ଓଡ଼ିଶା: ଆଜିର ଫଟୋ ( ୨୨ ନଭେମ୍ବର, ୨୦୨୬ )

ଭୁବନେଶ୍ୱର ରାଜମହଲ-ଏଜି ଛକ ରାସ୍ତାରେ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଥର୍ମୋକୋଲ୍‌ରେ ଡଙ୍ଗା ତିଆରି କରୁଛନ୍ତି ଜଣେ ଯୁବକ

 

 

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମ୍‌ରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ‘ଗୁଞ୍ଜନ ଜାତୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ’

 

 

କଟକ ସିଲଭର ସିଟି ବୋଟ୍ କ୍ଲବ୍ ପରିସରରୁ ବାଲିଯାତ୍ରା ତଳ ପଡ଼ିଆକୁ ଅତିଥିମାନଙ୍କ ଯାତାୟାତ ପାଇଁ ପ୍ରସ୍ତୁତ ରଖାଯାଇଥିବା ନୌକା

 

 

 

📲 Follow Dharitri – Odisha’s No.1 Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୧ ନଭେମ୍ବର, ୨୦୨୬ )

ପୁରୁଣା ଭୁବନେଶ୍ୱରରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପାଇଁ ଜଣେ କାରିଗର ଡଙ୍ଗା ତିଆରି କରୁଛନ୍ତି     ପିଏମ୍‌ଜିରେ ୧୨୭ତମ ରାଜ୍ୟସ୍ତରୀୟ ହରେକୃଷ୍ଣ ମହତାବ ଜୟନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?