
କଟକରେ ନାଗ ଚତୁର୍ଥୀ ଅବସରରେ ତେଲୁଗୁ ସମ୍ପ୍ରଦାୟର ମହିଳାମାନେ ଗଡ଼ଗଡ଼େଶ୍ୱର ମନ୍ଦିର ନିକଟସ୍ଥ ତ୍ରିନାଥ ମନ୍ଦିର ପରିସରରେ ମାଟି ହୁଙ୍କା ମୂଳେ ଅଣ୍ଡା ଓ କ୍ଷୀର ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରୁଛନ୍ତି
କଟକ ବାଲିଯାତ୍ରା ତଳ ପଡ଼ିଆରେ ଦୋଳି, ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଓର୍ମାସ୍ ଷ୍ଟଲ୍ର ପ୍ରସ୍ତୁତି କାର୍ଯ୍ୟ ଚାଲିଛି
ସୂଚନା ଭବନରେ ଦିବ୍ୟ ଦିଗନ୍ତ ଔଷଧୀୟ ବୃକ୍ଷ ପ୍ରଦର୍ଶନୀର ଉଦ୍ଯାପନୀ ଉତ୍ସବ। ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ଲୋକେ

