ମୁମ୍ବାଇକୁ ମିଳିବ ନୂଆ ଅଧିନାୟକ, ଆଜି ଏହି ସମୟରେ ହେବ ଅଫିସିଆଲ ଘୋଷଣା

ନୂଆଦିଲ୍ଲୀ,୨୭।୧୧: ଆସନ୍ତା ବର୍ଷ ଆଇପିଏଲ ସିଜିନ ବେଶ ରୋମାଞ୍ଚକର ହେବାକୁ ଯାଉଛି। ନିଜ ନିଜ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ଫ୍ରାଞ୍ଚାଇଜି ବଡ଼ ପଦକ୍ଷେପ ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?