Posted inଜାତୀୟ

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି।

ସୂଚନାଥାଉ କି, ଦିଲ୍ଲୀରେ ଏଏପି ସହ କଂଗ୍ରେସର ମେଣ୍ଟକୁ ନେଇ ଅରବିନ୍ଦର ସିଂହ ଲଭଲୀ ଅସନ୍ତୁଷ୍ଟ ଥିଲେ। ଏହାପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ଓ କେଉଁ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଆଜି ସେ ଭାଜପାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ୍‌ ଚଢି ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ: ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୮।୬: ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର ଚଳିତବର୍ଷ ନିର୍ବାଚନରେ ପ୍ରଥମଥର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମଥର ବିଧାନସଭାକୁ ଯିବା ପାଇଁ ସେ...

ଫ୍ଲାଇଟ୍‌ରେ ବୋମା, ବିମାନ ବନ୍ଦରକୁ ଆସିଲା ମେଲ୍‌

ନୂଆଦିଲ୍ଲୀ, ୧୮।୬: ରାଜଧାନୀ ଦିଲ୍ଲୀରୁ ମୁମ଼୍ବାଇ ଯିବାକୁ ଥିବା ଏକ ବିମାନରେ ବୋମା ଥିବା ନେଇ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି । ଜୁନ୍‌ ୧୭...

ଇସ୍ତଫା ଦେଲେ ରାହୁଲ ଗାନ୍ଧୀ: ଏବେ ଏହି ଆସନରୁ ରହିବେ ଏମ୍‌ପି

ନୂଆଦିଲ୍ଲୀ,୧୮।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଏବଂ ୟୁପିର ରାଏବରେଲି ମଧ୍ୟରେ ଗୋଟିଏ ଆସନ ବାଛିଛନ୍ତି। ୱାୟନାଡ ଆସନରୁ ସେ ଇସ୍ତଫା ଦେଇଛନ୍ତି।...

ଯଦି ସରକାର ନ ମାନନ୍ତି ତେବେ…ସ୍ବାଧୀନ ଭାରତରେ ପ୍ରଥମଥର ହେବ ଲୋକ ସଭା ବାଚସ୍ପତି ପାଇଁ ନିର୍ବାଚନ

ନୂଆଦିଲ୍ଲୀ,୧୮।୬: ଲୋକ ସଭାରେ ଡେପୁଟି ସ୍ପିକର ପଦବୀ ଦାବିରେ ଜିଦ ଧରିଥିବା ବିରୋଧୀ ଚେତାବନୀ ଦେଇଛନ୍ତି ଯେ ଯଦି ସରକାର କୌଣସି ବିରୋଧୀଦଳର ନେତାଙ୍କୁ ଡେପୁଟି...

ଓ୍ବାଇକରଙ୍କ ଶପଥକୁ ବନ୍ଦ କରାଯାଉ

ମୁମ୍ବାଇ,୧୮ା୬: ମୁମ୍ବାଇ ନର୍ଥ ଓ୍ବେଷ୍ଟ ଆସନରୁ ଶିବସେନା (ଶିନ୍ଦେ) ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୪୮ ଭୋଟ ବ୍ୟବଧାନରେ ଜିତିଥିବା ରବୀନ୍ଦ୍ର ଓ୍ବାଇକର ଭୋଟଗଣତିରେ ଜାଲିଆତି କରିଥିବା...

ରେଳ ମନ୍ତ୍ରଣାଳୟର ଅବ୍ୟବସ୍ଥାକୁ ଦାୟୀ କଲେ ବିରୋଧୀ

ନୂଆଦିଳ୍ଲୀ,୧୮ା୬: ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ କରିଛନ୍ତି। ରେଳ ମନ୍ତ୍ରଣାଳୟର ଅତ୍ୟନ୍ତ...

ହୋଇଗଲା ଫାଇନାଲ! ଓଡ଼ିଶାର ଏହି ନେତାଙ୍କୁ ମିଳିପାରେ ଲୋକ ସଭାର ବାଚସ୍ପତି ପଦ

ନୂଆଦିଲ୍ଲୀ,୧୭।୬: ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ସୂଚନାନୁଯାୟୀ,...

ପାଠ୍ୟପୁସ୍ତକରେ ଉଭୟ ଭାରତ ଓ ଇଣ୍ଡିଆ ଶବ୍ଦ ବ୍ୟବହାର କରାଯିବ: ଏନ୍‌ସିଇଆର୍‌ଟି

ନୂଆଦିଲ୍ଲୀ,୧୭।୬: ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ପାଠ୍ୟପୁସ୍ତକଗୁଡ଼ିକରେ ଦେଶର ନାଁ ଉଭୟ ଭାରତ ଏବଂ ଇଣ୍ଡିଆ ବ୍ୟବହାର କରାଯିବ। ଏନ୍‌ସିଇଆର୍‌ଟି ଅଧ୍ୟକ୍ଷ ଦୀନେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri