ନେତାନ୍ୟାହୁଙ୍କୁ କ୍ୟାନ୍‌ସର ହୋଇଥିଲା

ଜେରୁଜେଲମ୍‌,୨୫ା୪: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ କ୍ୟାନ୍‌ସର ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଯାଞ୍ଚ ବେଳେ ତାଙ୍କର ଏକ ଛୋଟ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ସେ ପ୍ରଥମ ପର୍ଯ୍ୟାୟ ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ଜଣାପଡ଼ିବାରୁ ସଫଳତାର ସହ ଚିକିତ୍ସା କରାଇଥିବା ନେତାନ୍ୟାହୁ କହିଛନ୍ତି। ତାଙ୍କର ବାର୍ଷିକ ସ୍ବାସ୍ଥ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୨ ମାସ ପୂର୍ବରୁ ଏହା ଜଣାପଡ଼ିଥିଲେ ମଧ୍ୟ ଇରାନ ବିରୋଧରେ ଜୋର୍‌ଦାର ଯୁଦ୍ଧ ଚାଲିଥିବାରୁ ଖବର ପ୍ରକାଶରେ ବିଳମ୍ବ କରିବାକୁ ନେତାନ୍ୟାହୁ ନିର୍ଦ୍ଦେଶ ଦେଇଥିଲେ। ପ୍ରୋଷ୍ଟେଟ୍‌ କ୍ୟାନ୍‌ସରର ପ୍ରାରମ୍ଭିକ ଅବସ୍ଥାରେ ତାଙ୍କର ରେଡିଏଶନ ଥେରାପି ହୋଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଥିବା ନେତାନ୍ୟାହୁ କହିଛନ୍ତି। ତେବେ ଚିକିତ୍ସା କେବେ ହୋଇଥିଲା ସେ ସମ୍ପର୍କରେ ସେ କିଛି କହିନାହାନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଘବ ଛାଡିଲେ AAP, ହେଲେ କାହିଁକି ଭାଇରାଲ ହେଉଛି ପରିଣୀତିଙ୍କ ପୁରୁଣା ଭିଡ଼ିଓ? ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ

ମୁମ୍ବାଇ,୨୫।୪: ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ଦମ୍ପତି। ସେମାନେ ସେମାନଙ୍କର ଲଭଲି କେମେଷ୍ଟ୍ରି ଏବଂ ସାଧାରଣରେ ବାରମ୍ବାର ଏକାଠି ଦେଖାଯିବା ଦ୍ୱାରା…

ମେ’ରେ ମାଲାମାଲ୍‌ ହେବେ ୫ ରାଶି! ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀ ଯୋଗୁଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟରେ…

କଟକରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍, ୨ ଗୁରୁତର ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି

କଟକ,୨୫ା୪(ପ୍ରଭୁକଲ୍ୟାଣ ପାଲ୍): କଟକରେ ଆମ ବସ୍ ଦୁର୍ଘଟଣା । କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍ । ବସ୍ ଧକ୍କାରେ ସ୍ୱାମୀ ଓ ସ୍ତ୍ରୀ…

AAP ଛାଡିଲେ ୭ ଏମପି, କଂଗ୍ରେସ କହିଲା-‘ମୋଦିଙ୍କ ଓ୍ବାଶିଂ ମେଶିନ ପୁଣି ସକ୍ରିୟ ହୋଇଗଲାଣି’

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟିର ସାତ ଜଣ ଏମପି ରାଘବ ଚଢା ଏବଂ ସନ୍ଦୀପ ପାଠକଙ୍କ ସମେତ ୭ଜଣ ଦଳ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏମାନଙ୍କ ମଧ୍ୟରୁ…

କବାଡି ଗୋଦାମରେ ଭୟଙ୍କର ନିଆଁ, ୪ ଜୀବନ୍ତ ଦଗ୍ଧ

ଜୟପୁର,୨୫।୪: କୋଟପୁଟଲି-ବେହରର ଜିଲାର ନିମ୍ରାଣା ଅଞ୍ଚଳରେ ଥିବା ଏକ କବାଡି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ଦୁଃଖଦ ଘଟଣା ଯୋଗୁଁ ଦୁଇ ନାବାଳିକା ଝିଅ…

ଭାଜପା ଯାଉ ଯାଉ AAP କୁ ଆଟାକ୍‌ କଲେ ଚଢା, ଖୋଲାଖୋଲି କହିଦେଲେ…

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP) ରୁ ଅଲଗା ହେବା ପରେ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଥିବା ରାଜ୍ୟ ସଭା ଏମପି ରାଘବ…

‘ଇରାନ-ଆମେରିକା ଶାନ୍ତି ବାର୍ତ୍ତା ପାକିସ୍ତାନରେ କାହିଁକିି?’ଲୋମ ଟାଙ୍କୁରା କଥା କହିଲେ ଇମ୍ରାନଙ୍କ ପୁଅ!

ଇସଲାମାବାଦ,୨୫।୪: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ସୁଲେମାନ ଖାନ ଦେଶର ନେତୃତ୍ୱ ଉପରେ ଏକ ଗଭୀର ଗଣତାନ୍ତ୍ରିକ ସଙ୍କଟକୁ ଲୁଚାଇବାକୁ ଚେଷ୍ଟା…

କେଉଁ ଦେଶର ଲୋକ ଅଧିକ ଦେଖନ୍ତି ପର୍ଣ୍ଣ? ଲିଷ୍ଟରେ ଭାରତର ସ୍ଥାନ…

ନୂଆଦିଲ୍ଲୀ,୨୫।୪: ବିହାରର ପୂର୍ଣ୍ଣିଆର ସ୍ୱାାଧୀନ ଏମପି ପପ୍ପୁ ଯାଦବ ଏକ ଏପରି ବୟାନ ଦେଇଛନ୍ତି ଯାହା ସମଗ୍ର ଦେଶରେ ରାଜନୈତିକ ପରିବେଶକୁ ଉଷ୍ମ କରିଦେଇଛି। ମହିଳାଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri