Odisha Elections 2024
Posted inVideo

ରହସ୍ୟର ବଙ୍ଗଳା ଜିପି ବ୍ଲକ | The Haunted House of GP Block, Meerut

Featured Video Play Icon

ୟୁପିର ମିରଟ ଜିଲାର ମାଲ ରୋଡ ଠାରୁ ୬୫୦ ମିଟର ଦୂରରେ ଅବସ୍ଥିତ ଜିପି ବ୍ଲକରେ ଥିବା ଏହି ଭୟଙ୍କର ବଙ୍ଗଳା । ଯାହା ଏବେ ସାରା ଦେଶରେ ରହସ୍ୟର ବଙ୍ଗଳା ଭାବେ ବେଶ ପରିଚିତ । ଦିନ ଥିଲା, ଏହି ବଙ୍ଗଳା ଥିଲା ମିରଟର ମୁଖ୍ୟ ଆକର୍ଷଣ । ମାତ୍ର ଏବେ ଏହା ରହସ୍ୟର କୋଠା ପାଲଟି ଯାଇଛି । ଚାରିକଡ ଘଞ୍ଚ ଜଙ୍ଗଲ ମଝିରେ ୩ ଟି ଜରାଜୀର୍ଣ ଜନଶୂନ୍ୟ ବଙ୍ଗଳା । ଯାହା ପଛରେ ରହିଛି କିଛି ଅଲୌକିକ ରହସ୍ୟ କାହାଣୀ । ଯାହାକୁ ମଣିଷ ସହଜରେ ବିଶ୍ୱାସ କରୁନି କି ଅବିଶ୍ୱାସ ବି କରିପାରୁନି । ସ୍ଥାନୀୟ ଲୋକଙ୍କ କହିବା କଥା ଏଠାରେ ରାତି ହେଲେ ୪ ଜଣ ଯୁବକ ଟେବୁଲର ଚାରିକଡରେ ବଙ୍ଗଳାର ପ୍ରଥମ ମହଲାରେ ବସି କ୍ୟାଣ୍ଡେଲ ଜାଳି ମଦ ପିଅନ୍ତି ଆଉ ନିଜ ନିଜ ଭିତରେ କଥା ବି ହୁଅନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

Featured Video Play Icon

ଏସି ହେଲମେଟ ପିନ୍ଧିବେ ପୋଲିସ

ପ୍ରଚଣ୍ଡ ଖରାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆଜି ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏସି ହେଲମେଟ ବ୍ୟବସ୍ଥା। ସଫଳ ହେଲେ ସବୁ କର୍ମଚାରୀ...

Featured Video Play Icon

ପ୍ରଦୂଷଣର ବିଷ ଗର୍ଭରେ ମହାନଦୀ

ଓଡ଼ିଶାର ଜୀବନ ରେଖା ‘ମହାନଦୀ’। ବିଷାକ୍ତ ହେବାରେ ଲାଗିଛି ରାଜ୍ୟର ପଶ୍ଚିମରୁ ପୂର୍ବକୁ ଲମ୍ବିଥିବା ଜୀବନରେଖା । ଚାରିଆଡ଼େ ଖାଲି ପ୍ରଦୂଷଣ… ପ୍ରଦୂଷଣ… ଆଉ ପ୍ରଦୂଷଣ...

Featured Video Play Icon

Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା

ପୁରୀ,୧୬।୨: ଶୁକ୍ରବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ। ସୂର୍ଯ୍ୟ...

Featured Video Play Icon

ଲକ୍ଷ୍ମୀ ବସରେ ରହିଛି ଏହି ସୁବିଧା

ରାୟଗଡା ଜିଲାରେ ଗ୍ରାମାଞ୍ଚଳ ପରିବହନ ସେବାକୁ ସମୃଦ୍ଧ କରିଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ଯେଉଁଥିରେ ଉପକୃତ ହେଉଛନ୍ତି ଜିଲାର ୧୧ ବ୍ଲକର...

Featured Video Play Icon

ବାଲିରେ ବଡସିଂହାର ବେଶ

ନବବର୍ଷ ୨୦୨୪ ଅବସରରେ ପୁରୀ ବେଳାଭୂମିରେ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ମାଧ୍ୟମରେ ଵଡସିଂହାର ବେଶ। ଏହି ବାଲୁକାକଳାକୃତିକୁ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ...

Featured Video Play Icon

ଶୀତବସ୍ତ୍ର ବଜାରରେ ଲାଗିଛି ଭିଡ

ରାଜ୍ୟରେ ଏବେ ତାପମାତ୍ରା କମୁଛି। ଶୀତ ଯେତେ ବଢୁଛି ଶୀତବସ୍ତ୍ର ବଜାରରେ ଭିଡ ସେତେ ବଢୁଛି। ଦେଖନ୍ତୁ ଭୁବନେଶ୍ୱର ଶୀତ ବସ୍ତ୍ର ବଜାରରେ କ’ଣ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri