ଓଡ଼ିଶା: ଆଜିର ଫଟୋ ( ୧୪ ଏପ୍ରିଲ, ୨୦୨୬ )

କଟକ ବକ୍ସିବଜାର ବଢେଇ ସାହିସ୍ଥିତ ବାସ୍ତରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ଝାମୁ ଯାତ୍ରା

 

 

 

ବ୍ରହ୍ମପୁରର ବିଭିନ୍ନ ସଂକଟ ମୋଚନ ହନୁମାନ ମନ୍ଦିରରରେ ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ପାଳନ

 

 

 

 

ଭୁବନେଶ୍ୱର ରାମ ମନ୍ଦିରରେ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉତ୍ସବ ପାଳନ

 

 

 

ପୁରୀରେ ହନୁମାନଙ୍କ ଜୟନ୍ତୀ ପାଇଁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀକ୍ଷେତ୍ରର ଅଷ୍ଟ ମହାବୀରଙ୍କ ପାଇଁ ପୂଜାପଣ୍ଡା ସାମନ୍ତ ନେଉଛନ୍ତି

 

 

 

📲 Follow Dharitri – Odisha’s No.1 Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୪ ଜୁଲାଇ, ୨୦୨୬)

ଗୁଆ ବରଡ଼ା ଖୋଳପାରେ ତିନି ରଥ ତିଆରି କରି ସୂକ୍ଷ୍ମ କଳାକୃତି ପ୍ରଦର୍ଶନ କରୁଛନ୍ତି ଜଟଣୀର ଏଲ୍. ଈଶ୍ୱର ରାଓ     ଲଘୁଚାପ ପ୍ରଭାବରେ ରାଜଧାନୀରେ…

ଓଡ଼ିଶା: ଆଜିର ଫଟୋ (୧୨ ଜୁଲାଇ, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ନାଟ୍ୟଧାରା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ କଲଚରାଲ୍ ସୋସାଇଟିର ଶିଳ୍ପୀମାନେ ନାଟକ ପରିବେଷଣ କରୁଛନ୍ତି       କଟକ ବାଦାମବାଡ଼ି ପାଲାମଣ୍ଡପ…

ଓଡ଼ିଶା: ଆଜିର ଫଟୋ (୧୧ ଜୁଲାଇ, ୨୦୨୬)

ଦୋଳମୁଣ୍ଡାଇ ଚନ୍ଦନ ପଡ଼ିଆ ରଥଖଳାରେ ମେହେରା ପ୍ରସ୍ତୁତ କରୁଛନ୍ତି କାରିଗର   ମୁଣ୍ଡଳୀରେ ପ୍ରବାହିତ ହେଉଛି ବନ୍ୟାଜଳ   📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri