ଷ୍ଟାର ହେବା ପରେ ଏହି ଜିନିଷକୁ ମନେ ପକାଉଛନ୍ତି ସିଦ୍ଧାର୍ଥ

ବଲିଉଡ୍‌ର କୁଲ୍‌ ହିରୋ ସିଦ୍ଧାର୍ଥ ମଲହୋତ୍ରା। ଖୁବ୍‌ କମ୍‌ ଦିନ ମଧ୍ୟରେ ସେ ବଲିଉଡ୍‌ରେ ବେଶ୍‌ ନାଁ କରିସାରିଛନ୍ତି। ପରଦା ଉପରେ ଦର୍ଶକ ତାଙ୍କୁ ପସନ୍ଦ ମଧ୍ୟ କରୁଛନ୍ତି। ଏବେ ସେ ଫିଲ୍ମ ‘ମରଜାଓ୍ବା’ କୁ ନେଇ ଚର୍ଚ୍ଚାରେ। ତେବେ ସିଦ୍ଧାର୍ଥ ଷ୍ଟାରଡମ୍‌ କାରଣରୁ ନିଜ ମନ ପସନ୍ଦର କାମ କରିପାରୁ ନାହାନ୍ତି। ଯାହାକୁ ସେ ସବୁବେଳେ କରିବାକୁ ଚାହାନ୍ତି ବୋଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।
ଆଜି ସିଦ୍ଧାର୍ଥ ଯେଉଁ ସଫଳତା ପାଇଛନ୍ତି ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ମାତ୍ର ଯେତେବେଳେ ସେ ପଛକୁ ଫେରି ଚାହାନ୍ତି, ତାହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। କାରଣ ସଫଳତା ପାଇବା ପରେ ପୂର୍ବଭଳି ତାଙ୍କର ଆଉ ସ୍ବାଧୀନତା ନାହିଁ। ମୁମ୍ବାଇର କୌଣସି ରେଷ୍ଟୁରାଣ୍ଟରେ ବସି ଆଉ ଚା’ ପିଇପାରୁ ନାହାନ୍ତି। ଏଥିସହ ପ୍ରତିଦିନ ସେ ନିଜ କୁକୁରକୁ ବାହାରକୁ ବୁଲାଇବା ପାଇଁ ନେଇ ଯାଉଥିଲେ। ସେମାନେ ଅନେକ ସମୟ ପର୍ଯ୍ୟନ୍ତ ଏକତ୍ର ବାହାରେ ବୁଲୁଥିଲେ। ମାତ୍ର ଏଥିପାଇଁ ଏବେ ତାଙ୍କୁ ରାତି ଅଧରେ ଘରୁ ବାହାରିବାକୁ ପଡ଼ୁଛି ବୋଲି ସିଦ୍ଧାର୍ଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri