‘ଓ୍ବାଲର୍‌ଡସ୍‌ ବ୍ରାଇଟେଷ୍ଟ’ ଷ୍ଟୁଡେଣ୍ଟ ନତାଶା

ଓ୍ବାଶିଂଟନ୍‌, ୮।୨: ‘ଓ୍ବାଲର୍‌ଡସ୍‌ ବ୍ରାଇଟେଷ୍ଟ୍‌’ ଷ୍ଟୁଡେଣ୍ଟ ସୂଚୀର ଶୀର୍ଷରେ ରହିଛନ୍ତି ଭାରତୀୟ-ଆମେରରିକୀୟ ନତାଶା ପେରିଆନାୟାଗମ। ଆମେରିକାର ଜନ୍ସ ହୋପକିନ୍ସ ସେଣ୍ଟର ଫର୍‌ ଟ୍ୟାଲେଣ୍ଟେଡ୍‌ ୟୁଥ୍‌ (ସିଟିଓ୍ବାଇ) ପକ୍ଷରୁ ଏହି ନାମ ତାଲିକା ପ୍ରକାଶ ପାଇଥିବାବେଳେ ନତାଶା ଦ୍ୱିତୀୟଥର ଲାଗି ଏହି ଲିଷ୍ଟରେ ରହିଛନ୍ତି। ବିଶ୍ୱର ୭୬ ଦେଶର ୧୫୦୦୦ ଛାତ୍ରୀଛାତ୍ରଙ୍କୁ ନେଇ ଏହି ଟ୍ୟାଲେଣ୍ଟ ପରୀକ୍ଷା କରାଯାଇଥିଲା। ୧୩ ବର୍ଷୀୟା ନତାଶା ନ୍ୟୁଜର୍ସିର ଫ୍ଲୋରେନ୍ସ ଏମ୍‌. ଗାଡିନିଅର ମିଡିଲ ସ୍କୁଲରେ ପାଠ ପଢ଼ନ୍ତି। ୨୦୨୧ରେ ମଧ୍ୟ ଜନ୍ସ ହୋପକିନ୍ସର ସିଟିଓ୍ବାଇ ପରୀକ୍ଷା ଦେଇଥିଲେ। ଖାଲି ସମୟରେ ନତାଶା ଜେଆର୍‌ଆର୍‌ ଟାଲକିଏନ୍‌ଙ୍କ ପ୍ରବନ୍ଧ ପଢ଼ିବାକୁ ପସନ୍ଦ କରନ୍ତି। ସିଟିଓ୍ବାଇ ଟେଷ୍ଟ ଏକ ଏବଭ୍‌ ଗ୍ରେଡ୍‌ ଲେବଲ ପରୀକ୍ଷା, ବିଶ୍ୱର ଯେକୌଣସି ଦେଶର ଆଡ୍‌ଭାନ୍ସଡ୍‌ ଛାତ୍ରୀଛାତ୍ର ଏହି ଟେଷ୍ଟ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri