ଘଣ୍ଟାଏ କାମ କଲେ ମିଳିବ ୨ଘଣ୍ଟାର ଦରମା! ନୂଆ ଲେବର କୋଡରେ ଓଭରଟାଇମ୍‌ର କଡ଼ ନିୟମ

ଘଣ୍ଟାଏ କାମ କଲେ ମିଳିବ ୨ଘଣ୍ଟାର ଦରମା! ନୂଆ ଲେବର କୋଡରେ ଓଭରଟାଇମ୍‌ର କଡ଼ ନିୟମ ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଓଭରଟାଇମ କାମ କରିବା ଆଉ କ୍ଷତିରେ ଯିବନି। ବରଂ, ଏହା ରୋଜଗାରକୁ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦିଏ! ୧ ଏପ୍ରିଲ, ୨୦୨୬ ଠାରୁ କାର୍ଯ୍ୟକାରୀ ହେଉଥିବା ନୂଆ ଲେବର କୋଡ କର୍ମଚାରୀମାନଙ୍କ…

ଦୀର୍ଘ ୧୬ ବର୍ଷ ପରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା +୨, ଅଞ୍ଚଳରେ ଖେଳିଗଲା ଆନନ୍ଦ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ରେ ଖୋଲିଥିଲା। ଦୀର୍ଘ ୧୬ ବର୍ଷ ପରେ ଚଳିତ ଶିକ୍ଷାବର୍ଷଠାରୁ ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯାୟରେ…

ହାର୍ଦ୍ଦିକଙ୍କ ଏକ୍ସ ଓ୍ବାଇଫ ନା ନୂଆ ଗର୍ଲଫ୍ରେଣ୍ଡ କିଏ ଅଧିକ ଧନୀ? ଜାଣନ୍ତୁ ଏମାନଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୫।୪: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜୀବନଶୈଳୀ ଏବଂ ସମ୍ପର୍କ ପାଇଁ ପ୍ରାୟତଃ ଶିରୋନାମାରେ ଅଛନ୍ତି। ହାର୍ଦ୍ଦିକ ବର୍ତ୍ତମାନ ଲୋକପ୍ରିୟ ମଡେଲ ମାହିକା ଶର୍ମାଙ୍କୁ ଡେଟ କରୁଛନ୍ତି। ଏହି ଦମ୍ପତି ପ୍ରାୟତଃ ଏକାଠି…

ଜଳିଗଲା ଲଙ୍କାଗଡ଼ ଜଙ୍ଗଲ, ଚାରିଆଡ଼େ ଧୂଆଁମୟ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କୁଲାଡ଼ ବିଟ୍‌ ଅଧୀନରେ ଥିବା ବାରୁଡ଼ା ଲଙ୍କାଗଡ଼ ପାହାଡ଼ରେ ଥିବା ଜଙ୍ଗଲ ଶୁକ୍ରବାର ରାତିରେ ଜଳିଯାଇଛି। ଫଳରେ ଉକ୍ତ ଜଙ୍ଗଲରେ ଥିବା ଅଧିକାଂଶ…

କୋହଲିଙ୍କ ବିରାଟ ଛକା ଦେଖି ଷ୍ଟାଡିୟମରେ ଏମିତି ନାଚି ଉଠିଲେ ଅନୁଷ୍କା ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୫।୪: ଗତ ଶୁକ୍ରବାର, IPL 2026 ର ୩୪ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ନିଜ ଘରୋଇ ଗ୍ରାଉଣ୍ଡରେ ୫ ୱିକେଟରେ ବିଜୟ…

ଟାଇମ୍ସ ହାୟର ଏଜୁକେଶନ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌: ଏସିଆର ୧୬୯, ଦେଶରେ ୬ଷ୍ଠ ସ୍ଥାନରେ କିଟ୍‌

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା):ଚଳିତବର୍ଷ ଦି ଟାଇମ୍ସ ହାୟର ଏଜୁକେଶନ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଂ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ବିଶ୍ୱସ୍ତରୀୟ ର଼୍ୟାଙ୍କିଂରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଏବର୍ଷ କିଟ୍‌ ବିଶ୍ୱବିଦ୍ୟାଳୟ ଅଧିକ ଉନ୍ନତ ପ୍ରଦର୍ଶନ…

ଟ୍ରମ୍ପଙ୍କୁ ଭେଟିବେ ମୋଦି, ଯୁଦ୍ଧକୁ ନେଇ ହୋଇପାରେ ବଡ଼ ଆଲୋଚନା!

ନୂଆଦିଲ୍ଲୀ,୨୫।୪: ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ଅଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଫ୍ରାନ୍ସ ଯିବେ।…

‘ଇରାନ-ଆମେରିକା ମଧ୍ୟରେ କୌଣସି ସିଧାସଳଖ ଆଲୋଚନା ହେବ ନାହିଁ’, ପାକିସ୍ତାନରେ ଆଲୋଚନା ପୂର୍ବରୁ ତେହରାନର ସ୍ପଷ୍ଟ ବୟାନ

ଓ୍ବାଶିଂଟନ୍‌,୨୫।୪: ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପୁନର୍ବାର ଆରମ୍ଭ ହେଉଛି। ଏହି ଆଲୋଚନା ପାଇଁ ଇରାନୀ ପ୍ରତିନିଧି ଦଳ ଇସଲାମାବାଦରେ ପହଞ୍ଚିଛନ୍ତି, ଯାହା ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯିବ। ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଇରାନୀ ପ୍ରତିନିଧି…

ଏହି ଦିନଠୁ ପାଗ ବଦଳିବ: ୨୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୫ା୪(ବନ୍ଦନା ସେଠୀ):ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ପାରଦ ଉପରମୁହଁା ହେବା ସହ ୪୫ ଡିଗ୍ରୀର ନିକଟତର ହୋଇଛି। ଝାରସୁଗୁଡ଼ା ଲଗାତର ୩ଦିନ ହେବ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ…

୩୦ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳାଙ୍କ ଉପରେ ହେବ ବଡ଼ ଆଲୋଚନା

ଭୁବନେଶ୍ୱର,୨୫।୪ (ରବିନାରାୟଣ ଜେନା):ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଏପ୍ରିଲ ୩୦ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଶୁକ୍ରବାର ଏସଂକ୍ରାନ୍ତରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ ବିଧାନସଭାର…

ବିରାଟ-ପଡିକାଲଙ୍କ ବିସ୍ଫୋରକ ବ୍ୟାଟିଂ, ହାରିଲା ଗୁଜରାଟ

ବେଙ୍ଗାଲୁରୁ, ୨୪।୪- ଗୁଜରାଟ ଟାଇଟନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ନିକଟରୁ ୫ ଉଇକେଟରେ ପରାଜିତ ହୋଇଛି। ଗୁଜରାଟ ୨୦ ଓଭରରେ ୩ ଉଇକେଟ ହରାଇ ୨୦୫ ରନ କରିଥିଲା। ଜବାବରେ ଆର୍‌ସିବି ବିରାଟ…

ଭାଜପାରେ ଯୋଗଦେଲେ ରାଘବ ଚଢା, ମିଳିବ ବଡ଼ ଦାୟିତ୍ୱ! ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଭାଜପାରେ ଯୋଗଦେଲେ ରାଘବ ଚଢା। କିଛି ସମୟ ପୂର୍ୱରୁ ଏଏପିରୁ ଇସ୍ତଫା ଘୋଷଣା କରିଥିବା ରାଜ୍ୟ ସଭା ଏମପି ରାଘବ ଚଢା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ଶୁକ୍ରବାର ଦିଲ୍ଲୀରେ ପାର୍ଟି ମୁଖ୍ୟ ନୀତିନ ନବୀନଙ୍କ ଉପସ୍ଥିତିରେ ଭାଜପାରେ…

ମୋଦି କ୍ୟାବିନେଟ ନା ପଞ୍ଜାବ ଭାଜପାର ଚେହେରା ହେବେ ଚଢା? ଜଣାପଡିଲା ଭିତିରି ଖେଳ

ନୂଆଦିଲ୍ଲୀ,୨୪।୪: ରାଘବ ଚଢା ଏବଂ ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପି ଆମ ଆଦମୀ ପାର୍ଟି (ଆପ) ଛାଡି ଭାଜପାରେ ଯୋଗଦେବାର ଘୋଷଣା ଭାରତୀୟ ରାଜନୀତିରେ ବଡ଼ ଝଟକା ସୃଷ୍ଟି କରିଛି। ଏହି ଘଟଣା ଏଏପିର ଭବିଷ୍ୟତ ସମ୍ପର୍କରେ ଗମ୍ଭୀର…

ରାଘବ ଚଢାଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ କେଜରିଓ଼୍ବାଲ, ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟିକୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଶୁକ୍ରବାର ୨୪ ଏପ୍ରିଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଘବ ଚଢା କହିଛନ୍ତି ଯେ ତାଙ୍କ ସହିତ ଦଳର ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପି ଏଏପି…

ପୋଛି ହୋଇଗଲା AAP: ଏକାସାଙ୍ଗରେ ଦଳ ଛାଡିଲେ ୭ ଏମ୍‌ପି, ଭାଜପାରେ ହେବେ ସାମିଲ

ନୂଆଦିଲ୍ଲୀ,୨୪।୪: ଏଏପିକୁ ବଡ଼ ଝଟ୍‌କା। ସ୍ବାତୀ ମାଲିୱାଲ ଏବଂ ହରଭଜନ ସିଂହଙ୍କ ସମେତ ସାତ ଜଣ ଏମ୍‌ପି ରାଘବ ଚଢାଙ୍କ ସହ ଭାଜପାରେ ଯୋଗଦେବେ। ରାଘବ ଚଢା ଶୁକ୍ରବାର ଏହା ଘୋଷଣା କରି ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା…

AAP ଛାଡ଼ିଲେ ଏମ୍‌ପି ରାଘବ ଚଢ଼ା, ଦଳ ଛାଡ଼ିବା ପରେ କହିଲେ ମୋ’ ସହ…

ନୂଆଦିଲ୍ଲୀ,୨୪ା୪: ରାଜ୍ୟ ସଭାରେ ଉପନେତା ପଦରୁ ହଟାଇବା ନେଇ ଆମ୍‌ ଆଦ୍‌ମୀ ପାର୍ଟି (AAP) ସହିତ ସାଧାରଣ ମତଭେଦ ଦେଖାଦେବାର କିଛି ଦିନ ପରେ, ଏମ୍‌ପି ରାଘବ ଚଢ଼ା ଏଏପି ଛାଡ଼ିଛନ୍ତି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି କହିଛନ୍ତି…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୨୪ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୨ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୧ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୯ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୮ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୫ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୪ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୨ ଏପ୍ରିଲ, ୨୦୨୬ )

View

ରାଜ୍ୟ

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri